ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ନୀଳଗିରି ପାଲଟିବ କି ଦ୍ୱିତୀୟ ନଗଡା,୧୨ଜଣ ପୁଷ୍ଟିହୀନତା ଶିଶୁ ଚିହ୍ନଟ

ନୀଳଗିରି: ନୀଳଗିରି ପୁଣି ଦେଖାଦେଇଛି ପୁଷ୍ଟିହୀନତା ରୋଗ। କିଛିଦିନ ପୂର୍ବରୁ ଏନଏସି ଗୁଡିଖାଣିଆ ଅଞ୍ଚଳରେ କିଛି ଶିଶୁ ପୁଷ୍ଟିହୀନତା ହେବାର ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଚିହ୍ନଟ କରି ଚିକିତ୍ସା କରାଇଥିଲେ। ପୁଣି ନୀଳଗିରିର ବିଭିନ୍ନ ଅଞ୍ଚଳରେ ୧୨ ରୁ ଉର୍ଦ୍ଧ୍ବ ଶିଶୁ ପୁଷ୍ଟିହୀନତା ରୋଗ ଚିହ୍ନଟ ପରେ ଏହା ଦ୍ୱିତୀୟ ନଗଡା ପାଲଟିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ନୀଳଗିରି ମେଡ଼ିକାଲରେ ଆଜି ୧୨ ଜଣ ପୁଷ୍ଟିହୀନତା ଶିକାର ଶିଶୁ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁଇ […]

ଅପରାଧ ରାଜ୍ୟ

ତୁଷୁରାରେ ଅଭାବନୀୟ ଘଟଣା, ସ୍ୱାମୀକୁ ମାରି ସ୍ତ୍ରୀ ଫେରାର୍

ବଲାଙ୍ଗୀର ୨୨/୧୦: ବଲାଙ୍ଗୀର ତୁଷୁରାରେ ଅଭାବନୀୟ ଘଟଣା । ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । ମୃତକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଦିବ୍ୟ ସିଂ ଭୋଇ । ଦିବ୍ୟଙ୍କୁ ତାଙ୍କ ସ୍ତ୍ରୀ ଯଶୋଦା ଗତକାଲି ରାତିରେ ହତ୍ୟା କରି ଫେରାର ମାରିଥିବା ହୋଇଛି ଅଭିଯୋଗ । ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ତୁଷୁରା ପୋଲିସ । ତେବେ ହତ୍ୟାକାଣ୍ଡର କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ପରେ ଘଟମା ସାମ୍ନାକୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଭୋଗରାଇରେ ବ୍ୟାପିଲା ଡେଙ୍ଗୁ, ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି

ଭୋଗରାଇ ୨୧/୧୦: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବ୍ୟାପିଲା ଡେଙ୍ଗୁ । ବ୍ଲକର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ମହାନ୍ତି ପଡ଼ିଆରେ ବେଶ କିଛିଦିନ ହେବ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୧୦ରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦ରୁ ଅଧିକ ବାଲେଶ୍ୱର, କଟକ ଓ ଭୁବନେଶ୍ଵରରେ ଚିକିତ୍ସାଧୀନ ଅଛନ୍ତି । ଏଥିପାଇଁ ପଞ୍ଚାୟତବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗର ଏଥିପ୍ରତି ନିଘା ନାହିଁ । ତେଣୁ […]

