ଅପରାଧ ରାଜ୍ୟ

ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜେଲ୍‌ ଗଲେ ଫାଷ୍ଟଫୁଡ୍‌ ଦୋକାନୀ ସମେତ ୫ ଅଭିଯୁକ୍ତ

ପୁରୀ ୧୭।୦୫: ‘ପ୍ରମେୟ’ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ ଘଟଣା । ଭିକ୍ଟୋରିଆ ହୋଟେଲ୍‌ ନିକଟରେ ମରଣାନ୍ତକ ଆକ୍ରମଣ କରି ବିକ୍ରମଙ୍କ ମୋବାଇଲ୍‌ ଓ ସୁନା ମୁଦି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ସମୁଦ୍ରକୂଳ ଥାନା ପୁଲିସ ଏକ ମାମଲା କରି ୫ଜଣଙ୍କୁ ଗିରଫ କରିଛି । ମାମଲାରେ ଆଉ ୩ ଜଣ ଏକ ବାଇକ ସହ ଫେରାର୍‌ ହୋଇଯାଇଛନ୍ତି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ରାହୁଲ ଦାସ […]

ଅପରାଧ ରାଜ୍ୟ

ଗାଁ ଜଙ୍ଗଲରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, କାରଣ ଖୋଜୁଛି ପୋଲିସ

ବୌଦ୍ଧ ୧୭।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକଙ୍କ ନାମ ସୁରେଶ ସାହୁ ବୋଲି ଜଣାପଡିଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କହଂରପଡ଼ା ଗାଁର ଘଟଣା । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମନମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୌଦ୍ଧ ସଦର ବ୍ଲକ ଶଗଡ଼ା ପଞ୍ଚାୟତ କହଁରପଡ଼ା ଗାଁରେ ୩୨ ବର୍ଷୀୟ ଯୁବକ ସୁରେଶ ସାହୁଙ୍କ ମୃତଦେହ ଜଙ୍ଗଲରୁ ଠାବ […]

ଅପରାଧ ରାଜ୍ୟ

ଝାରସୁଗୁଡ଼ାରେ ସିବିଆଇ ରେଡ୍‌, ଚୀନ୍‌ ନାଗରିକଙ୍କ ଭିସା ନେଇ ଖୋଲତାଡ଼ କରୁଛି ଟିମ୍‌

ଝାରସୁଗୁଡ଼ା ୧୭।୦୫: ଝାରସୁଗୁଡ଼ାରେ ସିବିଆଇ ରେଡ୍‌ । ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ବଙ୍କୁ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ଲିଙ୍କରେ ରେଡ୍‌ କରୁଛି ସିବିଆଇ । ଏକକାଳୀନ ୬ଟି ରାଜ୍ୟର ୯ଟି ସ୍ଥାନରେ ସକାଳ ୬ରୁ ଚାଲିଛି ରେଡ୍ । ଖବର ଅନୁଯାୟୀ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କୀର୍ତ୍ତି ଚିଦାମ୍ବରମଙ୍କର ବେଆଇନ୍‌ ଅର୍ଥ କାରବାର ମାମଲାରେ ସିବିଆଇ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଛି। ଏହିକ୍ରମରେ ଝାରସୁଗୁଡ଼ାର ବେଦାନ୍ତ ଆଲୁମିନା ପ୍ରକଳ୍ପରେ ତଦନ୍ତ କରୁଛି ୭ […]

ଅପରାଧ ରାଜ୍ୟ

ଜଙ୍ଗଲରୁ ମିଳିଲା ବିବାହିତ ମହିଳାଙ୍କ ମୃତଦେହ, ଥାନାରେ ସ୍ୱାମୀ ଅଟକ

କଳାହାଣ୍ଡି ୧୭।୦୫: ଜଙ୍ଗଲରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନ୍‌ ମାଠ୍‌ ପଞ୍ଚାୟଚ ଲମ୍ବଟି ଜଙ୍ଗଲରୁ ଠାବ ହୋଇଛି ମୃତଦେହ । ଯେଉଁ ଅବସ୍ଥାରେ ରେ ତାଙ୍କର ମୃତ ଦେହ ମିଳିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ମୃତ ମହିଳାଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ମହିଳାଙ୍କୁ ତାଙ୍କ ସ୍ଵାମୀ ହତ୍ୟା କରିଛନ୍ତି । ବିବାହିତା ମହିଳା ଜଣକ ତାଙ୍କ ସ୍ଵାମୀଙ୍କ ପ୍ରଥମ ସ୍ତ୍ରୀ । ପୂର୍ବରୁ ମଧ୍ୟ […]

କଳା ଓ ସଂସ୍କୃତି ରାଜ୍ୟ

ଚନ୍ଦନ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି

ଫିରିଙ୍ଗିଆ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କାମ୍ବାରାହା ଠାରେ ଦିର୍ଘ ବର୍ଷ ରୁ ବୈଶାଖ ମାସ ଚନ୍ଦନ ଓ ବୁଦ୍ଧ ପୁର୍ଣିମା ସୋମବାର ଦିନ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଳିନ ହୋଇ ଯାଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ । ତାଙ୍କ ଠାରୁ ସବୁ ଅବତାର ଆବିର୍ଭୁତ ହୋଇ ଯୁଗେ ଯୁଗେ ବିବିଧ ଲୀଳା ମାନ ବିସ୍ତାର କରି ପୁନଶ୍ଚ ତାଙ୍କରୀ ଠାରେ ଲୀନ ହୋଇଥାନ୍ତି ବୋଲି ସ୍କନ୍ଦ […]

