ଅପରାଧ ରାଜ୍ୟ

ଚଳନ୍ତା ଟ୍ରେନ୍‌ରେ ଛୁରାମାଡ଼, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ୧୨।୦୯ : ଫଲକନାମା ଏକ୍ସପ୍ରେସ ଫ୍ୟାଣ୍ଟ୍ରି କାର୍‌ରେ ଛୁରାମାଡ଼ । ଏଥିରେ ଦୁଇଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ଫଲକନାମା ଏକ୍ସପ୍ରେସ ଟ୍ରେନର ପ୍ୟାଣ୍ଟ-ଟ୍ରି ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ଯୁବକ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲ୍ ପଠାଯାଇଛି । ତେବେ ଛୁରାମାଡ଼ କରିଥିବା ଯୁବକଙ୍କୁ ଗିରଫ କରିଛି […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି

‘ସମ୍ବାଦ-ଆମ ଓଡ଼ିଶା’ ପ୍ରତିଯୋଗିତା: ବର୍ଷା ସତ୍ତ୍ବେ ଭାଗନେଲେ ୨ଲକ୍ଷରୁ ଅଧିକ

‘ସମ୍ବାଦ-ଆମ ଓଡ଼ିଶା’ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିବର୍ଷ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଓଡ଼ିଆ ଭାଷାଜ୍ଞାନ ପ୍ରତିଯୋଗିତା ଆୟୋଜନ କରିଥାଏ। ଏବର୍ଷ କିନ୍ତୁ ମହାମହିମ ରାଜ୍ୟପାଳଙ୍କ ପରାମର୍ଶରେ ‘ସମ୍ବାଦ’ ଏହାସହିତ ଆୟୋଜନ କରିଥିଲା ‘ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା‌’। ଆମ ଛାତ୍ରଛାତ୍ରୀମାନେ ସେମାନଙ୍କ ପ୍ରିୟ ରାଜ୍ୟ ଓଡ଼ିଶାର ଭବିଷ୍ୟତକୁ ନେଇ କ’ଣ ସବୁ ସ୍ବପ୍ନ ଦେଖୁଛନ୍ତି ଜାଣିବା ପାଇଁ ରାଜ୍ୟପାଳ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ଏହାର ଉତ୍ତରରେ ସାରା […]

ଅପରାଧ ରାଜ୍ୟ

ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍, ଗାଡିରେ ଥିଲେ ୬୫ରୁ ଅଧିକ ଯାତ୍ରୀ

ଜଳେଶ୍ୱର ୧୨।୦୯: ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୬୫ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ। ବାଲେଶ୍ଵର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ହଳଦୀପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡ୍ରାଇଭର୍‌ର ଆଖି ଲାଖିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ରାଜଧାନୀ ନାମକ (WB29B3432 ନମ୍ଵର ବିଶିଷ୍ଟ) ଏକ ତୀର୍ଥ ଯାତ୍ରୀ ବସ୍ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳରୁ ୬୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା। ରବିବାର […]

ଅପରାଧ ରାଜ୍ୟ

ପୋଲ ବାଡ଼ରେ ଝୁଲୁଛି ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଭୋଗରାଇ୧୨/୦୯: ୫୭ ନମ୍ବର ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ବାଡ଼ରେ ଝୁଲନ୍ତା ମୃତଦେହ ଠାବ। ଯୁବକ ଜଣକ ବାଟଗ୍ରାମର ଚୈତନ୍ୟ କାମିଳା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ହତ୍ୟା କି ଆତ୍ମହତ୍ୟା ତଦନ୍ତ ଜାରି । ସୂଚନା ଥାଉକି, ଆଜି ସକାଳୁ ମୃତଦେହ ଝୁଲୁଛିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଖବରପାଇ ପହଞ୍ଚି ତଦନ୍ତ […]

ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ, ସଂଘବଦ୍ଧ ଆକ୍ରମଣରେ ବୈଦ୍ୟନାଥ ମୃତ

ସମ୍ବଲପୁର ୧୨।୦୯ : ବୁର୍ଲା ସହରରେ ହତ୍ୟାକାଣ୍ଡ । ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ପିଡବ୍ଲୁଡି କଲୋନୀ ସ୍ଥିତ ଶକ୍ତିନଗରର ବୈଦ୍ୟନାଥ ଶର୍ମା । ଖବର ଅନୁଯାୟୀ, ବିଳମ୍ବିତ ରାତ୍ରିରେ ବୈଦନାଥ ଘର ସମ୍ମୁଖରେ ଛିଡା ହୋଇଥିବାବେଳେ ୬ଜଣ ଦୁବୃତ୍ତ ଆସି ଅସାଦଚରଣ ପ୍ରଦର୍ଶନ କରିଥିଲେ । ଏହାକୁ ବିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ମାରିଥିଲେ । ତେବେ ପରିବାର ଲୋକେ ବୈଦନାଥଙ୍କୁ ଭୀମସାରରେ […]

