ଥରୁଛି ଓଡ଼ିଶା, ସେମିଳିଗୁଡ଼ାରେ ୮ ଡିଗ୍ରି; ୧୦ ଡିଗ୍ରି ତଳେ ୪ ସହର
ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରବଳ ଶୀତ ପ୍ରବାହ ଜାରି ରହିଛି। ଗତକାଲି ରାତିରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଓ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଏହାପରେ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୯.୫ଡିଗ୍ରି, କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୯.୬ ଡିଗ୍ରି, ଦାରିଙ୍ଗବାଡ଼ି, କୋରାପୁଟ ଓ କେନ୍ଦୁଝର ସହରରେ ୧୦ ଡିଗ୍ରି, ଭବାନୀପାଟଣାର […]









