ଅପରାଧ ରାଜ୍ୟ

ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣରେ ନକଲି ମଦ ଜବତ

ବ୍ରହ୍ମପୁର ୦୯/୦୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ନକଲି ବିଦେଶୀ ମଦ ଜବତ । ବେଆଇନ୍ ମଦ ପ୍ରସ୍ତୁତ ୟୁନିଟ୍ ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ନକଲି ମଦ ଜବତ କରିଛି । ଗତ କିଛି ଦିନ ହେଲା ଏଠାରେ ଏଭଳି ମଦ ପ୍ରସ୍ତୁତ କରି ବ୍ୟବସାୟୀ ଚଲାଉ ଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଛି । ଘଟଣାର ଅଧିକ ଖୋଳତାଡ କରୁଛି ଅବକାରୀ ବିଭାଗ । ସୂଚନା […]

ଅପରାଧ ରାଜ୍ୟ

ମାତିଛନ୍ତି ଚୋର, ଦଣ୍ଡକାଳୀ ମନ୍ଦିରରେ ବୁଲାଇଲେ କଳାକନା

ସାନଖେମୁଣ୍ଡି ୦୯/୦୯: ପୋଲିସର ନିଦ ହଜାଇଲେଣି ଚୋର ଗ୍ୟାଙ୍ଗ । ପୂର୍ବରୁ ଘର ଏବେ ମନ୍ଦିର, ଅର୍ଥାତ ମନ୍ଦିର ଉପରେ ପଡିଛି ଚୋରଙ୍କ ଲୋଲୁପ ଦୃଷ୍ଟି । ପ୍ରତିଦିନ ଗଂଜାମ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଚୋରି ହେବାର ଖବର ସାମ୍ନା କୁ ଆସୁଛି।ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ମା’ ଦଣ୍ଡ କାଳୀ ମନ୍ଦିରରୁ କିଛି ଦୁର୍ବୁତ୍ତ ଲୁଟ କରି ଚମ୍ପଟ ମାରିଥିବା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ […]

ଅପରାଧ ରାଜ୍ୟ

ବାରିପଦା ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ : ସକାଳେ ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଲେ, ରାତିରେ ଦୋକାନୀଙ୍କଠୁ ଲୁଟିଲେ ସୁନାଗହଣା

ବାରିପଦା, ୦୯|୦୯: ସକାଳେ ସୁନା ଚେନ୍ ଝାମ୍ପିଲେ । ରାତିରେ ଦୋକାନୀଙ୍କୁ ଲୁଟିଲେ । ବାରିପଦା ପୋଲିସକୁ ଛିନତାଇ ଗ୍ୟାଙ୍ଗ୍‌ର ଖୋଲା ଚ୍ୟାଲେଞ୍ଜ୍। ଗୁରୁବାର ସକାଳେ ବାରିପଦା ସଦର ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଘଟଣା ପରେ ଏବେ ରାତିରେ ଟାଉନ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଆଉ ଏକ ଲୁଟ୍ ହୋଇଛି। ରାତି ୯ଟା ୩୦ ସମୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ଦୁର୍ବୃତ୍ତ ଟଙ୍କା […]

ରାଜ୍ୟ ରାଶିଫଳ

ସେପ୍ଟେମ୍ବର ୦୯ ତାରିଖ, ଶୁକ୍ରବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ:~ ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ। ଆନୁଷ୍ଠାନିକ ସୁବିଧାସୁଯୋଗ ପାଇ କାମ ହାସଲ କଲେ ମଧ୍ୟ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅନ୍ୟମାନଙ୍କ ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବାକୁ ପଡିପାରେ। ଶୁଭ ରଙ୍ଗ:~ ସବୁଜ, ଶୁଭ ଅଙ୍କ:~ ୪ ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ। ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀ- ବିଜ୍ଞ ହେବେ। କର୍ମଜୀବି- […]

ଅପରାଧ ରାଜ୍ୟ

ସାଇବର ଠକ ଫାଶରେ ଫସିଲେ ବାୟୁସେନା ଡାକ୍ତର: ବିଦ୍ୟୁତ୍‌ ବିଲ୍‌ ନାଁରେ ହରାଇଲେ ଦେଢ଼ ଲକ୍ଷ

ଭୁବନେଶ୍ବର : ସାଇବର ଠକମାନେ ବିଦ୍ୟୁତ୍ ବିଲ୍‌ ବକେୟା ଥିବାରୁ ଲାଇନ୍‌ କଟାଯିବା‌ର ଧମକ ଦେଇ ଉପଭୋକ୍ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏଭଳି ଅଭିଯୋଗ ନୂଆ ନୁହେଁ। ଏଭଳି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ କରାଯାଉଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ସଚେତନ କରିବାକୁ ଉପଭୋକ୍ତାଙ୍କ ମୋବାଇଲ୍‌କୁ ବାରମ୍ବାର ମେସେଜ୍ ପଠାଉଛନ୍ତି। ତଥାପି ସାଇବର ଠକଙ୍କ ଫାଶରେ ଫସୁଛନ୍ତି ଉପଭୋକ୍ତା। ଜଣେ ବାୟୁସେନାର ଅବସରପ୍ରାପ୍ତ ଡାକ୍ତର ଏମିତି ଠକାମିର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ପୁରୁଣା ବହିରେ ସଂଶୋଧନ ହେବ