ଅପରାଧ ରାଜ୍ୟ

ଭୁବନେଶ୍ୱରରେ ଚନ୍ଦୁ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ଗିରଫ

ଭୁବନେଶ୍ୱର ୧୨।୦୯: ଚନ୍ଦୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରଞ୍ଜୁ ଗିରଫ୍। ଲେଡି ଡନ୍ ରଞ୍ଜୁକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଧଳା ଜହର ବିକ୍ରି କରୁଥିବା ରଞ୍ଜୁକୁ ସବୁବେଳେ ଧମକ ଦେବା ସହ ରଞ୍ଜୁ ନିକଟରୁ ବଟି ଆଦାୟ କରୁଥିଲା ଚନ୍ଦୁ। ବଟି ନଦେଲେ ପୋଲିସରେ ଧରାଇ ଦେବାକୁ ଧମକ ଦେଉଥିଲା ଚନ୍ଦୁ। ଏକଥା ପୋଲିସ ଆଗରେ କହିଛି ଅଭିଯୁକ୍ତ ରଞ୍ଜୁ । ଗତ ୯ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଚନ୍ଦୁ […]

ଅପରାଧ ରାଜ୍ୟ

ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା, ଅତ୍ୟଧିକ ପରିଶ୍ରମରୁ ମୃତ୍ୟୁ ହୋଇଥାଇପାରେ-ଏନ୍‌ସିସି

କଟକ୧୧।୦୯ : ଏନ୍‌ସିସି ସନ୍ତରଣ ପ୍ରଶିକ୍ଷଣ ବେଳେ ଛାତ୍ରଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ସମ୍ମିଳନୀର ଜରିଆରେ ପକ୍ଷ ରଖିଲେ ଏନ୍‌ସିସି ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ଛାତ୍ରଙ୍କ ପୂର୍ବ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥାଇପାରେ । ଛାତ୍ରଙ୍କ ମେଡିକାଲ ଫିଟ୍‌ନେସ୍ ପ୍ରମାଣପତ୍ର ଏନ୍‌ସିସି ପାଖରେ ଅଛି । ଅତିଧିକ ପରିଶ୍ରମରୁ ଛାତ୍ରଙ୍କ ମୃତ୍ୟୁ ହୋଇଥାଇପାରେ । ସୂଚନାଯୋଗ୍ୟ ଯେ, ଶନିବାର ଦିନ କଟକ କ୍ଲଵ ସୁଇମିଂ ପୁଲରେ NCCର ନାଭାଲ ଉଇଙ୍ଗ […]

ଅପରାଧ ରାଜ୍ୟ

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ! ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ବୋରିଗୁମ୍ମା ୧୧।୦୯ : ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାଙ୍କ ମୃତ୍ୟ ଅଭିଯୋଗ। ଅପରେସନ୍ ର ୧୦ ଘଣ୍ଟା ପରେ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ବୋରିଗୁମ୍ମା ସୁକୁଲି ଗୁଡା ଗାଁର ନୀଳାଦ୍ରି ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଖବର ଅନୁଯାୟୀ, ଶନିବାର ଜୟପୁର ଜିଲ୍ଲା ମେଡ଼ିକାଲରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇ ଆଶା ଦିଦିଙ୍କ ସହ ସନ୍ଧ୍ୟାରେ ଘରକୁ ଫେରିଥିଲେ। ଆଜି […]

ଅପରାଧ ରାଜ୍ୟ

ଲଜ୍‌ ରୁମ୍‌ରେ ଯୁବତୀଙ୍କ ଆତ୍ମହତ୍ୟା, ପୋଲିସ୍‌ର ଛାନ୍‌ଭିନ୍‌

ପୁରୀ, ୧୧/୦୯: ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା। ପୁରୀ ବଡ଼ଶଙ୍ଖ ସ୍ଥିତ ଏଚ୍ ଆର ଲଜରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀ ଜଣକ ନିଜ ହାତ କାଟି ଦେବା ସହ ବେକରେ ଓଢ଼ଣୀ ଲଗାଇ ପଙ୍ଖାରେ ଝୁଲି ପଡିଛନ୍ତି। ଆତ୍ମହତ୍ୟା କରିଥିବା ଯୁବତୀ ହେଲେ ଭୁବନେଶ୍ୱର ଗଙ୍ଗ ନଗର ଅଞ୍ଚଳର କଳ୍ପତରୁ ମହାନ୍ତିଙ୍କ ଝିଅ ପାୟଲ୍ ମହାନ୍ତି।‌ ତେବେ ଲଜ୍ ପକ୍ଷରୁ ଥାନାରେ ଅଭିଯୋଗ ପରେ କୁମ୍ଭାରପଡ଼ା ପୋଲିସ୍, ମାଜିଷ୍ଟ୍ରେଟ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି […]

ଅପରାଧ ରାଜ୍ୟ

କଟକରୁ ନକଲି ମେଡିସିନ ଜବତ ଘଟଣା, ଦୁଇ ହୋଲସେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କଟକ ୧୧।୦୯ : କଟକରୁ ନକଲି ମେଡିସିନ ଜବତ ହେବା ଘଟଣା। ନକଲି ମେଡିସିନ ବିକୁଥିବା ଦୁଇ ହୋଲସେଲରଙ୍କ ବିରୋଧରେ ଗ୍ରହଣା କଲା କଟକ ଜିଲ୍ଲା ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ସଂଘ। ଉଭୟ ବ୍ୟବସାୟୀଙ୍କର ସଦସ୍ୟତା ମଧ୍ୟ ରଦ୍ଧ କଲା ସଂଘ। ଏଥିସହ ଏଭଳି ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। କଟକ ଜିଲ୍ଲା ସଂଘ ସଭାପତି ଭାଗବତ ସାହୁଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କିଛି ଦିନ ତଳେ […]