ପଟିଆ ଛକରେ ସଡକ ଦୁର୍ଘଟଣା, ମୋ-ବସ୍ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କୁ ପିଟିଲା ପିକ୍ ଅପ୍ ଭ୍ୟାନ୍
ଭୁବନେଶ୍ୱର ୧୮/୧୦: ଭୁବନେଶ୍ୱର ପଟିଆ ଛକରେ ସଡକ ଦୁର୍ଘଟଣା । ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ମୋ-ବସ୍ ଧକ୍କା ଦେବାରୁ ଜଣେ ସ୍କୁଟି ଚାଳକକୁ ପଟିଥିଲା ପିକ୍ ଅପ୍ ଭ୍ୟାନ୍ । ତେବେ ଦୁର୍ଘଟଣାରେ ସ୍କୁଟି ଚାଳକ ଅର୍ଥାତ୍ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୋ […]
