ରାଜ୍ୟ ରାଶିଫଳ

ଅଗଷ୍ଟ ୨୪ ତାରିଖ, ବୁଧବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ପରିବାର ଓ କର୍ମକ୍ଷେତ୍ରର ଅସଜଡା କାମକୁ ଆଜି ହିଁ ସଜାଡି ନେବା ପାଇଁ ଚେଷ୍ଟା କରିବେ। ଅର୍ଥ ସଂଗ୍ରହରେ ତତ୍ପରତା ପ୍ରକାଶ କରି ସଫଳତା ପାଇପାରନ୍ତି। ଶୁଭ ରଙ୍ଗ:~ ଧୂସର, ଶୁଭ ଅଙ୍କ:~ ୫ ଚାଷୀ- ଜଳ ସଞ୍ଚୟ କରନ୍ତୁ। ରୋଗୀ- ଚକ୍ଷୁ ପୀଡା ହେବ। ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ। କର୍ମଜୀବି- ଉନ୍ନତିର ମାର୍ଗ ମିଳିବ। ବ୍ୟବସାୟୀ- ହାତକୁ […]

ଅପରାଧ ରାଜ୍ୟ

ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର, ପୂର୍ବଶତ୍ରୁତାରୁ ହୋଇଥିଲେ ଅପହରଣ !

ବରଗଡ଼ ୨୩।୦୮ : ହାତଗୋଡ଼ ବନ୍ଧା ଅବସ୍ଥାରେ ନାବାଳିକା ଉଦ୍ଧାର। ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଏଭଳି ଘଟଣା ଘଟିଛି। ପୀଡ଼ିତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନାବାଳିକାଙ୍କୁ କେହି ଅପହରଣ କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ପୀଡ଼ିତାଙ୍କ ପରିବାର ଗାଇସିଲେଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ ଜଣଙ୍କୁ ଗିରଫ କରି ପଚରାଉଚୁରା କରୁଛି। ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା […]

ଅପରାଧ ରାଜ୍ୟ

ବିବାଦରୁ ସର୍ବନାଶ, ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ପାଟଣାଗଡ଼ ୨୩।୦୮: ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଦେବିରି ପାଲିଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳ ୯ଟାରୁ ୧୦ ମଧ୍ୟରେ ପାଲିଗାଁର ଭକ୍ତ ନାୟକ ଓ ତାଙ୍କ ସ୍ତ୍ରୀ ଯଶୋଦା ନାୟକ ବିଲକୁ କାମ କରିବାକୁ ଆସିଥିଲେ । ସେଠାରେ କୌଣସି କଥାକୁ […]

ଅପରାଧ ରାଜ୍ୟ

ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିଶ୍ଚିନ୍ତକୋଇଲି ୨୩।୮: ଦୋକାନ ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୋକାନ ବାହାରେ ଥିବା ଏକ ଛାତ ରଡରେ ବେକରେ ଗାମୁଛା ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଏକ ଲୁଗା ଦୋକାନ କରିଥିଲେ ମାହାଙ୍ଗା ଥାନା ଭଉଁରୀଆ ପଂଚାୟତ ଓସ୍ତପୁର ଗାଁର ବିପିନି ବିହାରୀ ମଲ୍ଲ ଓରଫ ନନିଆ । ନିଶ୍ଚିନ୍ତକୋଇଲି ବଜାରରେ […]

ଅପରାଧ ରାଜ୍ୟ

ଧରାପଡିଲେ ୩ ବାଇକ୍ ଚୋର, ୨ଟି ଚୋରା ବାଇକ୍ ଉଦ୍ଧାର

ବଡବିଲ ୨୩।୮: ବଡ଼ବିଲ ପୋଲିସ ହାତରେ ଧରାପଡିଲେ ବାଇକ୍ ଚୋର । ୩ ଜଣ ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ୍ ଉଦ୍ଧାର କରିଛି ବଡବିଲ ପୋଲିସ । ଗିରଫ ୩ ଜଣ ହେଲେ ଭଞ୍ଜ କଲୋନୀର ଓମ୍ ମହାକୁଡ଼, ପ୍ରଦୀପ ମହାନ୍ତ ଓ ଆଶିଷ କୁଲୁ । ପିଏଚଡି, କାଳନ୍ଦୀ ସାହିରୁ ଗୋଟିଏ ଏବଂ କାରାଖେଣ୍ଡରା ଅଞ୍ଚଳରୁ ଗୋଟିଏ ବାଇକ୍ ଚୋରି ହୋଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା […]

