ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ, ତହସିଲ ଅଫିସ ସମ୍ମୁଖରେ ଧାରଣାରେ ବସିଲେ ଗ୍ରାମବାସୀ
ବିନିକା ୧୯।୦୯ : ଦାବି ପରେ ଦାବି କରିଚାଲିଲେ । ହେଲେ ଶୁଣିଲେନି କୌଣସି ପ୍ରଶାସନିକ ଅଧିକାରୀ । ଶେଷରେ ନିଜ ହକ୍ ପାଇଁ ସୋନପୁର ଜିଲ୍ଲା ବିନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ତ୍ତଙ୍ଗ ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ କହିବାନୁଯାୟୀ, ଗାଁରେ ଥିବା ଗୋଚର ଓ ଜଙ୍ଗଲ ଜମିକୁ ସ୍ଥାନୀୟ ରାଜସ୍ବ ଅଧିକାରୀ, ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ […]