ଅପରାଧ ରାଜ୍ୟ

ନୀଳକଣ୍ଠେଶ୍ଵର ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ପୂଜା ସରଞ୍ଜାମ ସହ ଲୁଟିନେଲେ ହୁଣ୍ଡି ଟଙ୍କା

ସାନଖେମୁଣ୍ଡି ୨୩।୮: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ଛକ ନିକଟରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଲୁଟ୍ କରିଛନ୍ତି ।ସକାଳୁ ସକାଳୁ ମନ୍ଦିରର ପୂଜାରୀ ମନ୍ଦିର ଖୋଲିବା ପାଇଁ ଆସି ଦେଖିଲା ବେଳକୁ ମନ୍ଦିରର ମୁଖ୍ୟ ତାଲା ଭଙ୍ଗାଯିବା ସହ ଦାନ ହୁଣ୍ଡି ୨ଟି ଭାଙ୍ଗି ଦେଇଛନ୍ତି । ଏହାସହ ଦୁଇଟି ଷ୍ଟୋର ରୁମ୍‌ର ତାଲା ଭାଙ୍ଗି ମନ୍ଦିରରେ ବ୍ୟବହାର ହେଉଥିବା ପିତ୍ତଳ ବାଲଟି, […]

ଦେଶ ବିଦେଶ ମନୋରଞ୍ଜନ

ବାଣୀ କପୁରଙ୍କ ଅଡିସନର କାହାଣୀ: ବନ୍ଦ କୋଠରୀରେ ନୁହେଁ, ଲୋକଙ୍କ ଭିଡ଼ରେ କରିବାକୁ ପଡିଥିଲା ଅଭିନୟ

ମୁମ୍ୱାଇ ୨୩/୦୮: ବଲିଉଡ ଅଭିନେତ୍ରୀ ବାଣୀ କପୁର ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀଙ୍କ କ୍ୟାରିୟରର ଯାତ୍ରା ଏପର୍ଯ୍ୟନ୍ତ ବହୁତ ଆକର୍ଷଣୀୟ ହୋଇଛି । ବାଣୀ କପୁର ଟୁରିଜିମ୍ ପାଠ ପଢିବା ପରେ ଅଭିନୟ ଜଗତରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଜଣେ ମଡେଲ୍ ଭାବରେ ଆରମ୍ଭ କରିଥିଲେ । ପରେ ଧୀରେ ଧୀରେ ଅଭିନୟ ଜଗତରେ ତାଙ୍କର ଉପସ୍ଥିତି ଅନୁଭବ କଲେ । ଅଦ୍ଭୁତ ଥିଲା ବାଣୀଙ୍କ ଅଡିସନ: […]

ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ବିଗ୍ ବିଙ୍କ ମୁହଁରେ ଓଡ଼ିଆ ଫିଲ୍ମ ପ୍ରଶଂସା, ଟ୍ୱିଟରରେ ଅଭିନେତ୍ରୀ ଓ ଟିମ୍‌କୁ ଦେଲେ ଶୁଭେଚ୍ଛା

ମୁମ୍ୱାଇ ୨୩/୦୮: ଅମିତାଭଙ୍କ ଟ୍ବିଟରେ ଓଡ଼ିଆ ଫିଲ୍ମର କଥା। ବଲିଉଡ଼ ସେହେନ୍ ଶାହ ଅମିତାଭ ବଚନ ଟ୍ୱିଟ କରି ଓଡ଼ିଆ ଫିଲ୍ମ ତୁ ମୋର ଓକେକୁ ଶୁଭେଚ୍ଛା ଜଣାଇଛନ୍ତି। ସିଦ୍ଧାର୍ଥ ମ୍ୟୁଜିକ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ତୁ ମୋର ଓକେ ଟିମ୍ ଏବଂ ଶୀତଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅମିତାଭ ବଚନ। ବଡ଼ କଥା ହେଉଛି ଅମିତାଭ ଏମିତି ଏକ ସମୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ […]

