ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୯୬ ବର୍ଷ ବୟସରେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ, ଏହି ରୋଗରେ ଥିଲେ ପୀଡିତ

ବେଜିଂ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ୯୬ ବର୍ଷ ବୟସରେ ପରଲୋକ ଘଟିଛି। ଜୋମିନ କ୍ଲୁକେନିଆ ରୋଗରେ ପୀଡିତ ଥିଲେ। ଏହି କାରଣରୁ ତାଙ୍କ ଶରୀର ଅଙ୍ଗ ଅକାମୀ ହୋଇ ଯାଇଥିଲା। ଦୀର୍ଘ ଦିନର ଚିକିତ୍ସାପରେ ବୁଧବାର ତାଙ୍କର ଦେହାନ୍ତ ଘଟିଛି। ଜିୟାଙ୍ଗ ଜୋମିନଙ୍କୁ ୧୯୮୯ରେ ଚୀନର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା। ଏନଓ୍ଵାଇଟିର ରିପୋର୍ଟ ଅନୁସାରେ ୧୯୯୩ରେ କ୍ଷମତା ହାସଲ ପରେ ସେ ପ୍ରାୟ ଏକ ଦଶନ୍ଧି ଧରି ଚୀନର ରାଷ୍ଟ୍ରପତି ରହିଥିଲେ। ଜିୟାଙ୍ଗ […]

ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଛତୁ ତରକାରୀ ଖାଇ ଗୋଟିଏ ପରିବାର ୭ ଜଣ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ଉମରକୋଟ: ଶ୍ରାବଣରେ ଛତୁକୁ ଶୁଖାଇକି ରଖି ଖାଇଥିବା ଗୋଟିଏ ପରିବାର ୭ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣା ଘଟିଛ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନ ଅନ୍ତର୍ଗତ ଆଦିବାସୀ ପୂର୍ଲା ଗ୍ରାମରେ। ପୁର୍ଲା ଗ୍ରାମର ଗୋଟିଏ ଆଦିବାସୀ ପରିବାର ଶ୍ରାବଣ ମାସରେ ମିଳୁଥିବା ଛତୁକୁ ଶୁଖାଇ ରଖିଥିଲେ। ଏହି ପରିବାରର ଲୋକେ ଛତୁକୁ ତରକାରୀ କରି ଖାଇଥିଲେ। ଖାଇବା ସଂଗେ ସଂଗେ ସେମାନଙ୍କର ବାନ୍ତି […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ନିଜ ପସନ୍ଦର ବିବାହ କରିପାରିବେ ୧୫ ବର୍ଷ ବୟସ୍କ ମୁସଲିମ୍ ଝିଅ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୧୫ବର୍ଷରୁ ଅଧିକ ବୟସ୍କ ମୁସଲିମ୍ ଝିଅ ନିଜ ପସନ୍ଦର ବିବାହ କରି ପାରିବେ । ଏଥିରେ ପରିବାର ଲୋକ ତାଙ୍କୁ ଅବରୋଧ କରିପାରବେ ନାହିଁ । ଉଚ୍ଚ ଅଦାଲତରେ ଦାୟର ହୋଇଥିବା ମାମଲାରେ ମୁସଲିମ୍ ପର୍ସନାଲ ଲ’-ବୋର୍ଡକୁ ନଜରରେ ରଖି ଏହି ରାୟ ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ବିହାର ନଓ୍ବାଦା ଅଞ୍ଚଳର ୨୪ ବର୍ଷୀୟ ମହମ୍ମଦ ସୋନୁ ଝାଡ଼ଖଣ୍ଡ ଜାମସେଦପୁରର ଏକ ମୁସଲିମ୍ ଝିଅକୁ ପ୍ରେମ କରୁଥିଲେ […]

ଅପରାଧ ଦେଶ ବିଦେଶ

ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି। ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି। ମନ୍ତ୍ରଣାଳୟର ଟ୍ଵିଟର […]

ଅପରାଧ ରାଜ୍ୟ

କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍‌ ଓ ଘର ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସନ୍ଦେହରେ ଉକ୍ତ ବଜାରରେ ଥିବା ଅଭିଯୁକ୍ତର ୩ ବଖରା ଘରକୁ ପୁଲିସ ସିଲ୍‌ କରିବା ସତ୍ତ୍ବେ ଲୋକେ ଏହାର ଗେଟ୍‌ ଭାଙ୍ଗି ନିଆଁ ଲଗାଇ ଦେଇଥିଲେ। ହତ୍ୟାକାରୀ ବିରେନ ସାମଲ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

