ହାତୀ ଭୟରେ କାନ୍ଧରୁ ଖସିଗଲା କାଠ, ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ
ତେଲକୋଇ ୦୧।୧୨ : ହାତୀ ଭୟରେ କାଠ ପକାଇଦେଲେ ସ୍ୱାମୀ । ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍ ପୁରୁଷୋତ୍ତମପୁର ଗାଁ ଭୁଦେଇବେରେଣା ସାହିରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରାଜେଶ ମୁଣ୍ଡା ଓ ସ୍ତ୍ରୀ ଜେମା ମୁଣ୍ଡା ଜାଳେଣୀ କାଠ ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଠ ନେଇ ଘରକୁ ଫେରୁଥିବା […]









