ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର ୨୮।୧୦: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ତାଙ୍କ ବାସଭବନ , ଅଫିସ ଏବଂ ସଂପର୍କୀୟଙ୍କ ଘର ସାମିଲ […]

ଅପରାଧ ରାଜ୍ୟ

ମାତିଲେ ଦୁର୍ବୃତ୍ତ, ଗାଁରେ ସିରିଜ ଚୋରି: ଏକା ସମୟରେ ୬ଟି ପରିବାରର ଦୁଆର ତାଡି ଲୁଟ୍

ସୋରୋ ୨୮/୧୦: ଗୋଟିଏ ଗ୍ରାମରେ ସିରିଜ ଚୋରି । ବାଲେଶ୍ଵର ଜିଲ୍ଲା ଖଇରା ଥାନା ରୁଢ଼ିଙ୍ଗିଆ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ଗ୍ରାମରେ ୬ ଟି ପରିବାର ଘରେ ୧୫ରୁ ଅଧିକ ଚୋର ଘରର ଦୁଆର ତାଡି ଚୋରି କରିନେଇଥିବା ନେଇ ଅଭିଯୋଗ । ଗ୍ରାମର ଗତକାଲି ବିଳମ୍ବିତ ରାତିରେ ରାଜୁ ନାୟକ, ବାସନ୍ତି ବରାଳ, କୈଳାସ ବରାଳ, ପ୍ରଫୁଲ୍ଲ ଘଡେଇ, ଶିବ ଘଡେଇ, ମହିନ୍ଦ୍ର ବରାଳଙ୍କର ଘରେ ଚୋରି ହୋଇଥିବା ନେଇ ଦେଖିବାକୁ ମିଳିଛି । […]

ଅପରାଧ ରାଜ୍ୟ

ବନ୍ଦ୍ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ସୁନା

ଖଲ୍ଲିକୋଟ ୨୮/୧୦: ଛତ୍ରପୁର ଥାନା ଅଧିନ ୧୨ନଂ ୱାର୍ଡ ଚନ୍ଦ୍ରଶେଖର ନଗରର ଏକ ଘରୁ ଚୋରି ଘଟଣାରେ ଛତ୍ରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଚନ୍ଦ୍ରଶେଖର ନଗରରେ ଏକ ଭଡା ଘରେ ରହୁଥିବା ଗୋପୀନାଥ ଦାସ ନିଜ ଘର ତାଲା ପକାଇ ନିଜ ଗାଁକୁ ଯାଇଥିଲେ । ତେବେ ଘର ତାଲା ଭାଙ୍ଗି କିଛି ଦୁର୍ବୁତ୍ତ ଘରୁ ୩ଟି ସୁନା ମୁଦି, ଗୋଟାଏ ନେକଲେସ୍, ୨ଟି ଚେନ୍, ଗୋଟାଏ କାନଫୁଲ, ଗୋଟାଏ ରୂପା […]

ଅପରାଧ ରାଜ୍ୟ

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ

ସୋର ୨୮।୧୦ : ଗଛରେ ଝୁଲୁଛି ମୃତଦେହ । ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ପଞ୍ଚାୟତ ଗଣ୍ଡତରା ଗାଁରେ ଘଟିଛି ଏପରି ଘଟଣା । ମୃତକ ଗାଁର ସୁଦାମ ମହାକୁଡ଼ଙ୍କ ପୁଅ ମାନସଙ୍କର ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମାନସ ହାଇଦ୍ରାବାଦ୍‌ରେ କାମ କରୁଥିଲେ । ଗତ ମାସ ହାଇଦ୍ରବାଦ୍‌ରେ ଜଣେ ସାଙ୍ଗର ହତ୍ୟା ହୋଇଥିଲା , ପରେ ତାଙ୍କ ମୃତଦେହ ନେଇ ମାନସ […]

ଅପରାଧ ରାଜ୍ୟ

ଗଁଦିଆ SBI ଏଟିଏମ ଭାଙ୍ଗି ଲୁଟ୍ ଘଟଣା: ଧରାପଡିଲେ ୩ ଅଭିଯୁକ୍ତ, ୪ ଫେରାର

ଭୁବନେଶ୍ୱର ୨୭/୧୦: ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ ହୋଇଛି । ଏଥିରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୪ ଅଭିଯୁକ୍ତ ଫେରାର ଅଛନ୍ତି । ସେଦିନ ରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ୨୨ ଲକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇଥିଲେ । ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର […]

ଅପରାଧ ରାଜ୍ୟ

ହରିଶ୍ଚନ୍ଦ୍ର ହରିଲୁଟ୍‌: ବଞ୍ଚିଥିବା ଲୋକଙ୍କୁ ବି ମାରିଦେଲେ!