କୋରାପୁଟ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ଭୂଗୋଳ ଓ ଆର୍ଥନୀତି ବହିରେ କରିଥିବା ସାଂଘାତିକ ବିଭ୍ରାଟକୁ ଶେଷରେ ସୁଧାରିବା ପାଇଁ ପ୍ରୟାସ କରିଛି। ତେବେ, ନୂଆ ପୁସ୍ତକ ଛାପି ପିଲାଙ୍କୁ ଦେବା ବଦଳରେ ପୁରୁଣା ବହିକୁ ସଂଶୋଧନ କରି ପାଠ ପଢ଼ାଇବା ପାଇଁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିପାଇଁ ପରିଷଦ ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସଂପର୍କିତ ଚିଠି ଜାରି ହୋଇଛି। ସୂଚନା […]

ଅପରାଧ ରାଜ୍ୟ

କଟକ ବଜାରରେ ପୁଣି ନକଲି ଔଷଧ!

କଟକ : କଟକ ବଜାରରେ ପୁଣି ନକଲି ଔଷଧ! ଏକ ଦାମୀ ବ୍ରାଣ୍ଡ୍‌ର ଔଷଧକୁ ନକଲ କରାଯାଇ ବଜାରକୁ ଛଡ଼ାଯାଇଛି। ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ, ଭୁବନେଶ୍ବରକୁ ଆସିଛି। କଟକରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏହି ନକଲି ଔଷଧ ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ଟେଲ୍‌ମା-୪୦ ଓ ଟେଲ୍‌ମା- ଏଏମ୍‌ ଔଷଧର ନକଲି ବ୍ରାଣ୍ଡ୍‌ ବିକ୍ରି ହେଉଥିବା ଅଭିଯୋଗକୁ ଗତକାଲିଠାରୁ ବିଭିନ୍ନ […]

ଅପରାଧ ରାଜ୍ୟ

ଟୁରିଷ୍ଟ ପରମିଟ୍‌ରେ ନାଇଟ୍‌କୋଚ୍‌; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି ପରିବହନ ବିଭାଗ

ଭୁବନେଶ୍ବର : ରାଜ୍ୟ ଭିତରେ ଓ ବାହାର ରଜ୍ୟକୁ ବସ୍‌ ଚଳାଇବାକୁ ବସ୍‌ ମାଲିକମାନେ ଟୁରିଷ୍ଟ ପରମିଟ୍‌ ନେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ବିଭିନ୍ନ ରୁଟ୍‌ରେ ଦୈନିକ ବସ୍‌ ଚଳାଉଥିଲେ। ଏପରିକି କିଛି ବସ୍‌ ମାଲିକ ନାଇଟ୍‌ କୋଚ୍‌ ବସ୍‌ ଚଲାଉଥିଲେ। କିଛି ବସ୍‌ର ପରମିଟ୍‌ ରଦ୍ଦ ହୋଇଥିଲେ ବି ସେମାନେ ଏହାକୁ ନମାନି ବସ୍‌ ଚଳାଉଥିଲେ। ବସ୍‌ରେ ଯାତ୍ରୀ କମ୍‌ ଅଧିକ ସାମଗ୍ରୀ ପରିବହନ କରୁଥିଲେ। ଏହିପରି ୧୨ଟି ବସ୍‌କୁ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇବ ପ୍ଲସ୍ -ଥ୍ରୀ ପ୍ରଥମ ମେଧା ତାଲିକା, ୭ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର ୦୭।୦୯ : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତଥା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ବୁଧବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସମୁଦାୟ ୧ ହଜାର ୨୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖିବାକୁ ପ୍ରାୟ ୨ ଲକ୍ଷ ୫୩ ହଜାର ୧୦୬ ଜଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଛନ୍ତି। ତେବେ ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ବୁଧବାରଠୁ ଆସନ୍ତା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୭ କିମି ଚାଲିଲେ ୨୦୦ ଛାତ୍ରଛାତ୍ରୀ: ପ୍ରଶାସନ ବାଧା ଦେବାରୁ ଜାତୀୟ ରାଜପଥ ଅବରୋଧ

କଳାବାଡ଼ିଆ: ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ଦାବିରେ ଆଜି ଏକ ମୟୂରଭଞ୍ଜର ଏକ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଭିନ୍ନ ପଦକ୍ଷେପ ନେଇଛନ୍ତି। ଖରା ସତ୍ତ୍ବେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ୨୦୦ ଛାତ୍ରଛାତ୍ରୀ ୭କିମି ବାଟ ଚାଲିଛନ୍ତି। ପ୍ରଶାସନ ସେମାନଙ୍କ ବାଟ ଓଗାଳିଥିଲେ ବି ମାନିନାହାନ୍ତି। ବରଂ, ଏହାର ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ, ୪୯ ନମ୍ବର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା […]