ରାଜ୍ୟ

ମୟୂରଭଞ୍ଜ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି: ଝୁଲୁଥିବା ଆସନ କାହା ଝୋଲିରେ

ବାରିପଦା: ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ସହିତ ୫ ବିଧାନସଭା ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ବାକି ରହିଛି ବାଙ୍ଗିରିପୋଷି, ସାରସକଣା, ରାଇରଙ୍ଗପୁର ଓ କରଞ୍ଜିଆ ଆସନ। ଏଯାଏ ଟିକେଟ୍‌ ପାଇନଥିବା ଉଭୟ ଦଳର ପ୍ରମୁଖ ନେତାଙ୍କ ନଜର ବର୍ତ୍ତମାନ ଏହି ୪ ଆସନ ଉପ‌ରେ ରହିଛି। କାଳେ ଏହି ଆସନ ମଧ୍ୟରୁ କେଉଁଠୁ ଗୋଟିଏ ମିଳିଯିବ, ସେ ଆଶାରେ ନିରାଶ ନେତାଙ୍କ ସମର୍ଥକମାନେ ମଧ୍ୟ ନିରବ ରହିଛନ୍ତି। ଏଯାଏ […]

ରାଜ୍ୟ

ପୁରୀ ଚକ୍ରତୀର୍ଥ ରୋଡଠାରେ ଅଜଣା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା ସନ୍ଦେହ, ତଦନ୍ତ ଆରମ୍ଭ କଲା ପୁଲିସ୍

ପୁରୀ: ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ରକୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ,ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିଙ୍କ ବେକ କାଟି ହତ୍ୟା ବିଭତ୍ସ ଭାବେ କରାଯାଇଛି। ଚକ୍ରବର୍ତ୍ତୀ ରୋଡ୍ ଲେପ୍ରସି କଲୋନୀ ନିକଟରେ ମୃତକଙ୍କ ମୃତ ଦେହ ପଡ଼ି ରହିଛି। ମୃତ ଦେହର ହାତ,ବେକ, ମୁଣ୍ଡରେ କଟାଦାଗ ରହିଛି। ଘଟଣା ସ୍ଥଳୀରେ ସମୁଦ୍ରକୂଳ ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟକ୍ତି ଜଣଙ୍କ କିଏ ତାଙ୍କ ନାଁ କଣ […]

ରାଜ୍ୟ

ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ବର: ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ନିଜ ଇସ୍ଥଫା ପତ୍ରକୁ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି। ଦୀର୍ଘ ୨୩ ବର୍ଷ ଧରି ବିଜେପିରେ ଥିବା ଭୃଗୁ ରାଜ୍ୟ ବିଜେପିର କାର୍ଯ୍ୟ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା। ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ କୌଣସି ସକ୍ରିୟ ଭୂମିକାରେ ନ ଥିଲେ। ଗତ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଳଢ଼ିଥିଲେ।ନିଜ […]

ରାଜ୍ୟ

ମା ଡାକେଶ୍ୱରି ମନ୍ଦିର ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ମା ଡ଼ାକେଶ୍ୱରି ଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା। ଦର୍ଶନ କରି ଆଶୀର୍ବାଦ ପ୍ରାର୍ଥନା କଲେ।”ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁପର ଷ୍ଟାର”,ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ , ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବା ସୌଭାଗ୍ୟ ଜନକ ଓ ସହାୟକ ମଧ୍ୟ। ଛେଣ୍ଡିପଦା ବିଧାନ ସଭା ରୁ ବିଜେପି ରୁ ଟିକେଟ ପାଇ ଖୁସି ବ୍ୟକ୍ତ କରିଛନ୍ତି […]

ରାଜ୍ୟ

ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡ଼ି ପକ୍ଷରୁ ନୂଆ ଦାୟିତ୍ବ

ଭୁବନେଶ୍ବର: ବିଜେଡ଼ି ପକ୍ଷରୁ ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବିଜେଡ଼ି ରାଜ୍ୟ ଉପସଭାପତି ଦାୟିତ୍ବ ସହିତ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ କରାଯାଇଛି। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ରାଜ୍ୟ ସଭାପତିଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ପତ୍ରରେ ଉଲ୍ଲେଖ କରାଯାଇଛି।

ରାଜ୍ୟ

ତତଲା କଡ଼େଇରେ ଓଡ଼ିଶା, ୬ ତାରିଖ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା

