ରାଜ୍ୟ

ସିଲି ପଏଣ୍ଟ୍‌: ମାତା-ପିତାଙ୍କୁ କୃତଜ୍ଞତା ଜଣାଇଲେ ଜୁରେଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଥିବା ଯୁବ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ ଆବେଗପୂର୍ଣ୍ଣ ଲେଖା ଲେଖି ମାତା-ପିତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ପ୍ରଥମଥର ଭାରତୀୟ ଦଳରେ ସାମିଲ ହୋଇ ରାଜକୋଟ ଟେଷ୍ଟ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ବହୁ ପୂର୍ବତନ କ୍ରିକେଟର୍‌ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି। ଏପରିକି ଜୁରେଲଙ୍କ ପାଖରେ ମହାନ ଅଧିନାୟକ ଓ ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଝଲକ ଦେଖିବାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୫ରେ ଚଣ୍ଡିଖୋଲ ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଭେଟିଦେବେ ୧୯, ୬୦୦କୋଟିର ପ୍ରକଳ୍ପ

ଭୁବନେଶ୍ବର: ଆସନ୍ତା ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ମୋଦୀ ଚଣ୍ଡିଖୋଲ ଠାରେ ଏକ ସାଧାରଣ ସଭାରେ ‌େଯାଗଦେବାକୁ ଥିବାବେଳେ ରାଜ୍ୟବାସୀଙ୍କୁ ୧୯୬୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟି ଦେବେ। ତୈଳ ଏବଂ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ପରମାଣୁ ଶକ୍ତି କ୍ଷେତ୍ରର କେତେକ ପ୍ରକଳ୍ପକୁ ମୋଦୀ ଲୋକାର୍ପିତ, ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ […]

ରାଜ୍ୟ

ଓଡ଼ିଶା ଏଫ୍‌ସିର ଯୁଗଳ ବିଜୟ

ଭୁବନେଶ୍ବର: ଆଇଡବ୍‌ଲ୍ୟୁଏଲ୍‌ରେ ଶନିବାର ଓଡ଼ିଶା ଏଫ୍‌ସି ୪-୦ ଗୋଲ୍‌ରେ ସେଥୁ ଏଫ୍‌ସିକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଓଡ଼ିଶା ଏଫ୍‌ସି ୨୨ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ପହଞ୍ଚିଛି। ୯ ମ୍ୟାଚ୍‌ରୁ ସପ୍ତମ ବିଜୟ ପାଇଛି। ଗୋଆର ତିଳକ ମୈଦାନରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପାଇଁ ପ୍ୟାରୀ ଖାଖା ୬୦ ଓ ୭୮ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲା ବେଳେ ୱିନ୍‌ ୪ ମିନଟ୍‌, ଇନ୍ଦୁମତୀ ୨୩ ମିନିଟ୍‌ରେ ଅନ୍ୟ ଦୁଇ ଗୋଲ୍‌ ସ୍କୋର […]

ରାଜ୍ୟ

‘ହ୍ୟାକାଥନ୍‌ ଉଦ୍ଭାବନ ପାଇଁ ସୁଯୋଗ ଦିଏ’

ରାଉରକେଲା: ଏନ୍‌ଆଇଟିରେ ଦୁଇଦିନିଆ ହ୍ୟାକାଥନ୍‌ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଲେ, ବର୍ତ୍ତମାନର ୫ଜି ଓ ଆଗାମୀ ୬ଜି ଟେକ୍ନୋଲୋଜିର ଅଗ୍ରଗତି ସହିତ କୃତ୍ରିମ ବୁଦ୍ଧିମତାର ସମ୍ମିଶ୍ରଣ ଛାତ୍ରଛାତ୍ରୀମାନଙ୍କ ପାଇଁ ସାମାଜିକ ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଓ ଦକ୍ଷତାର ସହ ସମାଧାନ କରିବାକୁ ନୂଆ ରାସ୍ତା ଖୋଲିଛି। ପ୍ରାୟ ୩୨ ଶହ ପିଲା ପଞ୍ଜିକରଣ କରି କୋଡିଂ, ପ୍ରୋଗ୍ରାମିଂ, ବୈଷୟିକ ଦକ୍ଷତା ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ସେମାନଙ୍କର ଉତ୍ସାହ ପ୍ରଦର୍ଶନ କରିବା […]

ରାଜନୀତି ରାଜ୍ୟ

ବିଜେପିରେ ମିଶିଲେ ଅରବିନ୍ଦ ଢାଲି

ଭୁବନେଶ୍ବର: ଶନିବାର ବିଜେଡି ଛାଡ଼ିଥିବା ଜୟଦେବ ବିଧାୟକ ଅରବିନ୍ଦ ଢାଲି ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବୁଦ୍ଧନାଥ ବାରିକ, ଅମୂଲ୍ୟ କୁମାର ମହାପାତ୍ର, ବଳରାମ ମଲ୍ଲିକ, କୈଳାଶଚନ୍ଦ୍ର ସେଠୀ, ସୁରେନ୍ଦ୍ର ସେଠୀ, ରାଜେନ୍ଦ୍ର ସାହୁ, ରଶ୍ମି ପଣ୍ଡା, ରଞ୍ଜିତ କୁମାର ଜେନା, ଶ୍ରୀଧର ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି, ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ‌ସୋଢ଼ୀ ବିଜେଡି ଛାଡ଼ି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ […]

