ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଆନ୍ଦୋଳନ
ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା କୋମନା ବ୍ଲକରୁ ଫେରୁଥିଲେ । ଠିକ୍ ଏହି ସମୟରେ ଜାତୀୟ ରାଜପଥ ୩୫୩ ଚରବୋଡ଼ କେନ୍ଦୁଲିପ୍ […]