ଭୁବନେଶ୍ବର: ଖରାଦିନ ଆରମ୍ଭ ହେବା ସହିତ ଓଡ଼ିଶା ଏବେ ତତଲା କଡ଼େଇ ପାଲଟିଛି। ମଙ୍ଗଳବାର ମାର୍ଚ୍ଚ ୨ରେ ରାଜ୍ୟର ୭ ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏପରି ହେଲେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ […]

ଦେଶ ବିଦେଶ

କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଳୀ: ଦିଲ୍ଲ ହାଇକୋର୍ଟ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିବେ। ତାଙ୍କ ଆବେଦନରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ହେପାଜତକୁ ଚ୍ୟାଲେଞ୍ଜ କରିଛନ୍ତି ଏବଂ ମଧ୍ୟବର୍ତ୍ତୀକାଳୀନ ସହାୟତା ଲୋଡିଛନ୍ତି। ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ ହୋଇଛି ରହିଛି ଏବଂ ସକାଳ ୧୦.୩୦ ପରେ ଏହର ଶୁଣାଣି କରାଯିବ।କେଜ୍ରିୱାଲଙ୍କ ଆବେଦନର ଉତ୍ତରରେ ଇଡି ମଙ୍ଗଳବାର ଏକ ଲମ୍ବା ଉତ୍ତର ଦାଖଲ କରି ଦାବି କରିଛି ଯେ ଅ‌ାପ୍‌ ସୁପ୍ରିମୋ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଶ୍ବସ୍ତି: ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲା ଆୟକର ବିଭାଗ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଆଜି ବଡ଼ ଆଶ୍ବସ୍ତି ମିଳିଛି। ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ଆୟକର ବିଭାଗ ଦଳଠାରୁ ୩୫୦୦ କୋଟିରୁ ଅଧିକ ଟିକସ ରାଶି ଆଦାୟ କରିବ ନାହିଁ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆଜି ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଉକ୍ତ ଟିକସ ଦାବି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୨୪ରେ କରିବାକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଆୟକର ବିଭାଗ ପକ୍ଷରୁ ୩୫୬୭ କୋଟି ଟଙ୍କାର ଟିକସ ପୈଠ ନୋଟିସ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଥମେ ନିଜ ଶାଢ଼ି ଜାଳିଦିଅ: ହସିନା

ଢାକା: ବାଂଲାଦେଶର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ଭାରତ ବହିଷ୍କାର ଅଭିଯାନ ଚଳାଇଛି। ଭାରତ ପ୍ରସ୍ତୁତ ସାମଗ୍ରୀର ବର୍ଜନ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ବହିଷ୍କାର କରିବାକୁ ଲୋକଙ୍କୁ ମତାଉଛି। ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଖେଖ୍‌ ହସିନା ଭାରତ ସପକ୍ଷରେ ଠିଆ ହୋଇ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ବିରୋଧୀ ଅଭିଯାନ ଚଳାଇଥିବା ବିଏନ୍‌ପି ନେତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି ଯେ ଯଦି ସେମାନେ ବାସ୍ତବରେ ଭାରତର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କେଜ୍ରିୱାଲଙ୍କ ନୂଆ ଠିକଣା ତିହାର ଜେ‌ଲ୍: ୨ ନମ୍ବର ଜେଲ୍‌ରେ ୧୧୨ ବର୍ଗଫୁଟ ପ୍ରକୋଷ୍ଠରେ ରହିବେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୨ ନମ୍ବର ତିହାର ଜେଲରେ ରହିବେ। ଭବିଷ୍ୟତରେ ତାଙ୍କୁ ଇଡି ରିମାଣ୍ଡରେ ନେବାର ସମ୍ଭାବନା ଥିବାରୁ ଆଜି ଦିଲ୍ଲୀସ୍ଥିତ ରାଉଜ ଏଭେନ୍ୟୁ ଅଦାଲତ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍‌ ପଠାଇ ଦେଇଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହେବ। ଏହା ପୂର୍ବରୁ କେଜ୍ରିୱାଲ ଜେଲ୍‌ରେ ରହିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଇଡି ରିମାଣ୍ଡ ଶେଷ ହେବା ପରେ କେଜ୍ରିୱାଲଙ୍କୁ ସ୍ବତନ୍ତ୍ର ବିଚାରପତି […]