ମାଓବାଦୀଙ୍କ ମାରଣାସ୍ତ୍ର, ବିସ୍ଫୋରକ ଜବତ: ୭୫ପ୍ରକାର ସାମଗ୍ରୀ ଜବତ
ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଲକାନଗିରି ପୁଲିସକୁ ମିଳିଛି ବଡ଼ ସଫଳତା। ସୁରକ୍ଷା କର୍ମୀଙ୍କ ଉପରେ ହମ୍ଲା କରିବାକୁ ମାଓବାଦୀ ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିସ୍ଫୋରକ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଏସ୍ପି ନୀତୀଶ ୱାଧୱାନୀଙ୍କ ସୂଚନା ଅନୁସାରେ, ଗୋଟିଏ ଏସ୍ବିଏମ୍ଏଲ୍ ବନ୍ଧୁକ, ରାଇଫଲ ମାଉଣ୍ଟ ଟେଲିସ୍କୋପ୍, ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଲେଖାଏଁ ୭କିଲୋ, ୫କିଲୋ ଏବଂ ୩କିଲୋ ଓଜନର ଟିଫିନ ବୋମା, ଷ୍ଟିଲ ବକ୍ସରେ ଗୋଟିଏ ଅଢ଼େଇ କିଲୋ ଓଜନର ବୋମା, ଦେଢ଼ […]









