ମନ୍ଦିରର ତାଲା ଭାଙ୍ଗି ଲୁଟ୍, ନେଇଗଲେ ଅନେକ ମୂର୍ତ୍ତି ସହ ୫୦କେଜିରୁ ଅଧିକ ପିତଳ ସାମଗ୍ରୀ
ଚଣ୍ଡିଖୋଲ ୧୭।୧୦ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଗାଁର ଏକ ମନ୍ଦିରରୁ ଚୋରି । ବିଭିନ୍ନ ମୂର୍ତ୍ତି ସହ ୫୦ କେଜିରୁ ଅଧିକ ପିତଳ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ବିରୁପାକ୍ଷେଶ୍ୱର ମହାଦେବ ମନ୍ଦିରକୁ ପୂଜା କରିବାକୁ ଆସିଥିଲେ ପୂଜକ । ହେଲେ ସେ ଆସି ଦେଖିବାକୁ ବେଳକୁ ମନ୍ଦିରର ତାଲା ଭଙ୍ଗା ଯାଇଛି […]