‘୪୦୦ ପାର’ ସମ୍ଭବ କି? ତାମିଲନାଡ଼ୁ ଏବେ ବିଜେପିର ପ୍ରମୁଖ ରଣକ୍ଷେତ୍ର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ସ୍ଲୋଗାନ ଦେଇ ଆସୁଛନ୍ତି ‘ଅବ୍ କି ବାର, ଏନ୍ଡିଏ ସରକାର, ୪୦୦ ପାର…’। କିନ୍ତୁ ଏକ ସର୍ଭେରୁ ଜଣାପଡିଛି ଯେ ଯଦିଓ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମେଣ୍ଟ ବିପୁଳ ବିଜୟ ହାସଲ କରିବ, ତଥାପି ଏହା ୪୦୦ ଲକ୍ଷ୍ୟଠାରୁ କିଛି ଆସନ ପଛରେ ପଡ଼ିବା ସମ୍ଭାବନା ରହିଛି। ଟିଏନ୍-ଇଟିଜି ରିସର୍ଚ୍ଚ ସର୍ଭେ ଅନୁଯାୟୀ ଏନ୍ଡିଏକୁ ୩୫୮ରୁ ୩୯୮ଟି ଆସନ ମିଳିବାର ସମ୍ଭାବନା ଥିବା ବେଳେ ଇଣ୍ଡି-ମେଣ୍ଟକୁ ୧୧୦ରୁ […]









