ରାଜ୍ୟ ସ୍ପେଶାଲ ରିପୋର୍ଟ

ଜମୁଛି ବାଲିଯାତ୍ରା: କିଣାବିକା ବୁଲାବୁଲି ସହ ଲେଜର ଲାଇଟ୍ ସୋ’ର ମଜା ନେଉଛନ୍ତି ଦର୍ଶକ

କଟକ, ୧୨/୧୧: ଚଳିତବର୍ଷ ବାଲିଯାତ୍ରାର ଶୁକ୍ରବାର ଦେଖିବାକୁ ମିଳିଥିଲା ସବୁଠାରୁ ବଡ ଭିଡ଼ । ଯାତ୍ରାର ଚତୁର୍ଥ ଦିନରେ ଆଜି ପ୍ରାୟ ୫ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଛି । ଦିନରୁ ରାତି, ଉପରପଡ଼ିଆରୁ ତଳ ପଡ଼ିଆ ଜାମ୍‌ ରହିଲା । ଯେତିକି ବାହାରୁଥିଲେ ତା’ଠାରୁ ଢେର ଗୁଣରେ ଲୋକେ ପଶୁଥିଲେ । ବିଶେଷ କରି ତଳପଡ଼ିଆରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା । ସବୁଦିନ ପରି ସକାଳୁ ମହାନଦୀ ପଠାରୁ ଶୁଭିଥିଲା ଭଜନ ଓ ସଂକୀର୍ତ୍ତନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ଥରାଇବ ଶୀତ, ରାଜ୍ୟରେ ୪ ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ୱର ୧୨।୧୧ : ରାଜ୍ୟରେ ଆସନ୍ତା ୧୪ ତାରିଖ ସୋମବାରରୁ ଶୀତ ବଢ଼ିବ । ପାରଦ ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ। ଉପକୂଳରେ ଏବେ ଶୀତ କମ୍‌ ରହୁଛି । ଆଗକୁ ଉପକୂଳରେ ବି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଶୁକ୍ରବାର ବୌଦ୍ଧ ଓ ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟରେ ୧୪.୨, ଫୁଲବାଣୀରେ ୧୪.୫, ଭବାନୀପାଟଣାରେ ୧୫.୫, କେନ୍ଦୁଝରରେ ୧୬, ଝାରସୁଗୁଡ଼ାରେ […]

ମନୋରଞ୍ଜନ

୪୬ ବର୍ଷରେ ଟେଲି ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ, ଜିମ୍‌ରେ ୱାର୍କଆଉଟ୍ ବେଳେ ଆସିଲା ହାର୍ଟ ଆଟାକ୍

ମୁମ୍ବାଇ: ଜିମରେ ବ୍ୟାୟାମ କରୁଥିବାବେଳେ ହେଲା ହୃଦଘାତ | ଆଉ ଏଥିରେ ଚାଲିଯାଇଛି ଆଉ ଜଣେ ଅଭିନେତାଙ୍କ ଜୀବନ | ଟିଭି ଇଣ୍ଡଷ୍ଟ୍ରିର ଆଉ ଜଣେ ଅଭିନେତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ଟେଲି ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି | ଆଉ ମୃତ୍ୟୁବେଳକୁ, ତାଙ୍କୁ ୪୬ ବର୍ଷ ହୋଇଥିଲା। ଜିମରେ ବ୍ୟାୟାମ କରୁଥିବା ସମୟରେ ସେ ହଠାତ୍ ପଡିଯାଇଥିଲେ । ଆଉ ଅଭିନେତାଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତ୍ତି କରାଯାଇଥିଲା | ତେବେ […]

ଦେଶ ବିଦେଶ

ସେତେବେଳେ ବି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ : ସଂଜୟ ରାଉତ

ମୁମ୍ବାଇ : ପାତ୍ରା ଚାୱଲ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇଥିବା ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ବିଜେପି ଶିବସେନା ସହିତ ହୋଇଥିବା ପୂର୍ବ ବୁଝାମଣାକୁ ସମ୍ମାନ ଦେଇଥାନ୍ତା ତେବେ ସେତେବେଳେ ବି ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଇଥାନ୍ତା । ବିଜେପି ଶିବସେନାକୁ ଦୁଇଭାଗ କରିଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆମେ ବିଜେପି ସହିତ […]

ସ୍ୱାସ୍ଥ୍ୟ

କୋଲେଷ୍ଟ୍ରଲ: ଏହି ଫୁଡକୁ କରନ୍ତୁ ଡାଏଟରେ ସାମିଲ, କୋଲେଷ୍ଟ୍ରଲ କମ୍ କରିବାରେ ମିଳିବ ଫାଇଦା

କୋଲେଷ୍ଟ୍ରଲ ଏକ ପଦାର୍ଥ ଯାହା ବ୍ଲଡରେ ମିଳିଥାଏ । ଯଦିଓ ବଡିକୁ ହେଲ୍ଦି ସେଲ୍ସ ପାଇଁ କୋଲେଷ୍ଟ୍ରଲର ଆବଶ୍ୟକତା ରହିଥାଏ କିନ୍ତୁ ହାଇ ଲେବଲ କୋଲେଷ୍ଟ୍ରଲରେ ହାର୍ଟ ସମ୍ବନ୍ଧିତ ସମସ୍ୟାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲରେ ରଖିବା ବହୁତ ଜରୁରି । ଏଭଳି କ୍ଷେତ୍ରରେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ କାରଣ ଆମେ ଆପଣଙ୍କୁ ଜଣାଇବୁ କି କୋଲେଷ୍ଟ୍ରଲ କମ୍ କରିବା ପାଇଁ କେଉଁ କେଉଁ ଜିନିଷ ସେବନ କରିବା ଉଚିତ୍ […]

ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

କେନ୍ଦ୍ର ସରକାରଙ୍କ ପିଜିଆଇ ରିପୋର୍ଟ: ଦିଲ୍ଲୀ ସମକକ୍ଷ ହେଉଛି ଓଡ଼ିଶା

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନ୍‌ଡେକ୍ସ(ପିଜିଆଇ)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ମୂଲ୍ୟାୟନ ଓ ଗଭର୍ଣ୍ଣାନ୍ସ ପରି ୫ଟି ବିଷୟକୁ ନେଇ କରାଯାଇଥିବା ମୂଲ୍ୟାୟନରେ ଗତଥର ତୁଳନାରେ ୪ଟି ସ୍ଥାନ ଉପରକୁ ଉଠିଛି। କାରଣ ୨୦୧୯-୨୦ରେ ଓଡ଼ିଶା ୧୪ତମ ସ୍ଥାନରେ ଥିବା ବେଳେ ୨୦୨୦-୨୧ରେ ୧୦ମ ସ୍ଥାନରେ ରହିଛି। […]

ଅପରାଧ ରାଜ୍ୟ

STF ପଞ୍ଝାରେ ବାଘ ଛାଲ ବେପାରୀ, କଳାରପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର ୦୫।୧୧ : ଏସ୍‌ଟିଏଫ୍‌ ପଞ୍ଝାରେ ବାଘ ଛାଲ ବେପାରୀ । ବାଘ ଛାଲ ବ୍ୟବସାୟୀ ଭଗବତ ଗିରଫ । ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ । ଭାଗବତ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା । ଏନେଇ ଅଧିକ ଖୋଲତାଡ଼ କରୁଛି ଏସ୍‌ଟିଏଫ୍‌ । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍‌ । କେବଳ […]

ଅପରାଧ ରାଜ୍ୟ

କିଏ ଲଗାଇଲା ଦୋକାନରେ ନିଆଁ ? ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ନୀଳଗିରି ୦୫।୧୧ : ଦୋକାନ ଗୃହରେ ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଯୋଧ୍ୟା ଅଞ୍ଚଳରେ ଏପରି ଘଟଣା ଘଟିଛି । ଖବର ଅନୁଯାୟୀ, ଏହି ଅଞ୍ଚଳରେ ଥିବା ସନ୍ତୋଷ ଦାସଙ୍କ ଭେରାଇଟି ଷ୍ଟୋରରେ ଶୁକ୍ରବାର ମଧ୍ୟ ରାତ୍ରରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ସଉଦା ଓ ଭେରାଇଟି ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଲକ୍ଷାଧିକ […]

ଅପରାଧ ରାଜ୍ୟ

ତିହିଡ଼ିରେ ନିର୍ବାଚନୀ ହିଂସା: ବାପ-ଝିଅ ଗୁରୁତର, ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି

ଭୁବନେଶ୍ବର: ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ସରିବା ପରେ ବି ନିର୍ବାଚନୀ ହିଂସା ଥମିବାର ନାମ ନେଉନାହିଁ। ବିଳମ୍ବିତ ରାତିରେ ତିହିଡ଼ି ବ୍ଲକର ତଳ ଗୋପବିନ୍ଧା ଗାଁରେ ସଂଘବଦ୍ଧ ଆକ୍ରମଣର ଖବର ମିଳିଛି। ଏହାଫଳରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏମାନେ ସଂପର୍କରେ ବାପା ଝିଅ। ଉଭୟଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ଦେଇଥିବା ଯୋଗୁ ଅନ୍ୟ ଦଳର କର୍ମୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ […]

ଅପରାଧ ରାଜ୍ୟ

୧୩ ଦାଦନ ଶ୍ରମିକ ଉଦ୍ଧାର, ଚାଲାଣରେ ଜଣେ ଶିକ୍ଷକ ସାମିଲ !

ବଲାଙ୍ଗୀର ୦୫।୧୧: ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର, ଏମାନଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ। ବଲାଙ୍ଗୀର ସହରରୁ ଏମାନଙ୍କୁ ଉଦ୍ଧାର କରିଛି ଟାଉନ୍ ପୋଲିସ । ଖବର ଅନୁଯାୟୀ, ଏକ ଘରୋଇ ବସରେ ପାଇକମାଲରୁ ବ୍ରହ୍ମପୁର ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣେ ସରକାରୀ ଶିକ୍ଷକ ଦାଦନ ଚାଲାଣ କରୁଥିବା ନେଇ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣଙ୍କ ଘୁଷୁରାମୁଣ୍ଡା ଅଞ୍ଚଳର ଏକ ସରକାରୀ ସ୍କୁଲରେ କାର୍ଯ୍ୟରତ […]