ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭାରତରେ ପଢ଼ିପାରିବେ ଭାରତୀୟ ବଂଶୋଦ୍ଭବ

ଭୁବନେଶ୍ବର : ବିଦେଶରେ ବସବାସ କରୁଥିବା ତଥା ଭାରତୀୟ ବଂଶୋଦ୍ଭବଙ୍କୁ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପଢ଼ିବା ଲାଗି ସୁଯୋଗ ମିଳିବ। ନନ୍‌-ରେସିଡେଣ୍ଟ ଇଣ୍ଡିଆନ୍‌ (ଏନ୍‌ଆରଆଇ), ପର୍ସନ ଅଫ୍‌ ଇଣ୍ଡିଆନ୍‌ ଓରିଜି ନ୍‌(ପିଆଇଓ) ଓ ଓସିଆଇଙ୍କ ପାଇଁ ଦେଶର ଶ୍ରେଷ୍ଠ ବୈଷୟିକ ଶିକ୍ଷାନୁଷ୍ଠାନ ତଥା ଏନ୍‌ଆଇଆରଏଫ୍‌ ରୢାଙ୍କ ହାସଲ କରିଥିବା ଶିକ୍ଷାନୁଷ୍ଠାନ ଯଥା ଏନ୍‌ଆଇଟି, ଆଇଆଇଆଇଟି, କେନ୍ଦ୍ରୀୟ-ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି ବ୍ୟତୀତ)ରେ ୧୫% ସିଟ୍‌ ସଂରକ୍ଷିତ ରହିବ। ଏଥିପାଇଁ ଡାଇରେକ୍ଟ ଆଡମିସନ ଅଫ୍‌ ଷ୍ଟୁଡେଣ୍ଟ ଆବ୍ରଡ୍‌(ଦାସା)-୨୦୨୨-୨୩ ଯୋଜନା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଶୈଳବାଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ

ଭୁବ‌ନେଶ୍ବର : କଟକର ଶୈଳବାଳା ମହିଳା କଲେଜର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିଭିନ୍ନ ମହଲରେ ତୀବ୍ର ବିରୋଧ ହେଲା ପରେ ସରକାର ପଛକୁ ହଟିଛନ୍ତି। ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଲେଜ ପରିସରରେ ଥିବା ମଧୁସ୍ମୃତି କୋଠା, ଖେଳପଡ଼ିଆ ଓ ୪ ମହଲା ହଷ୍ଟେଲ୍‌କୁ ଅଧିଗ୍ରହଣ ପାଇଁ କରାଯାଇଥିବା ସଂକଳ୍ପପତ୍ର ଉପରେ ଏବେ ଆଉ କୌଣସି ପଦକ୍ଷେପ ନିଆଯିବ ନାହିଁ। ଆଜି ମୁଖ୍ୟମନ୍ତ୍ରୀଙ୍କ […]

ଅପରାଧ ରାଜ୍ୟ

ଚାଷ ଓ ଚାଷୀ ବିରୋଧରେ ଭୀଷଣ ଷଡ଼୍‌ଯନ୍ତ୍ର: ୧ଲକ୍ଷ ୩୫ହଜାର କୋଟିର ଲାଭ କିଏ ନେଲା

ଭୁବନେଶ୍ବର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ କହିଥିଲେ, ‘ଅନ୍ୟ ସବୁ କଥା ପଛରୁ ରହିପାରେ, କୃଷି ନୁହେଁ।’ ଓଡ଼ିଶାର ଗର୍ବ ଗୌରବର ପ୍ରତୀକ ମଧୁବାବୁ କୃଷି ଓ କୃଷି ଭିତ୍ତିକ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଦେଇ କହିଥିଲେ, ‘କୃଷି ହେଉଛି ଭୂମିର ସଂସ୍କୃତି ଓ ହସ୍ତର ସଂସ୍କୃତି େହଉଛି ଶିଳ୍ପ (କୁଟୀର ଶିଳ୍ପ)।’ କୌଟିଲ୍ୟ ଅର୍ଥଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷି ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ। କୃଷି ଉପଯୋଗୀ ଜମି […]

ଅପରାଧ ରାଜ୍ୟ

ବାଣୀବିହାରର ୮ ପାଠ୍ୟକ୍ରମରେ ତାଲା, ସେଲ୍ଫ ଫାଇନା‌ନ୍ସିଂ ପାଠ୍ୟକ୍ରମରେ ଲାଗିଲା କଟକଣା

ଭୁବନେଶ୍ବର : ‌ବିଶ୍ବବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଲା କଟକଣା। ବିଶ୍ବବିଦ୍ୟାଳୟଗୁଡ଼ିକର ମୋଟ ସିଟ୍‌ର ୨୦% ସିଟ୍‌ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଲାଗି ସଂରକ୍ଷିତ ରହିବ। ରାଜଭବନ ପକ୍ଷରୁ ଏପ୍ରିଲ ୧୨ରେ ଜାରି ବିଜ୍ଞପ୍ତିକୁ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟର ୩ଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦ‌କ୍ଷେପ ନେଇଛନ୍ତି। ୨୦୨୨-୨୩ ଶିକ୍ଷାବର୍ଷ ଲାଗି ଉତ୍କଳ ସମେତ ରେଭେନ୍ସା ଓ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିଡି) ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପାଖାପାଖି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସ୍କୁଲ ଲାଇବ୍ରେରି ବହି କିଣାରେ ରହୁନି ସ୍ବଚ୍ଛତା! ଟେଣ୍ଡର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରକାଶକ

ଭୁବନେଶ୍ବର : ସ୍କୁଲ ଲାଇବ୍ରେରିକୁ ବହି ଯୋଗାଣ ନେଇ ହୋଇଥିବା ଟେଣ୍ଡର୍‌ ପ୍ରକ୍ରିୟାକୁ ନେଇ ବିବାଦ ଦେଖାଦେଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ବହି କ୍ରୟ ନେଇ ଯେଉଁ ନିୟମ ନିର୍ଧାରଣ କରାଯାଇଛି, ତାହାକୁ ନେଇ କିଛି ପ୍ରକାଶକ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇଛନ୍ତି। ଟେଣ୍ଡର୍‌ ପ୍ରକ୍ରିୟାରେ ବହି କିଣିବା ଏବଂ ସର୍ବନିମ୍ନ ୧୮ଖଣ୍ଡ ପୁସ୍ତକର ନମୁନା କପି ଦାଖଲ କରିବାକୁ ବାଧ୍ୟତାମୂଳକ କରାଯିବା ନିଷ୍ପତ୍ତି ଅମୂଳକ। ଏହାଦ୍ବାରା ଓଡ଼ିଶାର […]

ଅପରାଧ ରାଜ୍ୟ

ଆନ୍ଧ୍ରର ପୁଣି ଦାଦାଗିରି: ଓଡ଼ିଶା‌ରେ ପଶି ବନ୍ଦକଲେ ‘ବସୁଧା’ ଯୋଜନା କାମ

ପଟାଙ୍ଗି : ଓଡ଼ିଶାର ସୀମାନ୍ତ ଅଞ୍ଚଳ ଦଖଲ ପାଇଁ ଏବେ ନାଲିଆଖି ଦେଖାଇବା ଆରମ୍ଭ କରିଛି ଆନ୍ଧ୍ର। ଓଡ଼ିଶା ସୀମାରେ ପଶି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଗୁଣ୍ଡାଙ୍କ ଭଳି ଆଚରଣ କରି ଧମକ ଦେବାକୁ ପଛାଇନାହିଁ। କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଓଡ଼ିଶାରେ ରାଜ୍ୟ ସରକାର କରୁଥିବା ପ୍ରକଳ୍ପକୁ ଚାପ ପ୍ରୟୋଗ କରି ବନ୍ଦ କରିଦେଇଛନ୍ତି। ସୂଚନା ଅନୁଯାୟୀ, ବିବାଦୀୟ କୋଟିଆର ନେରେଡିବାଲାସା ଗାଁରେ ପ୍ରତି ଘରକୁ ବିଶୁଦ୍ଧ […]

ଅପରାଧ ରାଜ୍ୟ

ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା: ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ସଂଗିନ ଅଭିଯୋଗ

ଭୁବନେଶ୍ୱର : ୧୮ବର୍ଷ ତଳର ନୟାଗଡ଼ ତପସ୍ୱିନୀ ପଟ୍ଟନାୟକ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ତପସ୍ବିନୀଙ୍କୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଜଘନ୍ୟ ଘଟଣାରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ନାଁ ଯୋଡ଼ିହେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡ଼ା। ତାଙ୍କ ନାମରେ ଏଭଳି ସଂଗିନ ମାମଲା ଯୋଡ଼ି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସାବିତ୍ରୀରେ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ କଲେଜ

ଭୁବନେଶ୍ବର : ମେ’ ୩୦ରେ ପାଳିତ ହେବାକୁ ଥିବା ସାବିତ୍ରୀ ଅମାବାସ୍ୟା ଲାଗି ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ/ବେସରକାରୀ ଡିଗ୍ରି କଲେଜ, ସମସ୍ତ ସରକାରୀ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି।

ଅପରାଧ ରାଜ୍ୟ

ହତ୍ୟା ନା ଆତ୍ମହତ୍ୟା, ଜାମୁ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ବରଗଡ଼ ୨୦।୦୫ : ବରଗଡ଼ ଜିଲ୍ଲା ଖେଦାପାଲି ରାସ୍ତା କଡ଼ ଜାମୁ ଗଛରୁ ଝୁଲନ୍ତା ମୃତଦେହ ଠାବ । ମୃତ ବ୍ୟକ୍ତି ଜଣକ ହେଲେ ବରଗଡ କଟାପାଲି ଗାଁ ର ରାମ ପ୍ରସାଦ ବେହେରା, ବୟସ ୪୫ ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାମ ପ୍ରସାଦ ଗୁରୁବାର ଠାରୁ ନିଖୋଜ ଥିବା ବେଳେ ସେନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ତାଙ୍କର ଝୁଲନ୍ତା ଅବସ୍ଥା ରେ ମୃତ […]

ଦେଶ ବିଦେଶ ମନୋରଞ୍ଜନ

କନିକାଙ୍କ ହାତରେ ଲାଗିଲା ଗୌତମଙ୍କ ନାମର ମେହେନ୍ଦୀ, ବିବାହ ପୂର୍ବରୁ ଝୁମିଲେ ଲଭବାର୍ଡ

ମୁମ୍ବାଇ ୨୦।୦୫ : ବର୍ତ୍ତମାନ ବଲିଉଡ୍‌ ହେଉ ବା ଟେଲି ଇଣ୍ଡଷ୍ଟ୍ରି ସବୁଠାରେ ଚାଲିଛି ବିବାହ ଋତୁ। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବି-ଟାଉନ୍‌ର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଖୁସି କହିଲେ ନସରେ। କନିକା ଆଜି ବିବାହ ବନ୍ଧନରେ ବାନ୍ଧି ହେବ। ନିକଟରେ ତାଙ୍କର ବିବାହର ପ୍ରିୱେଡିଂର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗତକାଲି ତାଙ୍କର ହଲଦିର କାର୍ଯ୍ୟକ୍ରମ ହୋଇଥିଲା। ଯାହାର ଫଟୋ ଖୁବ୍‌ ଭାଇରାଲ୍‌ […]