ଅନଶନରୁ ଉଠିଲା ଜଟଣୀ ନାଗରିକ ମଞ୍ଚ, ପ୍ଲାଏ ଓଭର ବ୍ରିଜ୍ କାମ ବିଳମ୍ବ ନେଇ ଚାଲିଥିଲା ଆନ୍ଦୋଳନ
ଜଟଣୀ ୦୫।୧୧ : ଅନଶନରୁ ଉଠିଲା ଜଟଣୀ ନାଗରିକ ମଞ୍ଚ। ଜଟଣୀ ଫ୍ଲାଏ ଓଭର ବ୍ରିଜର କାମ ବିଳମ୍ବ ହେଉଥିବା ଯୋଗୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ନାଗରିକ କମିଟି ତରଫରୁ ଦୁଇ ଦିନ ଧରି ଚାଲିଥିବା ଆମରଣ ଶେଷ ହୋଇଛି । ଜ଼ିଲ୍ଲା ପ୍ରଶାସନ ତରଫରୁ ପ୍ରତିଶୃତି ମିଳିଲା ପରେ ଅନଶନକୁ କିଛିଦିନ ପାଇଁ ସ୍ଥଗିତ ରଖାଯାଇଛି l ଖବର ଅନୁଯାୟୀ, ଆନ୍ଧ୍ରବ୍ୟାଙ୍କ ଛକ ଠାରୁ କୁଦିଆରୀ ବଜ଼ାର ପର୍ଯ୍ୟନ୍ତ ସାତ ବର୍ଷ ଧରି […]

