କୋରାପୁଟ ପୁଲିସକୁ ସଫଳତା, ଅପରେସନ ବେଳେ ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ
କୋରାପୁଟ ୨୨।୦୯: କୋରାପୁଟ ପୁଲିସକୁ ସଫଳତା। ନକ୍ସଲ ମୁକାବିଲା କ୍ଷେତ୍ରରେ ଏକ ବଡ ଧରଣର ସଫଳତା ପାଇଛି କୋରାପୁଟ ପୋଲିସ। ବିପୁଳ ପରିମାଣର ମାଓ ସାମଗ୍ରୀ ସହ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଏସପି ବରୁଣ ଗୁଣ୍ଠୁପାଳି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଖବର ଅନୁଯାୟୀ, ଏସଓଜି ଓ ଡିଭିଏଫ ପକ୍ଷରୁ ଜିଲ୍ଲାର ସିନ୍ଧିପୁଟ ଜଙ୍ଗଲରେ ମିଳିତ ଆଣ୍ଟି ନକ୍ସଲ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ନଗଦ ଟଙ୍କା ଓ ମାଓ […]