ମାନୁ ନାହାନ୍ତି ସରକାରୀ ନିୟମ, ଅଧିକ ପ୍ରଦୂଷଣକାରୀ କାରଖାନାକୁ ଅନୁକମ୍ପା!
ରାଉରକେଲା: ଗତ ୫ ଦିନ ତଳେ ପ୍ରଦୂଷଣ ନିୟମ ଖିଲାପକାରୀ ଦୁଇ ସ୍ପଞ୍ଜ ଆଇରଖାନାକୁ ସିଲ୍ କରାଯାଇଛି। ଅନ୍ୟ କିଛି ସ୍ପଞ୍ଜ କାରଖାନାକୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଏମିତି ମାଳ ମାଳ ସ୍ପଞ୍ଜ ଆଇରନ କାରଖାନା ଅଧିକ ପ୍ରଦୂଷଣ ସୃଷ୍ଟି କରୁଛନ୍ତି। ପ୍ରଦୂଷଣ ବିଭାଗ ଏମାନଙ୍କୁ କେବଳ ନୋଟିସ୍ ଜାରି କାମ ସାରି ଦେଉଛନ୍ତି। ସେମିତି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ବରଂ ପରୋକ୍ଷରେ ସେମାନଙ୍କୁ ବିଭାଗୀୟ ଅଧିକାରୀମାନେ ଅନୁକମ୍ପା ଦେଖାଉଥିବା […]









