ବାପାଙ୍କୁ ଛୁରାମାଡ଼ କରି ପୁଅ ଫେରାର: ଡାକ୍ତରଖାନାରେ ପୀଡ଼ିତଙ୍କ ମୃତ୍ୟୁ
ଆସିକା: ପାରିବାରିକ କଳହକୁ ନେଇ ଏକ ପରିବାରରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲା ଆସିକା ଥାନାର ପଢ଼ାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଘରୋଇ ଗଣ୍ତଗୋଳ କାରଣରୁ ନିଜ ବାପାଙ୍କୁ ଛୁରାମାଡ଼ କରି ଚମ୍ପଟ ମାରିଛି ପୁଅ। ପରେ ଡାକ୍ତରଖାନାରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୪)ଙ୍କ ମଧ୍ୟରେ […]