ସାନ୍ତାଳୀ ଭାଷା ଶିକ୍ଷକଙ୍କୁ ନିୟମିତ ଦାବି, ଭଦ୍ରକରୁ ନବୀନ ନିବାସ ଯାଏଁ ପଦଯାତ୍ରା
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭଦ୍ରକ ୦୬/୧୨: ସାନ୍ତାଳୀ ଭାଷା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଦାବିରେ ନବୀନ ନିବାସ କୁ ପଦଯାତ୍ରା । ମୟୁରଭଞ୍ଜର ସାନ୍ତାଳୀ ମୁଣ୍ଡାରୀ ଭାଷା ଶିକ୍ଷକ ସଂଘ ତରଫରୁ ଆୟୋଜିତ ପଦଯାତ୍ରା ଭଦ୍ରକ ଅତିକ୍ରମ କରିଛି । ୨୦୦୭ ମସିହାରେ ୧୦୦ଜଣ ଅଲଚିକି […]









