ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏସିଆ କପ୍ ପୂର୍ବରୁ ପରସ୍ପରକୁ ଭେଟିଲେ କୋହଲି-ବାବର, ଫ୍ୟାନ୍ସ କହିଲେ ଏମିତି

ନୂଆଦିଲ୍ଲୀ, ୨୫|୦୮: ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଏହାର ପରଦିନ ଅର୍ଥାତ ୨୮ ତାରିଖରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ । ଯେଉଁ ମ୍ୟାଚ୍ ପାଇଁ ଫ୍ୟାନ୍ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି ଓ ପାକ୍ ଅଧିନାୟକ ବାବର ଆଜମ ଭେଟିଛନ୍ତି । ଟ୍ରେନିଂ ସେସନ୍ ବେଳେ ଉଭୟ ପରସ୍ପର ସହ ଆଲୋଚନା କରିଥିଲେ […]

ଅପରାଧ ରାଜ୍ୟ

ଚୋରି କରିବାକୁ ଆସି ଧରାପଡିଗଲେ, ନିର୍ଦ୍ଧୁମ ଛେଚିଲେ ଲୋକେ

ଜୟପୁର ୨୫।୮: ଚୋରି କରିବାକୁ ଆସିଥିଲା । ହେଲେ ବେଳା ଖରାପ ପଡିଲା । ଭାଗ୍ୟ ସାଥ୍ ଦେଲାନି। ଲୋକଙ୍କ ହାତରେ ଧରା ପଡିବା ପରେ ଉତ୍ତମ ମଧ୍ୟମ ଖାଇଲା। ଆଉ ଶେଷରେ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ। ଏମିତି ଘଟଣା ଘଟିଛି ଜୟପୁର ପାଓ୍ବାର ହାଉସ୍ କଲୋନୀରେ। ସୂଚନାଯୋଗ୍ୟ ଯେ, ବୁଧବାର ରାତି ସାଢେ ୧୦ଟାରେ ୩ଜଣ ଚୋର ଲୁହା ରଡ୍ ଚୋରି କରିବାକୁ ଆସିଥିଲେ । ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକେ […]

ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘କୋହଲି ମେସିନ୍, ଭୋକ ଏବେବି କମିନି’- ରବି ଶାସ୍ତ୍ରୀ

ନୂଆଦିଲ୍ଲୀ, ୨୫|୦୮: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ବଡ ସ୍କୋର କରିବାରେ ଲଗାତର ବିଫଳ ହେଉଛନ୍ତି । କୋହଲି ଅଢେଇ ବର୍ଷ ହେବ ଶତକ ଲଗାଇ ନାହାଁନ୍ତି । କିନ୍ତୁ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କୋହଲିଙ୍କ ଉପରେ ପୁରା ଭରସା ରଖିଛନ୍ତି । କୋହଲି ନିକଟରେ ଏକ ମାସର ବ୍ରେକ୍ ନେଇଥିଲେ । ଫଳରେ ସେ ବଡ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ […]

ଦେଶ ବିଦେଶ ମନୋରଞ୍ଜନ

ୱେବ୍‌ ଥିଏଟରରେ ବ୍ୟସ୍ତ ସୈୟାମି, ଏହି ଫିଲ୍ମରେ ଆସିବେ ନଜର

ମୁମ୍ଵାଇ ୨୫।୦୮: ଚଳିତ ବର୍ଷ ଫେବ୍ରୁଆରୀରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା, ଆର୍‌ ବାଲ୍‌କୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଘୂମର୍‌’ରେ ନଜର ଆସିବେ ସୈୟାମି ଖେର । ଫିଲ୍ମରେ ତାଙ୍କ କ୍ରିକେଟ୍‌ କୋଚ୍‌ ଭୂମିକାରେ ଅଭିନୟ କରିବେ ଅଭିଷେକ ବଚ୍ଚନ । ଅଭିଷେକ ଓ ସୈୟାମି ୨ୟ ଥର ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ୱେବ୍‌ ସିରିଜ୍‌ ‘ବ୍ରିଦ୍‌’ର ସିଜନ୍‌୨ରେ ଉଭୟ ନଜର ଆସିଥିଲେ । ତେବେ କେବଳ ‘ଘୂମର୍‌’ ନୁହେଁ, ସୈୟାମିଙ୍କ ହାତରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦୭୨୫ କରୋନା ପଜିଟିଭ୍

ନୂଆଦିଲ୍ଲୀ, ୨୫|୦୮: କମିଲା କରୋନା ଗ୍ରାଫ୍। ଦେଶରେ ମାମଲା ସାମୟିକ ବଢିବା ପରେ ପୁଣି କମିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ କମିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୦ ହଜାର ଉପରେ ରହିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