ଅପରାଧ ରାଜ୍ୟ

କଟକରେ ଆଲୋଡ଼ନ: କାଠଯୋଡ଼ି ପଠାରେ ଦୁଇ ବର୍ଷର ଶିଶୁକୁ ଦୁଷ୍କର୍ମ

କଟକ : କଟକରେ କାଠଯୋଡ଼ି ନଦୀ ପଠାରେ ଦୁଇବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଛି। ଏଭଳି ନୃଶଂସ କାଣ୍ଡ ଘଟାଇଥିବା ଅଭିଯୁକ୍ତ ଜଣକ ଜଣେ ନାବାଳକ। ୧୭ ବର୍ଷୀୟ ଏହି ନାବାଳକ ଗଲା କାଲି ଶିଶୁ କନ୍ୟାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗ ଆଧାରରେ ନାବାଳକକୁ କାବୁକରି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ପରେ ତାକୁ ସ୍ବଧାର ଗୃହକୁ ପଠାଇ ଦିଆଯାଇଛି। ସୂଚନା ଅନୁଯାୟୀ, ବୁଧବାର ଦିନ […]

ଅପରାଧ ରାଜ୍ୟ

ଅଜଣା ଗାଡି ଧକ୍କାରେ ଝିଙ୍କ ଗୁରୁତର, ସୁସ୍ଥ ହେବା ପରେ ଛଡାଯିବ ଜଙ୍ଗଲରେ

ଭୁବନ ୨୧/୧୦: ଦିନକୁ ଦିନ ସଫା ହେବାକୁ ବସିଛି ଜଙ୍ଗଲ । ଯାହା ଫଳରେ ବନ୍ୟ ଜନ୍ତୁୁ ଗାଁ ଓ ସହର ମୁହାଁ ହେବାରେ ଲାଗିଛନ୍ତି । ତେବେ ଅନେକ ଦୁର୍ଘଟଣାର ଶିକାର ହୋଇ ମରଣ ମୁହଁରେ ପଡୁଛନ୍ତି । ଭୁବନ ଥାନା ଜାତୀୟ ରାଜପଥ ୫୩ରେ ବିଭିନ୍ନ ସମୟରେ ଭାଲୁ, ସିଆଳ, ଏପରିକି ଅନେକ ପଶୁ ଗାଡି ଧକ୍କାରେ ଜୀବନ ହରାଉଛନ୍ତି । ଏହି କ୍ରମରେ ଗୁରୁବାର ରାତିରେ ଭୁବନ ଥାନା ଭୁଷଳ ମଠ ନିକଟରେ […]

ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ମହାପ୍ରଭୁଙ୍କ ଦିବା ପହୁଡ଼ ବନ୍ଦ; କାର୍ତ୍ତିକ ନୀତିକୁ ୧୫ ଦିନ ବିତିଲା, ନୀତିରେ ଆସିଲାନି ଶୃଙ୍ଖଳା

ପୁରୀ : ଶ୍ରୀମନ୍ଦିରରେ ଚାଲିଛି କାର୍ତ୍ତିକ ନୀତିକାନ୍ତି। ଯେହେତୁ ‌ଏହି ମାସରେ ଭକ୍ତଙ୍କ ଭିଡ଼ ଲାଗେ ଏବଂ କାର୍ତ୍ତିକ ବ୍ରତଧାରୀ ବି ଦର୍ଶନ ପାଇଁ ଆସିଥା’ନ୍ତି, ସେ ଦୃଷ୍ଟିରୁ କାର୍ତ୍ତିକ ନୀତିକାନ୍ତି ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। କିନ୍ତୁ, ଏହାର ଅନୁପାଳନ ହେଉନାହିଁ। ଫଳସ୍ବରୂପ କାର୍ତ୍ତିକ ନୀତିକାନ୍ତିକୁ ୧୫ ଦିନ ବିତିଲାଣି, କିନ୍ତୁ ନୀତିକାନ୍ତିରେ ଶୃଙ୍ଖଳା ଆସିପାରୁନି। ଯେଉଁଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ହେବା ସହ ଭକ୍ତଙ୍କ ବି ମହାପ୍ରଭୁଙ୍କ […]

