ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ, ମୁଣ୍ଡ ଓ ପିଠିରେ ବାଜିଛି ୨ଟି ଗୁଳି

ସୋନପୁର ୧୭।୧୦ : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡ଼ପାଲି ଗାଁରେ ଘଟିଛି ଏପରି ଘଟଣା । ବୀରମହାରାଜପୁର ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବା ବେଳେ ବାଘରତୈଲା ଗାଁର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ […]

ଅପରାଧ ରାଜ୍ୟ

ଗୋଳିଆ ହେଲାଣି ଜଳସମ୍ପଦ; କେଳେଙ୍କାରୀ ଗନ୍ଧ ଭଣଭଣ, ଜଣେ ପରେ ଜଣେ ଯନ୍ତ୍ରୀ ବନ୍ଧା ହେଉଛନ୍ତି

ଭୁବନେଶ୍ବର : ୨୦୦୬ ମସିହାରୁ ରାଜ୍ୟ ସରକାର ଜଳସମ୍ପଦ ବିଭାଗକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଅତିକମ୍‌ରେ ପ୍ରତି ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ କରିବାକୁ ଟାର୍ଗେଟ୍ ଦିଆଯାଇଛି। ଗତ ୫ ଆର୍ଥିକ ବର୍ଷରେ ୪୨ହଜାର ୩୮୨ କୋଟି ଟଙ୍କା ବଜେଟ୍‌ରେ ବରାଦ ହୋଇଛି। ହେଲେ ଏହି ଅର୍ଥ ବିନିଯୋଗ ପରେ କେତେ ସୁଫଳ ମିଳିଛି, ତାକୁ ନେଇ ସାଧାରଣରେ ବିତର୍କ ମୁଣ୍ଡ ଟେକିଥିବା ବେଳେ ଆଉ ଗୋଟିଏ ପ୍ରସଙ୍ଗ ଏଥିରେ ଯୋଡ଼ି ହୋଇଯାଇଛି। ତାହା ହେଲା- […]

ଅପରାଧ ରାଜ୍ୟ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଶାଳକଙ୍କର ମୃତ୍ୟୁ, ଭିଣୋଇ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଶାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଭିଣୋଇ ଗୁରୁତର ହୋଇଥିବାର ଖବର ମିଳିଛି। ମୃତ ଯୁବକଜଣଙ୍କ ବରିହାପୁର ଗାଁର ଶାନ୍ତନୁ ସାହୁ। ଗୁରୁତର ଭିଣୋଇ କାମାକ୍ଷାନଗର ଥାନା ଶିବୁଳାପଶି ଗାଁର ବିଷ୍ଣୁପ୍ରସାଦ ସାହୁ। ସୂଚନା ଅନୁଯାୟୀ, ଉଭୟ ଶାଳକ ଓ ଭିଣୋଇ ପଥରଖମ୍ବ ଗାଁକୁ ଯାଉଥିବା ବେଳେ କାମାକ୍ଷାନଗର ଆଡୁ […]

ରାଜନୀତି ରାଶିଫଳ

କଂଗ୍ରେସର ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା: ବାଦ୍ ପଡ଼ିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ୩୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ଥାନ ପାଇଛନ୍ତି। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ନାଁ ମଧ୍ୟ ରହିଛି। ସେହିପରି ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, […]

ଅପରାଧ ରାଜ୍ୟ

ଜମାକାରୀଙ୍କ ମୁଣ୍ଡରେ ଚଡକ, ହଜାରରୁ ଅଧିକ ଲୋକଙ୍କୁ ଠକି ଆରପାରିରେ ପୋଷ୍ଟମାଷ୍ଟର

ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡର ହାଟଡିହି ବ୍ଲକ୍ ଗେଡମା ପୋଷ୍ଟାଲ ବ୍ରାଞ୍ଚରେ ଘୋଟାଲା । ଡାକବିଭାଗର ବିଭିନ୍ନ ସ୍କିମ୍‌ରେ ହଜାରେରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ଜମା ଟଙ୍କାକୁ ଚଳୁକରିଛନ୍ତି ପୋଷ୍ଟ ମାଷ୍ଟର । ପୋଷ୍ଟ ଅଫିସରେ ଖୋଲିଥିବା ନିଜ ସଞ୍ଚୟ ଖାତାରେ ଜମା କରି ଆସୁଥିଲେ ଲୋକେ । ଗାଁର ବିଭିନ୍ନ ବର୍ଗର ଲୋକେ ନିଜ କଷ୍ଟଅର୍ଜି ତ ଧନରୁ ପେଟକୁ କାଟି ଭବିଷ୍ୟତ ପାଇଁ ସଞ୍ଚୟ କରୁଥିଲେ । କିଏ ଝିଅ ବାହାଘରକୁ ଆଖିଆଗରେ ରଖି ଟଙ୍କା […]

ଅପରାଧ ରାଜ୍ୟ

ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍ କେସ୍, ଭାରତୀୟ ବିକାଶ ପରିଷଦ ଦାୟର କଲା ଜନସ୍ୱାର୍ଥ ମାମଲା

