ଦେଶ ବିଦେଶ ମନୋରଞ୍ଜନ

ପୁଣି ବିବାଦରେ ଅଭିନେତ୍ରୀ କଙ୍ଗନା ରାଣାୱତ । ‘ଧାକଡ୍’କୁ ବଏକଟ୍ ଦାବି

ବି-ଟାଉନ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ସବୁବେଳେ କୌଣସି କଥାକୁ ନେଇ ବିବାଦକୁ ଆସିଥାନ୍ତି । ଏବେ ସେ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ରିଲିଜ୍ ପୂର୍ବରୁ ତାଙ୍କ ଅଭିନୀତ ଫିଲ୍ମ ‘ଧାକଡ୍’କୁ ବଏକଟ୍ କରିବାକୁ ଦାବି ଉଠିଛି । ମେ ୨୦ ରେ ରିଲିଜ୍ ହେବାକୁ ଥିବା ସିନେମା ‘ଧାକଡ୍’କୁ ଟ୍ୱିଟରରେ ବଏକଟ କରିବାକୁ ଦାବି ହୋଇଛି । ଆଗକୁ ପଢନ୍ତୁ ଆଜି ଫ୍ରାଇଡେ ଫାଇଟ୍ : ପରଦାରେ ୨ ବଲିଉଡ ସହ ୨ ଓଲିଉଡ […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମାଆ ହେଲେ ଆମେରିକାନ ପପ୍ ସିଙ୍ଗର ରିହାନା, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ନୂଆଦିଲ୍ଳୀ ୨୦।୦୫ : ଆମେରିକାର ପପ୍ ଷ୍ଟାର ରିହାନ୍ନାଙ୍କ ଘରେ ନୂଆ କୁନି ଅତିଥି ଆସିଛି । ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ଶିଶୁଟି ମେ ୧୩ ରେ ଲସ୍ ଆଞ୍ଜେଲସରେ ଜନ୍ମ ହୋଇଛି। କୁହାଯାଇଛି କି ରିହାନା ଏବଂ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ବର୍ତ୍ତମାନ ସେ ପୁଅ ସହିତ ଘରେ ବିଶ୍ରାମ ନେଉଛନ୍ତି। ଏହି ଖୁସି ଭଲ ଖବର ଜାଣିବା ପରେ ପ୍ରଶଂସକ ଏବଂ […]

ଖେଳ ଦେଶ ବିଦେଶ

ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ

ନୂଆଦିଲ୍ଲୀ ୨୦/୦୫: ଚଳିତ ଆଇପିଏଲ୍‌ର ୬୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସ । ରୟାଲ୍ସ ପାଇଁ ବିଜୟ ଜରୁରି । ଆଜି ଜିତିଲେ ରୟାଲ୍ସ ତୃତୀୟ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ । ବଡ଼ ବ୍ୟବଧାନରେ ପରାଜିତ ହେଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ରନ୍‌ ରେଟ୍‌ ଓ ଅନ୍ୟ ଦଳର ପ୍ରଦର୍ଶନକୁ ଦେଖିବାକୁ ପଡ଼ିବ । ସୁପରକିଙ୍ଗ୍‌ସ ପ୍ଲେ- ଅଫ ଦୌଡରୁ ବାଦ ପଡ଼ି ସାରିଛି । […]

ଦେଶ ବିଦେଶ ମନୋରଞ୍ଜନ

ପୁଣି ବଧୂ ବେଶରେ ‘ବେବି ଡଲ୍’ କନିକା କପୁର । ସେଲିବ୍ରେସନର ଭିଡିଓ ହେଲା ଭାଇରାଲ

ବେବି ଡଲ୍ ଗୀତ ଗାଇ ଫେମସ୍ ହୋଇଥିବା କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ଥରେ ବଧୂ ବେଶ ସାଜିଛନ୍ତି କନିକା । ନିଜ ବନ୍ଧୁ ଗୌତମଙ୍କୁ ବିବାହ କରିଛନ୍ତି । ତାଙ୍କର ମେହେନ୍ଦୀ ତଥା ପ୍ରି ୱେଡିଙ୍ଗ ସେରିମନିର ଫଟୋ ସବୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତିନୋଟି ଛୁଆର ମା’ କନିକା ପୁଣି ଆରମ୍ଭ କରିଛନ୍ତି ନିଜ ବୈବାହିକ ଜୀବନ। ‘ବେବି ଡଲ୍‌’ ଫେମ୍‌ କନିକା […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୨୫୯ କରୋନା ପଜିଟିଭ୍

ନୂଆଦିଲ୍ଲୀ ୨୦/୦୫: ଉପର ତଳ କରୋନା ଗ୍ରାଫ୍। ଦେଶରେ କାୟା ମେଲାଇବା ପରେ ଖସିଛି ସଂକ୍ରମଣ। ଏବେ କରୋନା ସଂକ୍ରମଣ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା ବି କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୩ ହଜାର ତଳକୁ ଖସିଛି। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ରାଜ୍ୟ