ଅପରାଧ ରାଜ୍ୟ

ସକାଳୁ ସକାଳୁ ମାତିଲେ ଲୁଟେରା, ଘରେ ପଶି ଲୁଟିନେଲେ ୧୮ ଲକ୍ଷରୁ ଅଧିକ ଟଙ୍କା

କଟକ ୨୧/୧୦: କଟକରେ ମାତିଲେ ଡକାୟତ । ମହାନଦୀ ବିହାରରେ ବଡ ଧରଣର ଡକାୟତି ହୋଇଛି । ସକାଳୁ ସକାଳୁ ଘରେ ପଶି ଡକାୟତମାନେ ଲୁଟିନେଇଛନ୍ତି ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ହଠାତ୍ ଡକାୟତମାନେ ମହାନଦୀ ବିହାରରେ ରହୁଥିବା ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଥିଲେ । ମାରଣାସ୍ତ୍ର ଦେଖାଇ ଲୁଟ୍‌ପାଟ ଆରମ୍ଭ କରିଥିଲେ । ଦୀପ୍ତିରଞ୍ଜନ ଏହାକୁ ବିରୋଧ କରିବାକୁ ତାଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଡକାୟତ । ଫଳରେ ଡକାୟତଙ୍କ ଆକ୍ରମଣରେ ଦୀପ୍ତିରଞ୍ଜନ […]

ଅପରାଧ ରାଜ୍ୟ

ମାଲକାନଗିରି ପୋଲିସକୁ ସଫଳତା, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି ୨୧/୧୦: ମାଲକାନଗିରି ଜିଲ୍ଲାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡରେ କମିଂ ଅପରେସନ ଚାଲିଥିବା ବେଳେ ଛତିଶଗଡ ଦରଭା ମାଓ ସଂଗଠନର ଏକ ଡମ୍ପକୁ ଖୋଜି ବାହାର କରିଥିଲେ ସୁରକ୍ଷା କର୍ମୀ । ଯାହା ମଧ୍ୟରେ ରହିଛି ବିପୁଳ ପରିମାଣର ବିସ୍ଫୋରକ ସହ ଦୁଇଟି ବନ୍ଧୁକ, ଛଅଟି ଲ୍ୟାଣ୍ଡମାଇନ, ଗୋଟିଏ ଲାପଟପ ଓ ମାଓବାଦୀଙ୍କ ପୋଷାକ ଓ ପ୍ରଚାର ପତ୍ର । ବିଏସଏଫ ଓ ଏସଓଜି ବାହିନୀର […]

ଅପରାଧ ରାଜ୍ୟ

ସତ ଓଗାଳିବେ ଲେଡି ବ୍ଲାକମେଲରଙ୍କ ସ୍ୱାମୀ, ଜଗବନ୍ଧୁଙ୍କୁ ଉଠାଇ ନେଇ ପୋଲିସର ଜେରା

ଭୁବନେଶ୍ୱର ୨୧/୧୦: ଭୁବନେଶ୍ୱର ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ୍‌ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍‌ଙ୍କୁ ଉଠାଇନେଇ ଜେରା କରୁଛି ପୋଲିସ । ସକାଳୁ ସକାଳୁ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉଠାଇ ଆଣିଛି ଥାନାକୁ । ଏହା ପୂର୍ବରୁ ମଧ୍ୟ ଥରେ ଜଗବନ୍ଧୁଙ୍କୁ ପୋଲିସ ପଚରା ଉଚରା ପରେ ଛାଡି ଦେଇଥିଲେ । ଅଣ୍ଡରଟେକିଂ ଲେଖି ପୋଲିସ ଜଗବନ୍ଧୁଙ୍କୁ ଛାଡିଥିଲେ । ସୂଚନା ଥାଉକି, ଅର୍ଚ୍ଚନା ନାଗ୍‌, ଖଗେଶ୍ୱର ଓ ଜଗବନ୍ଧୁଙ୍କ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୧/୧୦: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୨ ବର୍ଷ ବୟସ ମଧ୍ୟରେ ୫ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୫୭ ୫୧କୁ ବୃଦ୍ଧି ପାଇଛି । ଏନେଇ […]