ଅପରାଧ ରାଜ୍ୟ

ଛେଳି ଚୋରି କରିବାକୁ ଆସି ଫସିଗିଲେ ଲୁଟେରା, ଧରାପଡି ଖାଇଲେ ନିର୍ଦ୍ଧୁମ ଛେଚା

ନୀଳଗିରି ୨୧/୧୦: ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ମଧ୍ୟରାତ୍ରରେ ଉଦଳା ଆଡୁ ଏକ ବୋଲେରୋ ଗାଡ଼ିରେ ୫ ଯୁବକ ଛେଳି ଚୋରି କରି ଆସୁଥିଲେ । ସଜନାଗଡ଼ ଭାଲୁକାଶୁଣି ଜଙ୍ଗଲରେ ଦମ୍ପତ୍ତି ଏକ ବାଇକରେ ଫେରୁଥିବା ସମୟରେ ତାଙ୍କୁ ଦୁର୍ବୃତ୍ତ ମାନେ ଅଟକାଇ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଛଡାଇ ଆଣିଥିଲେ […]

ଦେଶ ବିଦେଶ ମନୋରଞ୍ଜନ

ଏବେ ବି ବି-ଟାଉନ୍‌ରେ ପରିଚୟ ଖୋଜୁଛନ୍ତି ପରିଣୀତି, ବଲିଉଡ୍‌ରେ ବିତିଗଲାଣି ୧୧ ବର୍ଷ

ମୁମ୍ଵାଇ ୧୯।୧୦: ପରିଣୀତିଙ୍କ ସଂଘର୍ଷ ଆକର୍ଷଣୀୟ ସୌନ୍ଦର୍ଯ୍ୟ ସାଙ୍ଗକୁ ସମସ୍ତ ପ୍ରକାର ଚରିତ୍ରରେ ନିଖୁଣ ଅଭିନୟ କରି ବଲିଉଡ୍‌ରେ ନିଜ ସ୍ଥାନ ସୁଦୃଢ଼ କରିଛନ୍ତି ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । କେବଳ ବଲିଉଡ୍‌ କାହିଁକି, ହଲିଉଡ୍‌ ଫିଲ୍ମରେ ଅଭିନୟ କରି ମଧ୍ୟ ସେ ସଫଳ ହୋଇଛନ୍ତି । ପ୍ରିୟଙ୍କାଙ୍କ ଏଭଳି ପ୍ରସିଦ୍ଧି, ଲୋକପ୍ରିୟତା, ସଫଳତା ଦେଖି ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାକୁ ମନ ବଳାଇଥିଲେ ତାଙ୍କର ସମ୍ପର୍କୀୟ ଭଉଣୀ ପରିଣୀତି ଚୋପ୍ରା । ୨୦୧୧ରେ ସିନେମାଘରକୁ ଆସିଥିବା […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଚିକିତ୍ସା

ନିଆଳି ୨୦।୧୦: ସରକାରୀ ଡାକ୍ତରଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚାଲିଛି ଚିକିତ୍ସା । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଏହା କୌଣଣି ଉପାନ୍ତ ଅଞ୍ଚଳରକଥା ନୁହଁ । ରାଜଧାନୀ ନିକଟରେ ଥିବା କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପିରି ଦୃଶ୍ୟ ଦେଖିବାକୁ ମିଳିଛି । ନିଆଳି ପୂର୍ବ ଖଣ୍ଡ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭୟ ବଢାଇଲା ଭୂତାଣୁ, ଓଡ଼ିଶାରେ ଓମିକ୍ରନର ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର ୨୦/୧୦: ଓଡ଼ିଶାର ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଚିହ୍ନଟ। ଦେଶରେ ପ୍ରଥମ ଥର ପାଇଁ ଏହି ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଚିହ୍ନଟ ହୋଇଥିବା ଓମିକ୍ରନର ସବ୍ ଭାରିଏଣ୍ଟର ନାଁ ହେଉଛି BM.4.1.1 । ସେପଟେ ଦେଶରେ ଅନ୍ୟ ୫ଟି ରାଜ୍ୟରେ ଓମିକ୍ରନର ଅନ୍ୟ ଏକ ସବ୍ ଭାରିଏଣ୍ଟ BM.1.1 ଚିହ୍ନଟ ହୋଇଛି। ଓଡ଼ିଶାରେ ଓମିକ୍ରନ୍ ର ଏହି ନୂଆ ସବ୍ ଭାରିଏଣ୍ଟରେ ଗତ ମାସକ ମଧ୍ୟରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