SC ପାଇଁ ଆଜି ଐତିହାସିକ ଦିନ, ତୃତୀୟ ଥର ବସିବ ପୂର୍ଣ୍ଣକାଳୀନ ମହିଳା ଖଣ୍ଡପୀଠ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ବହୁ ସଂଖ୍ୟାରେ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ବଲିଉଡର ଅନେକ ତାରକା ମଧ୍ୟ ଏହି ଯାତ୍ରାରେ ସାମିଲ୍ ହେଉଛନ୍ତି। ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଭାରତ ଯୋଡୋରେ ନିଜକୁ ସାମିଲ୍ କରାଉଛନ୍ତି। ଯାତ୍ରାକୁ ସଂପ୍ରତି ୮୨ ଦିନ ପୂରା ହୋଇ ସାରିଛି। ଏହି କ୍ରମରେ ୮୩ତମ ଦିନରେ ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ଏହି ଯାତ୍ରାରେ ସାମିଲ୍ ହୋଇଛନ୍ତି। ସ୍ଵରା ମଧ୍ୟ ପ୍ରଦେଶର ଉଜ୍ଜୈନ ଜିଲ୍ଲାରେ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପିଏଫଆଇକୁ ଝଟକା, ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଳୁରୁ: ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ପ୍ରତିବନ୍ଧକ ଚ୍ୟାଲେଞ୍ଜ ଆଦବେନ ଖାରଜ । କର୍ଣ୍ଣାଟକ ହାଇକୋର୍ଟ ମାମଲାର ଶୁଣାଣି କରି ଦାୟର ହୋଇଥିଲା ଆବେଦନକୁ ଖାରଜ କରିଛନ୍ତି । ପିଏଫଆଇ ସଦସ୍ୟ ନାସିର ପାସାଙ୍କ ଦ୍ବାରା ଉଚ୍ଚ ଅଦାଲତରେ ଦାୟର ହୋଇଥିଲା ଯାଚିକା। ଜଷ୍ଟିସ୍ ଏମ୍ ନଗପ୍ରସନ୍ନା ମାମଲାର ଶୁଣାଣି କରି ନିଷ୍ପତ୍ତି ଶୁଣାଇଛନ୍ତି । ସୂଚନା ଅନୁଯାୟୀ, ପପୁଲାର ଫଣ୍ଟ୍ ଅଫ ଇଣ୍ଡିଆର ସଦସ୍ୟ ଆତଙ୍କବାଦୀ ଗତିବିଧିରେ ସାମିଲ ଥିବା ନେଇ ଅଭିଯୋଗ ପରେ କେନ୍ଦ୍ର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିସେମ୍ବର ୧୪ରେ ପୁରୁଷ ଓ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ଆନ୍ଦୋଳନ, ଦାବି ପୂରଣ ନହେଲେ ୨୧ରୁ କାର୍ଯ୍ୟବନ୍ଦ ଚେତାବନୀ

ବିନିକା: ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ ତାରିଖରୁ ହେବାକୁ ଯାଉଛି ଆନ୍ଦୋଳନ। ଏଥିରେ ସାମିଲ ହେବାପାଇଁ ବିନିକାର ମହିଳା ବହୁମୁଖି ସ୍ବାସ୍ଥ୍ୟ କର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ବିନିକା ଡାକ୍ତରଖାନା ଅଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି l ଉକ୍ତ ୫ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ ରାଜପଥ-୫୫; ଅନୁଗୁଳର ଜୀବନରେଖା: ଚାରିବର୍ଷ ଗଡ଼ାଇଲେ, ସାରିବାକୁ ପୁଣି ବର୍ଷେ

ଅନୁଗୁଳ : ଅବିଭକ୍ତ ଅନୁଗୁଳ ଢେଙ୍କାନାଳ ଜିଲ୍ଲାର ‘ଜୀବନରେଖା’ କୁହାଯାଉଥିବା ୫୫ନମ୍ବର ଜାତୀୟପଥ ସାରିବାକୁ ଲାଗିବ ଆହୁରି ବର୍ଷେ। ଅଧା ଖଣ୍ଡିଆ କରି ଚାରିବର୍ଷ କାଳ ରାସ୍ତା କାମ ଗଡ଼ାଇଲା ପରେ ସରକାର ପୁଣି ଗୋଟିଏ ବର୍ଷର ସମୟ ନେଇଛନ୍ତି। ଆସନ୍ତା ୨୦୨୩ ମସିହା ସୁଦ୍ଧା ଜାତୀୟ ରାଜପଥ କାମ ସରିବାର ସମ୍ଭାବନା ରହିଛି ବୋଲି ସରକାର ବିଧାନସଭାରେ ଉତ୍ତର ରଖିଛନ୍ତି। କଟକ ଜିଲ୍ଲାର ମଙ୍ଗୁଳିଠାରୁ ଆରମ୍ଭ ହୋଇ ସମ୍ବଲପୁର ଯାଏ ଲମ୍ବିଥିବା ଏହି ଜାତୀୟ ରାଜପଥ […]

ଅପରାଧ ରାଜ୍ୟ

ରାସ୍ତା ପାର୍‌ ହେଉଥିଲା ମହିଳା , ଦ୍ରୁତଗାମୀ ବସ୍‌ ଧକ୍କାରେ ଚାଲିଗଲା ଜୀବନ

ଢେଙ୍କାନାଳ ୦୧।୧୨ : ବେପାରୁଆ ବସ୍‌ ଚାଳନା ନେଲା ମହିଳାଙ୍କ ଜୀବନ । ଢେଙ୍କାନାଳ କୁରୁଣ୍ଟି ଛକରେ ଜଣେ ମହିଳାଙ୍କ ଉପରେ ଚଢିଗଲା ଯାତ୍ରୀବାହୀ ବସ୍‌ । ଯାହାଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରି ବସିଛନ୍ତି ସ୍ଥାନୀୟଲୋକେ । ଖବର ଅନୁଯାୟୀ, ସ୍ଥାନୀୟ କୁରୁଣ୍ଟି ଗାଁରେ ତ୍ରିପୁର ସାହୁଙ୍କ ପତ୍ନୀ ଗାୟତ୍ରୀ ସାହୁ ରାସ୍ତା ପାର୍‌ ହେଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ନୀଳକଣ୍ଠ ନାମକ ବସ୍‌ […]