କେ. ରବି କୁମାରଙ୍କୁ ନବୀନ ନିବାସରୁ ଡାକରା
ବ୍ରହ୍ମପୁର: ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ତଥା କମନ୍ୱେଲ୍ଥ ଗେମ୍ସର ସ୍ବର୍ଣ୍ଣପଦକ ବିଜେତା କେ. ରବି କୁମାରଙ୍କୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଗତକାଲି ନବୀନ ନିବାସରୁ ଅଚାନକ ଭାବେ ଡାକରା ପାଇ ରବିକୁମାର ଭୁବନେଶ୍ବର ଗସ୍ତ କରିବାପରେ ଏହି ଚର୍ଚ୍ଚା ଦ୍ବିଗୁଣିତ ହୋଇଯାଇଛି। ବ୍ରହ୍ମପୁର ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜିସୁଦ୍ଧା ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। ଆସନରୁ କିଏ ପ୍ରାର୍ଥୀ ହେବେ ତାହା ବି ସ୍ପଷ୍ଟ ହୋଇନାହିଁ। ଏଭଳି ପରିସ୍ଥିତିରେ ରବି […]









