ଦାରିଦ୍ର୍ୟ ଓ ଅସହାୟତାର କରୁଣ ଚିତ୍ର: ସରକାର ହାତରେ ନାତୁଣୀଙ୍କୁ ଟେକିଦେଲେ ଜେଜେବାପା
ବରଗଡ଼: ଦିନ ଥିଲା ଦାରିଦ୍ର୍ୟ ପାଇଁ ଏଠି ପିଲାବିକ୍ରି ହେଉଥିଲା। ଅନାହାରରେ ଜୀବନ ଯାଉଥିଲା। ଆଜି ପ୍ରାୟତଃ ସେଭଳି ସ୍ଥିତି ନାହିଁ। ବଦଳିଛି ଓଡ଼ିଶାର ଚିତ୍ର। ଗାଁରୁ ସହର ସବୁଠି ବିକାଶ ଛୁଇଁଛି। ଏତେ ସବୁ ସୁବିଧାସୁଯୋଗ ସତ୍ତ୍ବେ ଜେଜେବାପା ନିଜ ନାତୁଣୀଙ୍କୁ ଇଚ୍ଛା ନଥିଲେ ବି ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ନିଜ ଦାରିଦ୍ର୍ୟ ଓ ଅସହାୟତା ଭିତରେ ନାତୁଣୀର ଭବିଷ୍ୟତ ପାଇଁ ସେ ଆଜି ଲାଳନପାଳନ କରି ଆସିଥିବା ନାତୁଣୀକୁ ନିଜଠାରୁ ଅଲଗା କରିବାକୁ […]









