ପ୍ରେମିକାର ବିବାହ ଭାଙ୍ଗିବାକୁ ଚାହୁଁଥିବା ପ୍ରେମିକ ଭାବି ସ୍ବାମୀଙ୍କୁ ଦେଖାଇଦେଲା ଆପତ୍ତିଜନକ ଫଟୋ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିଆରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ବିବାହ ଭାଙ୍ଗିବା ପାଇଁ ପ୍ରେମିକାଙ୍କ ବିବାହର କିଛି ସମୟ ପୂର୍ବରୁ ତାଙ୍କ ଭାବି ସ୍ବାମୀଙ୍କୁ ନେଇ ପ୍ରେମିକାଙ୍କ ଫଟୋ ଦେଖାଇଥିଲେ। ଭାବି ସ୍ବାମୀ ଜଣକ ଆପତ୍ତିଜନକ ଫଟୋଗୁଡ଼ିକୁ ଦେଖିବା ପରେ ବିବାହ ଭାଙ୍ଗି ଦେଇଥିଲେ। ସେଠାରେ ଆଉ ବିବାହ କରିବେ ନାହିଁ ବୋଲି କହି ବରଯାତ୍ରୀ ଧରି ଫେରି ଯାଇଥିଲେ। ସମସ୍ତେ ମିଶି ବରଙ୍କୁ ବୁଝାସୁଝା କରିବା ପରେ ବି […]