କୋରାପୁଟ ମେଡିକାଲରେ ଅନ୍ଧାରରେ ରୋଗୀ ସେବା
କୋରାପୁଟ: ବିଜୁଳି କଟିଗଲେ ଅନ୍ଧାରରେ ବୁଡି ଯାଉଛି ମେଡିକାଲ କଲେଜ। ରୋଗୀ, ସେମାନଙ୍କ ସଂପର୍କୀୟ ହନ୍ତସନ୍ତ ହେଉଛନ୍ତି। ଗରମ ସାଙ୍ଗକୁ ଭୟ ଓ ଆଶଙ୍କାରେ ସମୟ କାଟୁଛନ୍ତି। କିନ୍ତୁ ଏଥିନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ବି ସେମାନେ ଏହାକୁ ଗୁରୁତ୍ବ ଦେଉ ନାହାନ୍ତି। ବରଂ ଖାମଖିଆଲି ଭାବେ ଉତ୍ତର ଦେଉଛନ୍ତି, ଜେନେରେଟର ଖରାପ ହୋଇ ଯାଇଛି। ଆମେ କ’ଣ କରିବୁ। କୋରାପୁଟରେ ମେଡିକାଲ କଲେଜ ହେବା ପରେ ଉନ୍ନତ ସ୍ବାସ୍ଥ୍ୟସେବା ପାଇବାକୁ ଆଶା କରିଥିବା ଅବିଭକ୍ତ କୋରାପୁଟବାସୀ […]