ବାଟବଣା ‘ଅନ୍ବେଷା’ ଯୋଜନା: ପିଲାଙ୍କ ପଢ଼ା ଖର୍ଚ୍ଚ ୪.୧୯ କୋଟି, ମାର୍କ ରଖୁଛନ୍ତି ୧୨ରୁ ୨୦ ପ୍ରତିଶତ
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସଂପୂର୍ଣ୍ଣ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନ୍ବେଷା’। ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍ ୨୨୬୪ ପିଲା ୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ହିସାବ ଦିଆ ଯାଉଛି। ଯାତାୟତ, ରହିବା ଓ ଖାଇବାକୁ ଛାଡି, ପାଠପାଇଁ ଜଣେ ପିଲା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏପରି ଭାବେ ପାଠପଢ଼ା ବାବଦରେ ବର୍ଷକୁ ସରକାରୀ […]