କେନ୍ଦୁଝର : ହରିଶ୍ଚନ୍ଦ୍ର ଯୋଜନାରେ ମାତ୍ର ଦୁଇହଜାର ଟଙ୍କା ପାଇଁ ଜୀବିତ ମହିଳାଙ୍କୁ କାଗଜପତ୍ରରେ ମାରିଦେଇଛନ୍ତି। ତାଙ୍କ ନାମରେ ସହାୟତା ରାଶିକୁ ବି ଉଠାଇ ନେଇଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସଢ଼ା ପଞ୍ଚାୟତରେ ହୋଇଥିବା ହରିଶ୍ଚନ୍ଦ୍ର ହରିଲୁଟ୍‌ର ଏଭଳି ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ସଢ଼ା ପଞ୍ଚାୟତ ମିଠିଗାଁର ଅକ୍ଷୟ ସାହୁଙ୍କ ପତ୍ନୀ ମାଳତୀ ସାହୁ ବଞ୍ଚିଛନ୍ତି। ୨୦୨୦ ଡିସେମ୍ବର ୭ରେ ମାଳତୀଙ୍କ ମୃତ୍ୟୁ ହୋଇଯାଇଥିବା ଦର୍ଶାଯାଇଛି। ତାଙ୍କ ନାମରେ ହରିଶ୍ଚନ୍ଦ୍ର ସହାୟତା […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିବାଦରେ ବାହାର ରାଜ୍ୟର ୩ କୁଳପତି

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତ‌େବେ, ଶିକ୍ଷାନଗରୀ ବୁର୍ଲାରେ ଥିବା ଦୁଇ ବିଶ୍ବବିଦ୍ୟାଳୟ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌) ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ଥିବା ବାହାର ରାଜ୍ୟର ୩ ପ୍ରଫେସରଙ୍କ କାର୍ଯ୍ୟକାଳକୁ ନେଇ ଏବେ ବି ଚର୍ଚ୍ଚା ଥମିନାହିଁ। ଏହି ୩ କୁଳପତିଙ୍କ ସମୟରେ ଉଭୟ ବିଶ୍ବବିଦ୍ୟାଳୟରେ ଅନେକ ବିବାଦ ଉଠିଛି। ଏଥିପାଇଁ ବି ସେମାନଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। […]

ଅପରାଧ ରାଜ୍ୟ

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଜନତା ଦଣ୍ଡ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ହତ୍ୟା, ବୋମା ମାଡ଼, ଡକାୟତି, ଲୁଟ୍‌ ଭଳି ଆତଙ୍କ ରଚୁଥିବା ‌ଗୋଟିଏ ପରେ ଗୋଟିଏ ଦୁର୍ଦ୍ଦାନ୍ତ ଅପରାଧୀ ଜନତାଙ୍କ ହାତରେ ଜୀବନ ଦେଉଥିବା ଦେଖାଯାଇଛି। ଯେଉଁ କୁଖ୍ୟାତ ଅପରାଧୀମାନଙ୍କ ଭୟରେ ଜନତା ଦିନେ ଥରହର ହେଉଥିଲେ, ଶେଷରେ ସାହସ ସଞ୍ଚୟ କରି ସବୁଦିନ ପାଇଁ ସେହି ଜନତା ହିଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରାସ୍ତାରୁ ହଟାଇ ଦେଉଥିବା ଦେଖାଯାଉଛି। କେଉଁଠି ଜନତା ତ କେଉଁଠି ସଂପୃକ୍ତ ଅପରାଧୀଙ୍କ ସହଯୋଗୀ ହିଁ ମିଳିମିଶି ସେମାନଙ୍କୁ […]

ଅପରାଧ ରାଜ୍ୟ

ବାରିପଦା: ପୋଲ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ଦେଉଳି ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନାନୁସାରେ ଆଜି ସକାଳୁ ବାରିପଦା-ଦେଉଳି ରାସ୍ତାର କ୍ଷେତ୍ରପାଟଣା ପାଖ ମୋଡ଼ ତଳେ ମୋଟରସାଇକେଲ ସହ ଜଣେ ଯୁବକ ପଡିଥିବାର ଦେଖିବାକୁ ମିଳିଥିଲା। ଯୁବକ ଜଣକ ମୁହଁମାଡି ତଳେ ପଡିଥିବା ବେଳେ ତାଙ୍କ ନିକଟରେ ବାଇକ୍‌ଟି ପଡିଥିବାର ଦେଖିବାକୁ ମିଳିଛି। ଯୁବକ ଜଣକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା […]

ଅପରାଧ ରାଜ୍ୟ

ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଶିକାରୀ, ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଜବତ

ବାରିପଦା ୨୭/୧୦: ଶିମିଳିପାଳ ଅଭୟାରଣ୍ୟରୁ ବନ୍ଧାହେଲେ ଦୁର୍ଦ୍ଦାନ୍ତ ଶିକାରୀ ବାଇଗ ହୋ । ଶିମିଳିପାଳ ଅଭୟାରଣ୍ୟ ଜେନା ବିଲ ରେଞ୍ଜ ଚୌଧୁରୀଗଡ଼ ବିଟ ଅନ୍ତର୍ଗତ ଅନନ୍ତପୁର ଜଙ୍ଗଲରେ ବାଇଗ ହୋକୁ ବନବିଭାଗ କର୍ମଚାରୀ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ସହ ଗିରଫ କରିଛନ୍ତି । ତାଙ୍କଠାରୁ ୪ଟି ରଙ୍ଗର ବାରୁଦ ଏବଂ ୧୨୯୯ ଟି ଦେଶୀ ଗୁଳି ସହ ବନ୍ଧୁକ ଜବତ କରାଯାଇଛି । ବାଇଗ ସହ ଅନ୍ୟ ଶିକାରୀମାନେ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ସମୟରେ […]