ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ASO ପରୀକ୍ଷା ଅନିୟମିତତା ମାମଲା, ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ରୋକ୍

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ ୦୨/୧୨: ଏଏସଓ ପରୀକ୍ଷା ପରିଚାଳନକୁ ନେଇ ଓପିଏସସି କର୍ତ୍ତୃପକ୍ଷଙ୍କୁ ପୁଣି ଲାଗିଛି ଅଦାଲତି ଝଟକା । ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଆଜି ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ହୋଇପାରିବ […]

ଅପରାଧ ଦେଶ ବିଦେଶ

ISRO ଗୁଇନ୍ଦାଗିରି ମାମଲା: ୪ଜଣଙ୍କୁ ଜାମିନ ଲାଗି କେରଳ ହାଇକୋର୍ଟଙ୍କ ଆଦେଶ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ ୨।୧୨: ସୁପ୍ରମକୋର୍ଟ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ୧୯୯୪ ଗୁଇନ୍ଦାଗିରି ମାମଲାରେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣଙ୍କୁ ଜାମିନ ପ୍ରଦାନ ନିମନ୍ତେ କେରଳ ହାଇକୋର୍ଟଙ୍କ ଆଦେଶକୁ ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ବରିଷ୍ଠ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ ଫଶାଇବା ଲାଗି ଏହି ଉଦ୍ୟମରେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣଙ୍କୁ କେରଳ ହାଇକୋର୍ଟ ଅଗ୍ରୀମ ଜାମିନ ମଞ୍ଜୁର କରିଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ.ଆର. ଶାହ ଓ ଜଷ୍ଟିସ୍ ସି.ଟି. ରବିକୁମାରଙ୍କ ପୀଠ ମାମଲାକୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କ ହେଉଛି ଦୁନିଆର ସବୁଠୁ ମହଙ୍ଗା ସହର, ଭାରତର ଏହି ୩ ସହର ଲିଷ୍ଟରେ ସାମିଲ୍

ନୂଆଦିଲ୍ଲୀ, ୨/୧୨: ନ୍ୟୁୟର୍କ ଦୁନିଆର ଏଭଳି ଏକ ସହର, ଯାହା ବିଷୟରେ କୁହାଯାଏ ଯେ ‘ସହର ଯାହା କେବେ ଶୁଏ ନାହିଁ’। ଅବଶ୍ୟ ଆମେରିକାର କେବଳ ଏହି ସହରର ନାଁ ହିଁ ପ୍ରସିଦ୍ଧ ନୁହେଁ। ୨୦୨୨ର ଦୁନିଆର ସବୁଠୁ ମହଙ୍ଗା ସହର ତାଲିକାରେ ଅନୁଯାୟୀ ଏହା ଦୁନିଆର ସବୁଠୁ ମହଙ୍ଗା ସହର। ଏହା ସହ ମିଳିତ ଭାବରେ ସିଙ୍ଗାପୁର ମଧ୍ୟ ଲିଷ୍ଟରେ ସମାନ ସ୍ଥାନରେ ରହିଛି। ଖାସ୍ କଥା ହେଉଛି ୧୭୨ ସହରର ଏହି ତାଲିକାରେ ଭାରତର […]

ଅପରାଧ ରାଜ୍ୟ

ପୋଲିସର ନିସ୍ତୁକ ମାଡ଼ରେ ବ୍ୟବସାୟୀ ଲହୁଲୁହାଣ, ଥାନାଧିକାରୀଙ୍କ ନାଁରେ ମାମଲା

ଫୁଲବାଣୀ ୦୨/୧୨: ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦେଶରେ କିଛି ପୋଲିସ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ ରେଡି ମେଡ଼ ଗାର୍ମେଣ୍ଟସ ବ୍ୟବସାୟୀ ସୁମନ୍ତ କୁମାର ସାହୁଙ୍କ ଘରେ ପଶି ଉଠାଇନେଇଥିଲେ । ଏମିତିକି ସାହି ଲୋକଙ୍କ ବାରଣ ସତ୍ତ୍ୱେ ତାଙ୍କୁ ଜୋର ଜବରଦସ୍ତ ଉଠାଇ ଗୋପାଳପୁର ଥାନାକୁ ନେଇ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, କହିଲେ ଆପଣମାନଙ୍କ ହକ୍‌ ପାଇଁ ମୁଁ ଲଢୁଥିବି

ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଝାରବନ୍ଧ ସଭାସ୍ଥଳରେ ପହଞ୍ଚି ବର୍ଷାଙ୍କ ପାଇଁ ଭୋଟ୍ ଅପିଲ୍ କରୁଛନ୍ତି । ଆଜି ଝାରବନ୍ଧ ସଭାସ୍ଥଳରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅଭିଭାଷଣ ଦେଇଥିଲେ । ପ୍ରଭୁ ନରସିଂହ ନାଥରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହାଇ କୋଲେଷ୍ଟ୍ରୋଲ ହେଲେ ବଢ଼ିପାରେ ଏହି ରୋଗର ଆଶଙ୍କା, ରୁହନ୍ତୁ ସାବଧାନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଅନେକ ସମୟରେ ଲୋକେ କୋଲେଷ୍ଟ୍ରୋଲ ସମସ୍ୟାକୁ ଗୁରୁତ୍ବ ଦେଇନଥାନ୍ତି। କିନ୍ତୁ କୋଲେଷ୍ଟ୍ରୋଲ ବଢ଼ିବା ଦ୍ବାରା ଆମ ଶରୀରରେ ଅନେକ ରୋଗର କାରଣ ହୋଇପାରେ। କୋଲେଷ୍ଟ୍ରୋଲ ଆମ ଶରୀରରେ ରକ୍ତରେ ରହିଥାଏ। ଅବଶ୍ୟ ଏହା ଆମ ଶରୀର ପାଇଁ ଆବଶ୍ୟକୀୟ ମଧ୍ୟ ହୋଇଥାଏ। […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧରାପଡ଼ିଲା ସିଦ୍ଧୁ ମୂସେଓ୍ବାଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ! କାଲିଫୋର୍ଣ୍ଣିଆରେ ଗୋଲ୍ଡି ବରାଡ଼ ରହିଥିବା ନେଇ ସୂଚନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଳୀ, ୨/୧୨: ପଞ୍ଜାବୀ ଗାୟକ ଏବଂ ରାଜନେତା ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାଷ୍ଟରମାଇଣ୍ଡ ଗୋଲ୍ଡି ବରାଡ଼କୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ଗୋଲ୍ଡି ବରାଡ଼କୁ କାଲିଫର୍ଣ୍ଣିଆରୁ ୨୦ ନଭେମ୍ବର […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଟିନଙ୍କ ସହ କଥା ହେବାକୁ ପ୍ରସ୍ତୁତ ବାଇଡେନ: ’ଯଦି ୟୁକ୍ରେନ ଯୁଦ୍ଧ ଶେଷ କରିବାକୁ ଚାହୁଛନ୍ତି’…

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ, ୨/୧୨: ଋଷକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବା ନେଇ ସଙ୍କେତ ଦେଇଛନ୍ତି ବାଇଡେନ। ଏହା ସହ ସେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଗୁରୁବାର ବାଇଡେନ […]

ଅପରାଧ ସ୍ପେଶାଲ ରିପୋର୍ଟ

ପୋଲତଳୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ। ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି। ଆଜି ସକାଳୁ ରାସ୍ତାକଡ଼ ଏକ ପୋଲ ତଳୁ ତାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ପୋଲ ଉପରୁ ମଦ ବୋତଲ ଓ ଗ୍ଲାସ ସହ ମୋବାଇଲ ପାୱାରବ୍ୟାଙ୍କ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିଦ୍ଧୁଙ୍କୁ ବଡ ଆଶ୍ଵସ୍ତି ? ଶୀଘ୍ର ଜେଲରୁ ମୁକୁଳି ପାରନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ଜେଲରୁ ଶୀଘ୍ର ମୁକୁଳି ପାରନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବୋଜତ ସିଂହ ସିଦ୍ଧୁ। ପାର୍କିଂ ବିବାଦରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ସିଦ୍ଧୁ ଏକ ବର୍ଷର ଜେଲ୍ ଦଣ୍ଡ ଭୋଗୁଛନ୍ତି। ତେବେ ଛଅ ମାସର ଦଣ୍ଡ ଭୋଗି ସାରିଥିବା […]