କୋଟିଆରେ ୮୦% ମତଦାନ ଲକ୍ଷ୍ୟରେ ଆନ୍ଧ୍ର: ଗୋଟିଏ ଦିନରେ ଦୁଇଟି ପୃଥକ୍ କାର୍ଯ୍ୟକ୍ରମ
କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ର ଅଧିକାରୀଙ୍କୁ ଘାରିଛି ମତଦାନ ହାର ଚିନ୍ତା। ଅତି କମ୍ରେ ୮୦ପ୍ରତିଶତ ମତଦାନର ଲକ୍ଷ୍ୟରେ ରହିଛନ୍ତି। ଯଦିଓ ଏହି ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ, ତଥାପି ଏବେଠାରୁ ଆରମ୍ଭ କରିଛନ୍ତି କସରତ। ଏଥିପାଇଁ ଆଜି ସୀମା ବିବାଦ ପାଇଁ ଚର୍ଚ୍ଚିତ କୋଟିଆରେ ଅନୁପ୍ରବେଶ କରିଛନ୍ତି। ଫାଟୁସିନେରୀରେ ସଚେତନତା ସଭାର ଆୟୋଜନ କରି ଭୋଟରଙ୍କୁ ପ୍ରଭାବିତ ଏବଂ ପ୍ରଲୋଭିତ କରିଛନ୍ତି। ସେହିପରି ଆଇସିଡିଏସ୍ ପକ୍ଷରୁ ମଧ୍ୟ ମହିଳାଙ୍କ ନିମନ୍ତେ କୋଟିଆରେ ପୃଥକ୍ କାର୍ଯ୍ୟକ୍ରମର […]









