ବିଧାନସଭାରୁ ଉଠିଲା କୋଭିଡ୍ କଟକଣା
ଭୁବନେଶ୍ବର : ବିଧାନସଭାରୁ କୋଭିଡ୍ କଟକଣା ଉଠାଇଦିଆଯାଇଛି। ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ୍ କଟକଣା ରହିବ ନାହିଁ। ଗୃହର ସଦସ୍ୟମାନେ ସ୍ବାଭାବିକ ଭାବେ ନିଜ ନିଜ ଆସନରେ ବସିବେ। ପ୍ରେସ୍ ଗ୍ୟାଲେରିରେ ସାମ୍ବାଦିକମାନେ ପୂର୍ବ ପରି ବସିପାରିବେ। ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଛି । ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏ ଗୃହକାର୍ଯ୍ୟ ଚାଲିବ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିଥିବା […]