ଅପରାଧ ରାଜ୍ୟ

୫ ଡକାୟତଙ୍କୁ କାବୁକଲା ପୋଲିସ, ସୁନା ଗହଣା ସହ ମୋବାଇଲ ବାଇକ ଜବତ

ଫୁଲବାଣୀ:କନ୍ଧମାଳ ଜିଲା ଟିକାବାଲି ଥାନା ପୋଲିସ ଏକ ଡକାୟତି ଘଟଣାରେ 5 ଜଣଙ୍କୁ ଗିରଫ କରିଛି. ସେମାନଙ୍କ ଠାରୁ 20 ଗ୍ରାମ ସୁନା ଗହଣା, ଦୁଇଟି ବାଇକ ଜବତ କରାଯାଇଛି. ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁ ର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡି ର କୃପାକର ମୁଖୀ ଓ ଟିକାବାଲି କଇଁଝର ର ସଞ୍ଜୟ କୁମାର ମଳିକ। ପୋଲିସ ପାଖରୁ ମିଳିଥିବା ସୁଚନା ଅନୁସାରେ ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ […]

ଅପରାଧ ରାଜ୍ୟ

ସୁନ୍ଦରଗଡ଼ରେ ଝିଅ ଚାଲାଣର ନୂଆ ତରିକା: ବିବାହ ବେଦିରେ ୬୦ ହଜାରର କନିଆ, ମଧ୍ୟପ୍ରଦେଶରୁ ଉଦ୍ଧାର ହେଲା ଝିଅ

ସୁନ୍ଦରଗଡ଼: ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ କଲବଲ ହେଉଥିବା ପରିବାରର ଝିଅମାନଙ୍କୁ ଅଧିକ ରୋଜଗାରର ଲୋଭ ଦେଖାଇ ଦଲାଲ ବାହାର ରାଜ୍ୟକୁ ଚାଲାଣ କରିବା ସୁନ୍ଦରଗଡ଼ ପାଇଁ ଆଉ ନୂଆ କଥା ହୋଇ ରହି ନାହିଁ। ସେଠାରେ ଅନେକଙ୍କୁ ହୋଟେଲ, ଗୃହ ଚାକରାଣୀ, ଏପରିକି ଦେହ ବେପାର ପାଇଁ ବିକ୍ରି କରିଦେବା ଭଳି ଅତି ଅମାନବୀୟ ଓ ସମ୍ବେଦନଶୀଳ ଖବର ବି ଏକ ପ୍ରକାର ଦେହସୁହା ହୋଇଗଲାଣି କହିଲେ ଚଳେ। ତେବେ ଏହା ମଧ୍ୟରେ ସୁନ୍ଦରଗଡ଼ର ସରଳ […]

ଅପରାଧ ରାଜ୍ୟ

ଏମ.ଏଲ୍.ଏ ବାସଭବନରେ ଡାକ୍ତରଙ୍କୁ ମାଡ, ମହିଳା ସୁଇପର ଆଣିଲେ ଜାତିଆଣ ଆକ୍ଷେପ ଅଭିଯୋଗ

ଆନନ୍ଦପୁର ୧୭/୦୫: ଚର୍ଚ୍ଚାରେ ଆନନ୍ଦପୁର ଉପଖଣ୍ଡ ଫକିରପୁର ଗୋଷ୍ଟି ସ୍ବାସ୍ଥକେନ୍ଦ୍ର । କିଛିଦିନ ତଳେ ଏଠାକାର ମେଡିକାଲ ଅଫିସର ଜୟନ୍ତ ଦାସ କେତେକ କର୍ମଚାରୀ ଙ୍କୁ ନେଇ ନିକଟରେ ଥିବା ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଙ୍କୁ ତାଙ୍କ ବାସ ଭବନରେ ଭେଟିବାକୁ ଯାଇଥିଲେ । ମେଡିକାଲର କିଛି ଉନ୍ନତି ମୁଳକ କାମ ସମ୍ପର୍କରେ ଆଲୋଚନା ପାଇଁ ଥିଲା ଉଦେଶ୍ୟ । ତେବେ ବିଧାୟକଙ୍କ ବାସଭବନରେ ପହଁଞ୍ଚିବାପରେ ବିଧାୟକଙ୍କ ଅନୁପସ୍ଥିତିରେ ସେଠାରେ ଉପସ୍ଥିତ ଜଣେ ଯୁବକ ମହିଳା […]

ଅପରାଧ ରାଜ୍ୟ

ଦୀର୍ଘଦିନର ଦାବି ପରେ ଶୁଣିଲାନି ପୋଲିସ, ଆଇନକୁ ହାତକୁ ନେଲେ ଜମାକାରୀ: ବେଗୁନିଆ ଥାନା ଘେରିଲେ

ଖୋର୍ଦ୍ଧା ୧୭/୦୫: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ରାଉତପଡା ସଂପ୍ରସାରିତ ଶାଖାର ଜମାକାରୀ ମାନେ ପ୍ରାୟ ଏକକୋଟି ପଚାଶ ଲକ୍ଷ ଟଙ୍କା ହଡପ ହୋଇଥିବା ସମ୍ବନ୍ଧରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଅବଗତ କରାଥିଲେ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଆଦେଶକ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ହଡପକାରୀମାନଙ୍କ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ । ଇତି ମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କର୍ଯ୍ୟାନୁଷ୍ଠାନ ହୋଇନାହିଁ । ଜମା ଟଙ୍କା ଫେରସ୍ତ ପାଇବା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶେଷ ସପ୍ତାହରୁ ଯୁକ୍ତ ୨ ମୂଲ୍ୟାୟନ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ। ତା’ ପୂର୍ବରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ମେ’ ଶେଷ ସପ୍ତାହରୁ ଆରମ୍ଭ କରାଯିବ। ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ। ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ। ଅର୍ଥାତ୍‌ ଜୁନ୍‌ ୨୦ ଭିତରେ ଖାତା […]