ଅପରାଧ ରାଜ୍ୟ

ମାମୁଁଙ୍କ ସହିତ ବାଇକ୍‌ରେ କଲେଜ ଆସୁଥିଲେ, ହେଲେ ଅଧାରହିଗଲା ପାଠପଢା

ବ୍ରହ୍ମଗିରି ୨୩।୦୮: ଟ୍ରକ ଚାପାରେ ଛାତ୍ରଙ୍କ ମୃତ୍ୟୁ । ମୃତକ ଗଜପତି ଜିଲ୍ଲା ଅବାସିଂ ଗାଁରୁ ଅଜୁ ଭୂୟାଁ ବୋଲି ଜଣାପଡିଛି । ମାମୁଁଙ୍କ ସହ ବାଇକରେ ଅଜୁ ଗଜପତିରୁ ପୁରୀ ଆସିଥିଲେ । ଖବର ଅନୁଯାୟୀ, ଅଜୁ ପୁରୀ ଏସ୍‌ସିଏସ୍‌ କଲେଜକୁ ନିଜ ମାମୁଁଙ୍କ ସହିତ ବାଇକ ଯୋଗେ ଗଜପତିରୁ ଆସୁଥିଲେ । ହେଲ ବ୍ରହ୍ମଗିରି ବଜାରରେ ଏକ ଦଶଚକିଆ ଟ୍ରକ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ତଳେ ପଡିଯାଇଥିଲେ । […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦମ୍‌ଦାର ବିଜୟ ପରେ ସେଲିବ୍ରେସନ ମୁଡରେ ଖେଳାଳୀ, ‘କାଲା ଚଷମା’ ଗୀତରେ ଲଗାଇଲେ ଠୁମକା, ଭିଡିଓ ଭାଇରାଲ…

ନୂଆଦିଲ୍ଲୀ ୨୩/୦୮: ଭାରତୀୟ କ୍ରିକେଟ୍ ଦଳ ଜିମ୍ବାୱେକୁ ନିଜ ଘରୋଇ ମାଟିରେ ପରାସ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜକୁ ୩-୦ରେ କ୍ଲିନ ସ୍ୱିପ୍ କରି କବଜା କରି ନେଇଛି ଟିମ୍ ଇଣ୍ଡିଆ । ତୃତୀୟ ମ୍ୟାଚର ହିରୋ ଏବଂ ପୁରା ସିରିଜର ଓପନର୍ ଶୁବମାନ ଗିଲ ହୋଇଛନ୍ତି । ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ଭାବେ ପୁରସ୍କୃତ କରାଯାଇଛି । ସିରିଜ୍ ମୂଳପୋଛ କରିବା ପରେ ଟିମ୍ ଇଣ୍ଡିଆ […]

ଅପରାଧ ରାଜ୍ୟ

ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା, ଆଖିବୁଜିଲେ ରାଜୁ

ଭୁବନେଶ୍ୱର ୨୩।୦୮: ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀରେ ବୋମାମାଡ ଘଟଣା । ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ରାଜୁ ସାହୁ । ସେପଟେ ବୋମାମାଡ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ । ଖବର ଅନୁଯାୟୀ, ଜନ୍ମାଷ୍ମମୀ ରାତିରେ ଗଣ୍ଡଗୋଳକୁ ନେଇ ବୋମାମାଡ ହୋଇଥିଲା । ଯେଉଁଥିରେ କି ଏକାଧିକ ଯୁବକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଗୁରୁତର ରାଜୁ ସାହୁଙ୍କ ମୃତ୍ୟୁ ହୋଇଛି । ସେପଟେ ବୋମାମାଡ଼ କରିଥିବା […]

ଦେଶ ବିଦେଶ ମନୋରଞ୍ଜନ

ସଲମାନଙ୍କ ଫିଲ୍ମରେ ଗୀତ ଗାଇ ବଲିଉଡରେ ଆରମ୍ଭ କରିଥିଲେ କ୍ୟାରିୟର , ତାଙ୍କ ଗୀତ ଶୁଣି କାନ୍ଦିଥିଲେ ଭନସାଲୀ

ମୁମ୍ୱାଇ ୨୩/୦୮: ବଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀଙ୍କ ମଧ୍ୟରୁ କୃଷ୍ଣକୁମାର କୁନ୍ନାଥ ଓରଫ କେ.କେ ଅନ୍ୟତମ । ଆଜି ଯଦି ସେ ଦୁନିଆରେ ଜୀବିତ ଥାନ୍ତେ, ତେବେ ତାଙ୍କୁ ୫୪ବର୍ଷ ହୋଇଥାନ୍ତା । ଗାୟକ କେ.କେଙ୍କ ଆଜି ଜନ୍ମ ବାର୍ଷିକୀ । ପ୍ରଥମ ଥର ପାଇଁ କେ.କେ ତାଙ୍କ ଜନ୍ମଦିନରେ ଏହି ଦୁନିଆରେ ନାହାଁନ୍ତି । ଏହି ଦିନଟି ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଉଭୟ ସ୍ମୃତି ଏବଂ ଦୁଃଖରେ ପରିପୂର୍ଣ୍ଣ । ଏଭଳି ପରିସ୍ଥିତିରେ, ଆଜିର […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଛୁଟି ତାଲିକାରୁ ବାଦ ପଡ଼ୁଛି ନୂଆଁଖାଇ

ଭୁବନେଶ୍ବର : ଅନ୍ନ ପୂଜା ସହିତ ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧୁଥିବା ବନ୍ଧନ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଏହି ଦିନରେ ନିଜ ଘରକୁ ନିଶ୍ଚିତ ଯାଆନ୍ତି। ଆରାଧ୍ୟ ଦେବୀଙ୍କୁ ନୂଆ ଧାନ ଅର୍ପଣ ପରେ ଯୌଥ ପରିବାରରେ ସମସ୍ତେ ଏକାଠି ନବାନ୍ନ ଗ୍ରହଣ କରନ୍ତି। ପଶ୍ଚିମ ଓଡ଼ିଶାର ଅନେକ ପରିବାର ଏକାସହିତ ୧୫୦ରୁ ୨୦୦ ଜଣ ନୂଆ ଖାଉଥିବା ଦେଖାଯାଏ। ପୂର୍ବରୁ ଏହି ପର୍ବର କୌଣସି ନିର୍ଦିଷ୍ଟ […]