ଏପ୍ରିଲ ୧୫ପର୍ଯ୍ୟନ୍ତ ବଢ଼ିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି
ନୂଆଦିଲ୍ଲୀ : ଏପ୍ରିଲ ୧୫ପର୍ଯ୍ୟନ୍ତ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି | ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହେପାଜତରେ ଥିବା ବେଳେ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା | ହାଜର କରାଯିବା ପରେ ଏବେ ତାଙ୍କର ହେପାଜତ ଅବଧି ବଢ଼ାଇ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ, ପଚରାଉଚରାରେ ସହଯୋଗ କରୁନଥିବା ଦାବି କରି ଇଡି ଆହୁରି ୧୫ଦିନ […]