ଦେଶ ବିଦେଶ

ଆଜିଠାରୁ ମୋଦୀଙ୍କ ୫ ରାଜ୍ୟ ଗସ୍ତ ଆରମ୍ଭ: ୧,୧୦,୬୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୪-୬ ତାରିଖ ମଧ୍ୟରେ ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ, ଯେଉଁଥିରେ ସେ ୧,୧୦,୬୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବେ।“ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ତେଲେଙ୍ଗାନା, ତାମିଲନାଡୁ, ଓଡିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବି। ଉଦ୍‌ଘାଟନୀ କାର୍ଯ୍ୟ ବିଭିନ୍ନ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବ ଏବଂ ଅନେକ ଜୀବନରେ ପରିବର୍ତ୍ତନ ଆଣିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ ଏକ୍ସ ପୋଷ୍ଟରେ କହିଛନ୍ତି।ମାର୍ଚ୍ଚ […]

ରାଜନୀତି ରାଜ୍ୟ

ନରେଶଙ୍କ ଘର ବାହୁଡ଼ା

ଯାଜପୁର: ପ୍ରାୟ ଦୁଇମାସ ପୂର୍ବରୁ ବିଜେଡି ଛାଡ଼ି ବିଜେପିକୁ ଯାଇଥିବା ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ରସଲୁପୁର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ମହାନ୍ତି(ବୁଲୁ)ଙ୍କ ଘର ବାହୁଡ଼ା ହୋଇଛି। ଆଜି ସେ ଭୁବନେଶ୍ବରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି), ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ) ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ଧର୍ମଶାଳା ବିଧାୟକ […]

ଦେଶ ବିଦେଶ

ଏନ୍‌ଡିଏ ସରକାର ବିରୋଧରେ ଗର୍ଜିଲେ ରାହୁଲ: ପାକିସ୍ତାନ ତୁଳନାରେ ଭାରତରେ ଦୁଇଗୁଣ ବେକାରୀ

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଲ୍‌ ଆର୍ଥିକ ନୀତି ଯୋଗୁଁ ଦେଶରେ ବେକାରୀ ସମସ୍ୟା ଭୟାନକ ସ୍ଥିତିରେ ଅଛି ଏବଂ ଏହା ପାକିସ୍ତାନ ତୁଳନାରେ ଦୁଇଗୁଣ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟପ୍ରଦେଶରେ ଏକ ରୢାଲିରେ କହିଛନ୍ତି। ବିମୁଦ୍ରୀକରଣ ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରିବା ଭଳି ବଡ଼ ନିଷ୍ପତ୍ତି ଦ୍ୱାରା ପ୍ରଧାନମନ୍ତ୍ରୀ କ୍ଷୁଦ୍ର ବ୍ୟବସାୟକୁ ଶେଷ କରିଦେଇଛନ୍ତି ବୋଲି ରାହୁଲ ରବିବାର ଦାବି କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା […]

ଦେଶ ବିଦେଶ

ଶେହବାଜ ପୁଣି ପ୍ରଧାନମନ୍ତ୍ରୀ: ସପକ୍ଷରେ ୨୦୧ ଭୋଟ୍‌, ଶପଥ ଆଜି

ଇସଲାମାବାଦ: ପାକିସ୍ତାନରେ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥାର ଆଜି ଅବସାନ ହୋଇଛି। ପିଏମ୍‌ଏଲ୍‌-ଏନ୍‌ ନେତା ଶେହବାଜ ସରିଫ୍ ରବିବାର ଦ୍ୱିତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ସର୍ବସମ୍ମତ ପ୍ରାର୍ଥୀ ଥିବା ୭୨ ବର୍ଷୀୟ ଶେହବାଜ ଆଜି ସଂସଦରେ ୨୦୧ଟି ଭୋଟ୍‌ ପାଇଛନ୍ତି। ୩୩୬ ଆସନ ବିଶିଷ୍ଟ ସଂସଦରେ ଗୃହର ନେତା ହେବା ପାଇଁ ସେ ଆବଶ୍ୟକତାଠାରୁ ୩୨ଟି ଅଧିକ […]

ରାଜନୀତି ରାଜ୍ୟ

ବଦଳିପାରେ ରାଉରକେଲା ରାଜନୀତି ସମୀକରଣ: ଦିଲୀପଙ୍କ ସହ ବିରୋଧୀଙ୍କ ମେଳି

ରାଉରକେଲା: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଉରକେଲା ରାଜନୀତି ସେତିକି ସରଗରମ ହେଉଛି। ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ। ତାଙ୍କୁ ଏବେ ରାଉରକେଲାରେ ସମସ୍ତ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଏସ୍‌ଟିଆଇ ଛକ ନିକଟ କଲ୍ୟାଣୀ ଭବନ ହେଉ ଅବା ବିଭିନ୍ନ କ୍ଲବ୍‌ରେ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଭେଟୁଛନ୍ତି। ଆଜି ବ୍ରାହ୍ମଣୀ କ୍ଲବ୍‌ରେ କିଛି ରାଜନୈତିକ ଦଳର ନେତା ଓ ୪ ପରିବହନ ସଂଘର କର୍ମକର୍ତ୍ତାମାନେ ଦିଲୀପଙ୍କ ପାଖରେ […]