ଧୁମଧାମରେ ପାଳିତ ହେଉଛି ବଏଲ ଯାତ୍ରା, ଶତାଧିକ ଭକ୍ତଙ୍କ ସମାଗମ
ବଲାଙ୍ଗୀର ୦୪।୧୦ : ଧୁମଧାମରେ ଚାଲିଛି ବଲାଙ୍ଗିରର ବଏଲ ଯାତ୍ରା। ଏହି ବଏଲ ଯାତ୍ରାର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । କରୋନା ଲାଗି ଦୁଇ ବର୍ଷ ଧରି କଟକଣାରେ ପୂଜା ଚାଲିଥିଲା । କିନ୍ତୁ ଚଳିତ ବର୍ଷ କରୋନା କେସ୍ କମିଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ବଏଲ୍ ଯାତ୍ରାର ଏକ କିମ୍ବଦନ୍ତି ରହିଛି। ପାଟଣା ରାଜ୍ୟ ସମୟରେ ଚାଲିଥିଲା ଅଷ୍ଟମଲ୍ଲଙ୍କ ରାଜୁତି । ଧୀରେ ଧୀରେ ବଢ଼ିଥିଲା ସେମାନଙ୍କ ଦୌରାତ୍ମ୍ୟ […]
