ବେକାରଙ୍କୁ ଲୁଟୁଛନ୍ତି ସିକ୍ୟୁରିଟି ସଂସ୍ଥା: ଦେଉନାହାନ୍ତି ସର୍ବନିମ୍ନ ଦରମା, ଅଧିକାଂଶର ନାହିଁ ଲେବର ଲାଇସେନ୍ସ
ରାଉରକେଲା: ସରକାରଙ୍କ ନୀତିନିୟମ ପାଳନ କରୁନାହାନ୍ତି ଘରୋଇ ସିକ୍ୟୁରିଟି ସଂସ୍ଥା। ଗୋଟିଏ କି ଦୁଇଟି ସଂସ୍ଥାରେ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ମାଳ ମାଳ ସିକ୍ୟୁରିଟି ସଂସ୍ଥାଗୁଡ଼ିକ ଏମିତି ବେଆଇନ କାମ କରୁଛନ୍ତି। ଦୈନିକ ୮ ଘଣ୍ଟା କାମ କରିବାର ସରକାରୀ ନିୟମ ରହଛି। କିନ୍ତୁ ସିକ୍ୟୁରିଟି ସଂସ୍ଥାଗୁଡ଼ିକୁ ଦୈନିକ ୧୨ରୁ ୧୪ ଘଣ୍ଟା କାମ କରାଉଛନ୍ତି। ପାରିଶ୍ରମିକ ଦେଉଛନ୍ତି ମାତ୍ର ୮ ଘଣ୍ଟାର। ତା’ ପୁଣି ମାସିକ ୭ ରୁ ୮ ହଜାର ଟଙ୍କା। କିଛି ନିର୍ଦ୍ଦିଷ୍ଟ […]