ଅପରାଧ ରାଜ୍ୟ

ପାରିବାରିକ କଳହ ନେଲା ଜୀବନ ! ପାର୍କରୁ ମିଳିଲା ଝୁଲନ୍ତା ମୃତଦେହ

ଯାଜପୁର ୨୦।୧୦ : ନିର୍ମାଣଧୀନ ପାର୍କରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଡୁବୁରୀ ଗାଁ ନିକଟ ନିର୍ମାଣଧୀନ ପାର୍କରୁ ମୃତଦେହ ମିଳିଛି । ମୃତକ ଡୁବୁରୀ ଗାଁର ଅଜୁ ବେହେରା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଡୁବୁରୀ ଗାଁ ନିକଟରେ ଚାଲିଥିବା ନିର୍ମାଣଧୀନ ପାର୍କରେ ଜଣେ ଯୁବକଙ୍କୁ ମୃତଦେହ ଝୁଲୁଥିବାର କିଛି ଲୋକେ ଦେଖିଥିଲେ […]

ଅପରାଧ ରାଜ୍ୟ

ରାଜଧାନୀରେ ମାତିଛନ୍ତି ଯାଯାବର ଲୁଟେରା, ଘରେ ପଶି ନେଉଛନ୍ତି ଦାମୀ ସାମଗ୍ରୀ

ଭୁବନେଶ୍ୱର ୨୦।୧୦: ରାଜ୍ୟରେ ମାତିଛନ୍ତି ଯାଯାବର ଲୁଟେରା । ବାହାର ରାଜ୍ୟରୁ ଆସି ଡେରା ପକାଇଥିବା ବଞ୍ଜାରା ସୁଯୋଗ ଦେଖି ଲୁଟ କରୁଛନ୍ତି । ରାଜଧାନୀ ଭୁବନେଶ୍ବରରେ ମୋବାଇଲ ଠାରୁ ଆରମ୍ଭ କରି ଘରେ ପଶି ଲୁଟି ନେଉଛନ୍ତି ଦାମୀ ସାମଗ୍ରୀ । ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ବଞ୍ଝାରା ମାନଙ୍କୁ ଚାଲିଯିବା ପାଇଁ ତାଗିଦ୍ କରିଥିଲା ପୋଲିସ । ଏହା ପରେ ନଶୁଣିବାରୁ ଏମାନଙ୍କୁ ରାତି ଅଧିଆ ଉଠାଇ ନେଲା ପୋଲିସ୍। କିଛିଦିନ ହେବ ସହରରେ […]

ଅପରାଧ ଦେଶ ବିଦେଶ

ବିରିୟାନୀ ନ ଦେବାରୁ ରାଗିଗଲେ ବ୍ୟକ୍ତି, ପେଟ୍ରୋଲ୍‌ ଢାଳି ରେଷ୍ଟୁରାଣ୍ଟରେ ଲଗାଇଲେ ନିଆଁ

ନୂଆଦିଳ୍ଲୀ ୨୦।୧୦: ଆମେରିକାର ନ୍ୟୁୟର୍କ ସିଟିରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ବିରିୟାନି ଖାଇବାକୁ ଆସିଥିବା ଜଣେ ବ୍ୟକ୍ତି ବାଂଲାଦେଶୀ ରେଷ୍ଟୁରାଣ୍ଟରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସେ ବିରିୟାନି ଖାଇବାକୁ ଅର୍ଡର ଦେଇଥିଲେ କିନ୍ତୁ ଏହା ବଦଳରେ ଅନ୍ୟ କିଛି ସର୍ଭ କରାଯାଇଛି। ଯାହାକୁ ଦେଖି ଉକ୍ତ ବ୍ୟକ୍ତି ରାଗି ଯାଇଥିଲେ ଏବଂ ଅଘଟଣ ଘଟାଇଥିଲେ । କିନ୍ତୁ ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, […]