କଟକ ୧୪/୧୦: ହାଇକୋର୍ଟ ଗଲା ଅର୍ଚ୍ଚନା ନାଗ୍‌ ମାମଲା । ବ୍ଲାକମେଲିଂ କୁଇନଙ୍କ ବେଆଇନ ସମ୍ପତ୍ତିର ଇଡି ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର ହୋଇଛି । ଅର୍ଚ୍ଚନାଙ୍କ ସହ ସମ୍ପର୍କିତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ ଆବେଦନ କରାଯାଇଛି । ସୂଚନା ଥାଉକି ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍ ଅର୍ଚ୍ଚନାର କଳା ଟଙ୍କାରେ […]

ଅପରାଧ ରାଜ୍ୟ

ବାଲି ମାଫିଆଙ୍କ ଦାଦାଗିରି, ଥାନାର ଦ୍ୱାରସ୍ଥ ହେଲେ ତରଭା ଗ୍ରାମବାସୀ

ଆନନ୍ଦପୁର ୧୪/୧୦: ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଅଧିନ ତରଭା ଗାଁ ଲୋକେ ଏବେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର । ଗାଁ ନିକଟ ବୈତରଣୀ ନଦୀରୁ ଦୀର୍ଘଦିନ ଧରି ମାଫିଆ ମାନେ ବାଲି ଚୋରା ଚାଲାଣ କରୁଥିଲେ । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଆଖିବୁଜି ବସିଥିବାବେଳେ କିଛିଦିନ ତଳେ ଗାଁ ଲୋକେ ମିଳିମିଶି ଘାଟ ନିକଟରେ ପ୍ରତିବାଦ କରିଥିଲେ । ସେହିଦିନ ଠାରୁ ବାଲି ଉଠାଣ ବନ୍ଦ ରହିଛି । ହେଲେ ଗାଁ ଲୋକଙ୍କ ପ୍ରତି […]

ଅପରାଧ ରାଜ୍ୟ

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ପୁଣି ମାଡ଼

ପୁରୀ : ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କ ଦର୍ଶନ ବେଳେ ପୁଣି ବିଶୃଙ୍ଖଳା ଦେଖାଦେଇଛି। ଦର୍ଶନ କରିବାକୁ ଯିବାବେଳେ ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳୀଙ୍କୁ ସେବାୟତ, ଜେଟିପିମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଧକ୍କା ମାରିଛନ୍ତି। ହବିଷ୍ୟାଳୀ ଜଣକ ହେଲେ ବୃନ୍ଦାବତୀ ନିବାସରେ ରହୁଥିବା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍‌ କୁମ୍ଭାରପଡ଼ାର ଶୈଳବାଳା ପଣ୍ଡା(୭୩)। ସେ ବୃନ୍ଦାବତୀ ନିବାସର ତୃତୀୟ ମହଲା ୩୦୨ ନମ୍ବର କକ୍ଷରେ ରହୁଛନ୍ତି। କେବଳ ହବିଷ୍ୟାଳୀ ନୁହନ୍ତି, ତାଙ୍କ ସାଙ୍ଗରେ ଯାଉଥିବା ରେଡ୍‌କ୍ରସ ସ୍ବେଚ୍ଛାସେବୀଙ୍କୁ ବି […]

ଅପରାଧ ରାଜ୍ୟ

ଚୋରା କାଠ ଚାଲାଣ ବେଳେ ମାଡିବସିଲା ଜଙ୍ଗଲ ବିଭାଗ: ଲକ୍ଷାଧିକ ଟଙ୍କାର କାଠ ଜବତ, ଦୁଇ ଗିରଫ

ଆନନ୍ଦପୁର ୧୪/୧୦: ଚୋରା କାଠ ଚାଲାଣ ସମୟରେ ମାଡ଼ି ବସିଲା ଜଙ୍ଗଲ ବିଭାଗ । ଗାଡି ସମେତ କାଠ ଜବତ ସହିତ ଦୁଇ ଜଣ ଗିରଫ । ଆନନ୍ଦପୁର ବନଖଣ୍ଡ ଅଧୀନ ସାଇଁକୁଳ ନିକଟରୁ ଚୋରା କାଠ ଗାଡି ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଚୋରା କାଠ ଗାଡିକୁ ରାମଚନ୍ଦ୍ରପୁର ନିକଟରୁ ପିଛା କରିଥିଲେ ବନ କର୍ମଚାରୀ । ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ସାଇଁକୁଳ ଠାରୁ ବାତୋ […]

ଅପରାଧ ରାଜ୍ୟ

କାର୍ ସହ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ

ମୁନିଗୁଡା ୧୪/୧୦: ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ୍‌କୁ ବଡ଼ ସଫଳତା । ଓଡବା ଠାରୁ ମହାରାଷ୍ଟ୍ରକୁ ଯାଉଥିବା ଗଞ୍ଜେଇ ବୋଝେଇ କାର ସହ ୨ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ବିଷମ କଟକ ପୋଲିସ । ସ୍ଥାନୀୟ ଖ୍ରୀଷ୍ଟିଆନ ହସ୍ପିଟାଲ ଛକରେ ବିଷମ କଟକ ପୋଲିସର ଚେକିଂ ଚାଲିଥିବା ବେଳେ ଏକ ମାରୁତି ସୁଇଫଟ୍ କାରକୁ ଅଟକାଇ ଥିବା ବେଳେ ଗାଡିଟି ନଅଟକି ଦ୍ରୁତଗତିରେ ଚାଲିଯାଇଥିଲା । ପୋଲିସ୍ ଏହାକୁ ସନ୍ଦେହ କରି କାରକୁ ଗୋଡାଇ […]