ଅପରାଧ ଦେଶ ବିଦେଶ

ଗିରଫ ହେଲେ ହେମନ୍ତ ସୋରେନଙ୍କ ଘନିଷ୍ଠ ପ୍ରେମ୍ ପ୍ରକାଶ : ଘରୁ ମିଳିଥିଲା ଏକେ-୪୭ ରାଇଫଲ

ନୂଆଦିଲ୍ଲୀ, ୨୫|୦୮: ଝାଡଖଣ୍ଡରେ ବେଆଇନ ଖନନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରେମପ୍ରକାଶଙ୍କୁ ଗିରଫ କରିଛି । ଇଡି ମନିଲଣ୍ଡରି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଏହାପୂର୍ବରୁ ବୁଧବାର ତାଙ୍କ ଘରେ ରେଡ୍ ହୋଇଥିଲା । ଯେଉଁଥିରେ ଦୁଇଟି ଏକେ-୪୭ ରାଇଫଲ୍ ଜବତ କରାଯାଇଥିଲା । ତେବେ ପ୍ରେମଙ୍କୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘନିଷ୍ଠ ବୋଲି କୁହାଯାଏ । କଣ ପୁରା ଘଟଣା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ଅବୈଧ ଖନନ ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାର […]

ଅପରାଧ ରାଜ୍ୟ

ମୋବାଇଲ କିଣିବା ପାଇଁ ଟଙ୍କା ମାଗିଲା ପୁଅ, ମାଆ ନଦେବାରୁ କୀଟନାଶକ ପିଇ ହାରିଦେଲା ଜୀବନ

ପାଟଣା ୨୫।୦୮: ମୋବାଇଲ କିଣିବା ପାଇଁ ଟଙ୍କା ଦେଲାନି ମାଆ । ଯାହାଫଳରେ କୀଟନାଶକ ପିଇ ଜୀବନ ହାରିଲା ପୁଅ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମହୁଲଡ଼ିହା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ସେହି ଗାଁରେ ବିଶ୍ଵାମିତ୍ର ନାଏକ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମହୁଲଡ଼ିହା ଗାଁର ବିଶ୍ଵାମିତ୍ର ନାଏକ ମୋବାଇଲ କିଣିବା ପାଇଁ ମାଙ୍କୁ ୨ ହଜାର ଟଙ୍କା ମାଗିଥିଲେ। ମା ଟଙ୍କା ନଦେବାରୁ ବିଶ୍ଵାମିତ୍ର କୀଟନାଶକ ପିଇ […]

ରାଜ୍ୟ ରାଶିଫଳ

ଅଗଷ୍ଟ ୨୫ ତାରିଖ, ଗୁରୁବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~ ଆଜିର କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ସଙ୍ଗୀତ, ଆଲୋଚନା, ଧର୍ମଚର୍ଚ୍ଚାରେ ସୁନାମ ଅର୍ଜନ କରିବେ। ବନ୍ଧୁ ସହାୟତାରୁ ଉପକୃତ ହେବେ। ସ୍ୱଚ୍ଛ ଆୟର ସୂଚନା ମିଳୁଛି। ଶୁଭ ରଙ୍ଗ:~ କଫି, ଶୁଭ ଅଙ୍କ:~ ୩ ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ। ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ। ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ। କର୍ମଜୀବି- ଉନ୍ନତିର ମାର୍ଗ ମିଳିବ। ବ୍ୟବସାୟୀ- […]

ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାନହାନୀ ମକଦ୍ଦମା ରୁଜୁ କଲେ ପ୍ରକୃତି, ୫ କୋଟି ୧୦ ଲକ୍ଷ ଟଙ୍କାର କଲେ କେସ୍‌

ଭୁବନେଶ୍ୱର ୨୪।୦୮: ପ୍ରକୃତି-ବାବୁସାନ୍‌-ତୃପ୍ତି ବିବାଦ ମାମଲା । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର କୋର୍ଟରେ ମାମଲା ଦାୟର କଲେ ପ୍ରକୃତି ମିଶ୍ର । ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ମଙ୍ଗଳବାର ହାଇକୋର୍ଟରେ ମାମଲା ଦାୟର କରିବା ପରେ ଏବେ (ବୁଧବାର ) ଦିନ ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା ମାମଲା ଦାୟର କରିଛନ୍ତି ପ୍ରକୃତି […]

ଅପରାଧ ରାଜ୍ୟ ସ୍ୱାସ୍ଥ୍ୟ

ଛାତ୍ରୀ ନିବାସରେ ୪୦ରୁ ଅଧିକ ଛାତ୍ରୀ ଅସୁସ୍ଥ, ନିମ୍ନମାନର ଖାଦ୍ୟ ଯୋଗୁଁ ଅସୁସ୍ଥ ହୋଇଥିବା ଅଭିଯୋଗ

ତେଲକୋଇ ୨୪।୮: ହଷ୍ଟେଲ ଖାଦ୍ୟ ଖାଇ ୪୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ଗାଁରେ । ସୂଚନାଯୋଗ୍ୟ ଯେ, ରାଇସୁଆଁ ଗାଁରେ ଥିବା ଆଶ୍ରମ ସ୍କୁଲରେ ମଙ୍ଗଳବାର ସକାଳୁ ଛାତ୍ରୀଙ୍କୁ ସୁଜି ଦିଆଯାଇଥିବା ବେଳେ ୧୦ ବେଳକୁ ଭାତ ସୋୟାବିନ, ଡାଲି ଦିଆଯାଇଥିବା ବେଳେ ସନ୍ଧ୍ୟା ବେଳେ ପଖାଳକୁ ଭଜା ଦିଆଯାଇଛି । ତାପରେ […]