ନାଳରୁ ମିଳିଲା ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ, ସଭାକୁ ଯାଇ ଆଉ ଫେରିନଥିଲେ
ବାଂଶପାଳ ୩୧।୧୦ : ଗାଁ ନିକଟ ନାଳରୁ ଓ୍ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ । ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା ତଳଯାଗର ଗାଁର ଭଗବାନ ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ତଳଯାଗର ଗାଁର ୱାର୍ଡ ମେମ୍ବର ଭଗବାନ ଦେହୁରୀ ରବିବାର କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଇଥିଲେ। ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ସୋମବାର ସକାଳେ ତାଙ୍କ ମୃତଦେହ ଗାଁ […]