ଦେଶ ବିଦେଶ ମନୋରଞ୍ଜନ

କପିଲଙ୍କ ସହ ବିବାଦ ନା ଫି କମ୍, କାହିଁକି କପିଲ ଶର୍ମା ଶୋ ଛାଡିଲେ ଏହି ଅଭିନେତା

ମୁମ୍ୱାଇ ୨୩/୦୮: ଦି କପିଲ ଶର୍ମା ଶୋ’ ଛାଡିଲେ ଅଭିନେତା କୃଷ୍ଣା ଅଭିଷେକ । ତେବେ ଶୋ ଛାଡିବା ପଛରେ ରହିଛି ଅନେକ କାରଣ । ଶୁଣିବାକୁ ମିଳିଛି ଖବର ଅଛି ଯେ କପିଲ ଶର୍ମା ସୋ ସେପ୍ଟେମ୍ବରରୁ ଟିଭି ପରଦାରେ ପୁଣିଥରେ କମ୍‌ବ୍ୟାକ୍ କରିବାକୁ ଯାଉଛି । ପ୍ରଶଂସକମାନେ ପୁଣିଥରେ ହସର ଦୁଇଗୁଣ ମଜା ପାଇବେ । କିନ୍ତୁ ଯେତେବେଳେ ସୋ ବନ୍ଦ ହୋଇଥିଲା ସେତେବେଳେ ଦର୍ଶକଙ୍କ ମଧ୍ୟରେ କିଛି ନିରାଶା ଦେଖାଦେଇଥିଲା । ସୋକୁ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କ୍ୟାନସର୍ ପୀଡିତ ଶିଶୁକୁ ଖାସ୍ ଉପହାର ଦେଲେ ସାମସନ୍, ନେଟିଜେନ୍ସ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ, ୨୩|୦୮: ଭାରତ କେଏଲ ରାହୁଲଙ୍କ ନେତୃତ୍ୱରେ ଜିମ୍ବାଓ୍ୱେକୁ ଦିନିକିଆ ସିରିଜରେ ୩-୦ରେ ପରାସ୍ତ କରିଛି । ଏହାମଧ୍ୟରେ ଭାରତୀୟ ଓ୍ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ନିଜର ଏକ କାମ ପାଇଁ ସମସ୍ତଙ୍କ ହୃଦୟ ଜିତିଛନ୍ତି । ରିପୋର୍ଟ ଅନୁସାରେ, ସିରିଜର ଦ୍ୱିତୀୟ ଦିନିକିଆକୁ ଜିମ୍ବାଓ୍ୱେ କ୍ରିକେଟ୍ ବୋର୍ଡ କ୍ୟାନସର ପୀଡିତଙ୍କ ପାଇଁ ସମର୍ପିତ କରିଥିଲା । ଜିମ୍ବାଓ୍ୱେ ବୋର୍ଡ କହିଥିଲା ଯେ, ସେ କିଡଜ୍ କ୍ୟାନ୍ ଜିମ୍ବାଓ୍ୱେକୁ ସମର୍ଥନ କରୁଛି । ଏହି ପରିପ୍ରେକ୍ଷୀରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୮୫୮୬ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୩|୦୮: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୮ ହଜାର ଉପରେ ରହିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୩।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୭ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୫୪୭୦କୁ ବୃଦ୍ଧି ପାଇଛି । ଏନେଇ […]

ଅପରାଧ ରାଜ୍ୟ

ସାମ୍ବାଦିକ କରାଇ ଦେବାକୁ କହି ଗଣଦୁଷ୍କର୍ମ: ରାସ୍ତାରେ ପୀଡ଼ିତା-ଅଭିଯୁକ୍ତ ମାଡ଼ପିଟ୍‌

କଟକ : ଜଣେ ବିବାହିତା ମହିଳାଙ୍କୁ ସାମ୍ବାଦିକ କରାଇ ଦେବାର ଲୋଭ ଦେଖାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଦେଖାଇ ମହିଳାଙ୍କ ଟଙ୍କା ଓ ସୁନା ଲୁଟ୍‌ କରିଛନ୍ତି। ଏହି ଘଟଣାରେ ଅତିଷ୍ଠ ହୋଇ ପୀଡ଼ିତା ରାସ୍ତା ମଝିରେ ଅଭିଯୁକ୍ତଙ୍କୁ ପିଟିଛନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି। କଟକ ସିଡିଏମଓ ଅଫିସ ସାମନାରେ ସୋମବାର ଦିନ ଏଭଳି ଘଟଣା ଘଟିଥିବା ବେଳେ ଏଭଳି ଘଟଣାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ […]

ଅପରାଧ ରାଜ୍ୟ

କାକଟପୁର ଅଞ୍ଚଳରୁ ସାଢେ ୧୧ଲକ୍ଷ ଟଙ୍କାର ଧଳାଜହର ଜବତ, ଜଣେ ଅଭିଯୁକ୍ତ ଗିରଫ

ପୁରୀ ୨୩।୮: ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୧୧ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ କାକଟପୁର ଥାନା ଅଧୀନ ବାଉରି ପୋଖରୀ ଗ୍ରାମର ଉପେନ୍ଦ୍ର ଦାସ । ଉଲ୍ଲେଖଯୋଗ୍ୟ ଯେ, ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ବରେ ଏକ ଟିମ୍ କାକଟପୁର ଥାନା ଅଧୀନ ବାଉରି […]

ଅପରାଧ ରାଜ୍ୟ

ଶ୍ୱେତା ମୃତ୍ୟୁ ସସ୍‌ପେନ୍ସ, ସାମ୍ନାକୁ ଆସିଲା ଉଭୟଙ୍କର ଗାଳିଭରା ଅଡିଓ…

ଭୁବନେଶ୍ୱର ୨୩।୦୮: ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ବୟଫ୍ରେଣ୍ଡ ସୌମ୍ୟଜିତଙ୍କ କାର୍ଯ୍ୟ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିବା ଶ୍ବେତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ସେପଟେ ଏକ ଫୋନ ବାର୍ତ୍ତାଳୟ ସାମ୍ନାକୁ ଆସିଛି। ଏହି ଫୋନ ବାର୍ତ୍ତାଳପ ଶ୍ବେତା ଏବଂ ସୌମ୍ୟଜିତଙ୍କ ମଧ୍ୟରେ ହୋଇଥିବା କୁହାଯାଉଛି। ଏଥିରେ ସୌମ୍ୟଜିତ ଶ୍ବେତାଙ୍କୁ ଅତି ଅଶ୍ରାବ୍ୟ ଭାଷାରେ ଗାଳି କରୁଥିବା ବେଳେ […]