ଆଜି ବିଶ୍ବ ଏଡ୍ସ ଦିବସ: ଚିନ୍ତା ବଢ଼ାଇଲା ନୂଆ ଏଚ୍ଆର୍ଜି କ୍ଲଷ୍ଟର
ଭୁବନେଶ୍ବର : ରାଜ୍ୟରେ କିଛି ନୂଆ ଉଚ୍ଚ ସମ୍ବେଦନଶୀଳ ଗ୍ରୁପ୍(ଏଚ୍ଆରଜି) କ୍ଲଷ୍ଟର ଚିହ୍ନଟ ହୋଇଛି। ଗତ ୧ବର୍ଷ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସର୍ବେକ୍ଷଣ କରାଯାଇଥିଲା। ଏଚ୍ଆଇଭି/ଏଡ୍ସର ସମ୍ବେଦନଶୀଳତା ଦୃଷ୍ଟିରୁ ଏହା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି। ଜିଲ୍ଲାସ୍ତରରେ ଥିବା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି(ଓସାକ୍ସ)ର କମିଟି ଏହି କ୍ଲଷ୍ଟରର ବୈଧତା ବା ଭାଲିଡେସନ୍ ପରେ ଏହାକୁ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥା(ନାକୋ)କୁ ପଠାଯିବ। ୨୦୦୮ ମସିହା ପରେ ରାଜ୍ୟରେ ଏଭଳି ଏଚ୍ଆର୍ଜି କ୍ଲଷ୍ଟରର ସର୍ବେକ୍ଷଣ […]









