ମଲ୍ଟିଫ୍ଲେକ୍ସ ଖୋଲିଲେ ଅଜୟ ଦେବଗନ୍, ଟାର୍ଗେଟ୍ ପରେ ଅଭିନେତାଙ୍କୁ ପ୍ରଶଂସା କଲେ କଙ୍ଗନା
ମୁମ୍ଵାଇ ୧୬।୦୯: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍। ସମସ୍ତ ସେଲିବ୍ରେଟମାନଙ୍କୁ ଟାର୍ଗେଟ କୁଇନ୍ ବର୍ତ୍ତମାନ ଅଜୟ ଦେବଗନଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଅଜୟ ଅହମ୍ମଦାବାଦରେ ୪ଟି ସ୍କ୍ରିନ୍ ମଲ୍ଟିପ୍ଲେକ୍ସ ଖୋଲିଛନ୍ତି। ଏନେଇ ଏହି ଖବରକୁ ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶଙ୍କ ଦ୍ୱାରା ସେୟାର କରାଯାଇଛି । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତରନଙ୍କ ସମାନ ଟ୍ୱିଟ୍ ସେୟାର କରି କଙ୍ଗନା ଲେଖିଛନ୍ତି, ଏହା ସବୁଠୁ ବଢିଆ ଉପାୟ। କାରଣ ଜଣେ ସୁପରଷ୍ଟାର ଏହି ରିସୋର୍ସକୁ ବ୍ୟବହାର କରିବା […]