ମିସନ୍ ୪୦୦: ସହଯୋଗୀ ଖୋଜୁଛି ବିଜେପି
ନୂଆଦିଲ୍ଲୀ: ଆସନ୍ତା େଲାକସଭା ନିର୍ବାଚନରେ ବିଜେପି ପାଇଁ ୩୭୦ ଆସନ ଟାର୍ଗେଟ୍ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହିତ ଏନ୍ଡିଏ ଲାଗି ୪୦୦ ଆସନର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ଲାଗି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ସହଯୋଗୀ ଦଳଗୁଡ଼ିକ ସହ ମେଣ୍ଟ ଚୂଡ଼ାନ୍ତ କରିବାରେ ବ୍ୟସ୍ତ ରହିଛି। ଅଧିକ ଦଳକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ରେ ସାମିଲ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନର ନେତୃତ୍ୱ […]