ଅପରାଧ ରାଜ୍ୟ

ରାସ୍ତା ପାଇଁ କୋଟିକୋଟି ବରବାଦ; ଅଳ୍ପଦିନରେ ନଷ୍ଟ ହେଉଛି, ପୁଣି ତିଆରି ହେଉଛି

କୋଇଡା (ସୁନ୍ଦରଗଡ଼) : ଖଣି ରାଜଧାନୀ କୁହାଯାଉଥିବା କୋଇଡା ଅଞ୍ଚଳରେ ରାସ୍ତା ପାଇଁ କୋଟିକୋଟି ଟଙ୍କା ବରବାଦ ହେଉଥିବା ଦେଖିବାକୁ ମିଳୁଛି। ଅଳ୍ପଦିନ ମଧ୍ୟରେ କୋଟିକୋଟି ଟଙ୍କାର ରାସ୍ତା ନଷ୍ଟ ହେଉଛି, ପୁଣି କୋଟିକୋଟି ଟଙ୍କାରେ ତିଆରି ହେଉଛି। ଏଥିପାଇଁ ଡିଏମ୍‌ଏଫ୍‌ ପାଣ୍ଠିକୁ ମନଇଚ୍ଛା ଖର୍ଚ୍ଚ କରାଯାଉଛି। ଫଳରେ, ଏହି ରାସ୍ତା ସାଧାରଣ ଲୋକଙ୍କ ଗମନାଗମନ ପାଇଁ ନା ଖଣି ଓ ଖଣି ମାଲିକଙ୍କ ପାଇଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ସୂଚନା ଅନୁସାରେ, ଲୋକଙ୍କ ଗମନାଗମନ […]

ଅପରାଧ ଦେଶ ବିଦେଶ

ମିଳିଲାନି ଆମ୍ବୁଲାନ୍ସ, ଝିଆରୀର ମୃତଦେହକୁ କାନ୍ଧରେ ବୋହିଲେ ଦାଦା

ମଧ୍ୟପ୍ରଦେଶ ୨୦/୧୦: କାନ୍ଧରେ ଝିଆରୀର ମୃତଦେହ ବୋହିଲେ ଦାଦା । ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶ ଛତରପୁରରୁ । ଯେଉଁଠାରେ ଆମ୍ବୁଲାନ୍ସ ଅଭାବରୁ ଜଣେ ବ୍ୟକ୍ତି ନିଜ ଝିଆରୀଙ୍କୁ କାନ୍ଧରେ ବୋହି ଘରକୁ ନେଇଯାଉଥିବାର ଘଟଣା ଏବେ ସାମ୍ନାକୁ ଆସିଛି । ତେବେ ଘଟଣା ଗଣମାଧ୍ୟମରେ ଆସିବାପରେ ସଂପୃକ୍ତ ବିଭାଗ ତରଫରୁ ସହାୟତା ପାଇଁ ଚେଷ୍ଟା କରାଯାଇଥିଲା । ସୂଚନା ଅନୁଯାୟୀ, ମୃତକ ରାଧାଙ୍କୁ ଭୀଷଣ ଜ୍ୱର ହୋଇଥିଲା ଯାହାପରେ ତାଙ୍କୁ […]

ଅପରାଧ ରାଜ୍ୟ

ଅପରାଧ ରାସ୍ତାରେ ନାବାଳକ: ଗଞ୍ଜାମରେ ୪ ବର୍ଷରେ ୨୦୦ ନାବାଳକ ବିଭିନ୍ନ ସଙ୍ଗିନ୍‌ ମାମଲାରେ ଲିପ୍ତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ତାଲିକା ବହୁ ଲମ୍ବା। ଏବେ ଅଧିକାଂଶ ପେସାଦାର ଅପରାଧୀ ଜେଲ୍‌ରେ ସଜା କାଟୁଥିବା ବେଳେ ଆଉ କିଛି ପୁଲିସ ଏନ୍‌କାଉଣ୍ଟର୍‌ରେ ଜଖମ୍‌ ହୋଇ ଅପରାଧ ରାସ୍ତା ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ନୂଆ ଅପରାଧୀ ମୁଣ୍ଡ ଟେକୁଛନ୍ତି। ସେହି ଅପରାଧୀ ଗ୍ୟାଙ୍ଗ୍‌ରେ ନାବାଳକ ପାଦ ଥାପିବା ବଡ଼ ଚିନ୍ତାର ବିଷୟ ହୋଇଛି। ଗଞ୍ଜାମ ପୁଲିସ ଜିଲ୍ଲାରେ ଗତ ୪ ବର୍ଷ ମଧ୍ୟରେ ଏଭଳି ବିଭିନ୍ନ ଜଘନ୍ୟ ଅପରାଧ ମାମଲାରେ ମୋଟ […]