ଛାତରୁ ଡେଇଁଲେ ଛାତ୍ରୀ ! ସହପାଠୀ ଓ ହଷ୍ଟେଲ ୱାର୍ଡେନଙ୍କ ରାଗିଂ ଅସହ୍ୟ ହେବାରୁ କଲେ ଆତ୍ମହତ୍ୟା

ବାଲେଶ୍ୱରରେ କଲେଜ ହଷ୍ଟେଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଛାତ୍ରୀ ସାବିତ୍ରୀ ବେହେରା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସହଯୋଗୀ ଓ ହଷ୍ଟେଲ ୱାର୍ଡେନଙ୍କଠାରୁ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗାଁରେ । ମୃତକଙ୍କ ପରିବାର ଲୋକେ ବାଲେଶ୍ୱର ସଦର ଥାନାରେ […]

ଅପରାଧ ରାଜ୍ୟ

‘ଯାହାକୁ ମୁଁ ଭଲପାଉଥିଲି, ସେ ମୋତେ ଧୋକ୍କା ଦେଲା’ : ବାବା-ମମି ମୋତେ କ୍ଷମା କରିଦେବ…

ଖୋର୍ଦ୍ଧା ୨୦।୦୫ : ପ୍ରେମ ପୁଣି ନେଲା ଏକ ଜୀବନ । ପ୍ରେମରେ ହତାଶ ହୋଇ ଆଉ ଜଣେ ସୌମ୍ୟ ନିଜ ଜୀବନ ହରାଇଛନ୍ତି । ନିଜ ହାତକୁ ବ୍ଲେଡ୍‌ରେ କାଟି ଫଟୋ ସୋସିଆଲ୍‌ ମିଡିଆରେ ଅପଲୋଡ଼ କରିଛନ୍ତି । ଆଉ ଟ୍ରେନ୍‌କୁ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ୍‌ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ସେହି ଭିଡିଓରେ କହିଛନ୍ତି ଯେ, ବାବା ଆଉ ମାମି ମୋତେ କ୍ଷମା କରିଦେବ । […]

ଅପରାଧ ରାଜ୍ୟ

ପ୍ରେମିକାକୁ ଗର୍ଭବତୀ ପରେ ପ୍ରତାରଣା ଅଭିଯୋଗ । ନ୍ୟାୟ ପାଇଁ ଧାରଣା ଦେଇଥିଲେ ଯୁବତୀ, ଫେରିଲେ ପ୍ରେମିକ

ପ୍ରେମିକାର ଧାରଣା ପରେ ଫେରିଲେ ପ୍ରେମିକ । ବିବାହର ମିଛ ପ୍ରତିଶ୍ରୁତି ଦେଇ ୭ବର୍ଷ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପ୍ରେମିକା ୭ ମାସର ଗର୍ଭବତୀ ହେବାପରେ ହାତ ଛାଡି ଦେଇଥିଲେ ପ୍ରେମିକ । ତେଣୁ ସ୍ତ୍ରୀର ମାନ୍ୟତା ଓ ଘରକୁ ପଶିବାକୁ ଅନୁମତି ଦାବି କରି ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତର ଛତ୍ରବର ଗାଁରୁ ଏଭଳି ଆଭାବନୀୟ ଚିତ୍ର […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତ୍ୟୁ ପରେ ଫେରି ଆସିଲେ ସ୍ୱାମୀ : ଦ୍ୱିତୀୟ ଥର ପାଇଁ ବେଦୀରେ ବସି ନିଜ ସ୍ତ୍ରୀଙ୍କୁ କଲେ ବିବାହ

ପୁଣି ସଧବା ହେଲେ ବିଧବା ପତ୍ନୀ । ନିଜ ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ । ହୋମଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ପୁଣିଥରେ ପଡିଲା ହାତଗଣ୍ଠି । ହାତରେ ଶଙ୍ଖା ପିନ୍ଧିଲେ ସୁବର୍ଣ୍ଣ । ଦ୍ୱିତୀୟଥର ପାଇଁ ସ୍ୱାମୀ ଘାସିଙ୍କୁ ବୈଦୀକ ରୀତିରେ କଲେ ବିବାହ । କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ପୋଡାପଦର ଗାଁର ଘାସି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରେ ତାଙ୍କ ମୃତ୍ୟୁ ଖବର ପାଇ ପରିବାର […]

ଅପରାଧ ଦେଶ ବିଦେଶ

ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !

ନୂଆଦିଲ୍ଲୀ ୨୦/୦୫: ଶୁକ୍ରବାର ମଧ୍ୟାହ୍ନରେ ନବଜୋତ ସିଂ ସିଦ୍ଧୁ କରିପାରନ୍ତି ସରେଣ୍ଡର। ପଟିଆଲା ଜେଲରେ ତାଙ୍କୁ ହୋଇଥିବା ଏକ ବର୍ଷର କାରାଦଣ୍ଡ କାଟି ପାରନ୍ତି। ୩୪ ବର୍ଷ ପୁରୁଣା ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିସନ୍ ର ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ସୂଚନାନୁସାରେ, ୧୯୮୮ରେ ପଞ୍ଜାବରେ ଘଟିଥିଲା ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। […]