ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସମ୍ବଲପୁର ବିଶ୍ବବିଦ୍ୟାଳୟ: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ୬ ମାସ ପାଇଁ ବିଦାହେଲେ ଛାତ୍ର

ବୁର୍ଲା : ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ। କେତେଜଣ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରାଯାଇଛି। ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୬ ମାସ ପାଇଁ ଜଣେ ଛାତ୍ରଙ୍କୁ ବିଦା କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଶ୍ୱବିଦ୍ୟାଳୟ ଅଧୀନ ଫୁଡ୍ ସାଇନ୍ସ ବିଭାଗର କିଛି ଛାତ୍ରୀ ନିଜର ଅତିରିକ୍ତ କ୍ଲାସ୍‌ ସାରି ଛାତ୍ରାବାସକୁ ଫେରୁଥିବା ସମୟରେ ସୁଇଟ୍‌ ଅନ୍ତିମ ବର୍ଷର ଜଣେ ଛାତ୍ର ଉକ୍ତ ସେମାନଙ୍କୁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଜେ କରିଥିବା ନିୟମ ଭାଙ୍ଗିଛି ଉଚ୍ଚ ଶିକ୍ଷା ବିଭାଗ: ଜିଲ୍ଲା ପରିଷଦ ସଭ୍ୟ କଲେଜ ସଭାପତି!

କେନ୍ଦ୍ରାପଡ଼ା : କଲେଜ ପରିଚାଳନା ପରିଷଦର ସଭାପତି କୌଣସି ରାଜନୈତିକ ବ୍ୟକ୍ତିବିଶେଷ ରହିପାରିବେ ନାହିଁ ବୋଲି ସରକାର ନିୟମ କରିଛନ୍ତି। ଏ କଥା ବି ସ୍ପଷ୍ଟ କରିଛନ୍ତି ଯେ ସଭାପତି ହେବାର ଯୋଗ୍ୟତା କ’ଣ ରହିବ। ୨୦୨୦, ସେପ୍ଟେମ୍ବର ୧ତାରିଖରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ଏହି ବିଜ୍ଞପ୍ତିର ଖୋଲା ଉଲ୍ଲ˚ଘନ ହୋଇଛି ମାର୍ଶାଘାଇସ୍ଥିତ କରିଲୋପାଟଣା କଲେଜରେ। ସରକାରଙ୍କ ସବୁ ନୀତିନିୟମକୁ ଜଳାଞ୍ଜଳି ଦିଆଯାଇ ଏଠାରେ ବିଜେଡିର ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କୁ କଲେଜ ପରିଚାଳନା ପରିଷଦ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୩ ଦିନ‌ ଅନୁଭୂତ ହେବ ପ୍ରବଳ ଶୀତ, ସକାଳୁ ପଡ଼ିବ କୁହୁଡ଼ି

ଭୁବନେଶ୍ବର : ଗତ ୨୪ ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୨ ଡିଗ୍ରି ତଳକୁ ଖସିଛି। ଆସନ୍ତା ୩ ଦିନ‌ରେ ଆହୁରି ୩ ଡିଗ୍ରି ଖସିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ। ଏହାସହ ସକାଳୁ କୁହୁଡ଼ି ପଡ଼ିବ ଓ ଆକାଶ ନିର୍ମଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୋମବାର ଦିନ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ସକାଳୁ […]

ଖେଳ ଦେଶ ବିଦେଶ

ଫିଫା ବିଶ୍ୱକପ୍‌ : କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ୍‌ ଓ କ୍ରୋଏସିଆର ଏଣ୍ଟ୍ରି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଦୋହା ୦୬।୧୨ : ଚଳିତ କତାର ଫିଫା ବିଶ୍ୱକପ୍‌ରେ ୫ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲ ଓ ଗତ ସଂସ୍କରଣର ରନର୍ସ ଅପ୍‌ କ୍ରୋଏସିଆ ଚିତ୍ତାକର୍ଷକ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ଦୁଇ ଏସୀୟ ଦଳ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

୭ ଦିନିଆ ରିମାଣ୍ଡରେ ଅର୍ଚ୍ଚନା ନାଗ୍, କହିଲେ ୩୦ ମିନିଟ ସମୟ ଦେଲେ ସବୁ ଗୁମର ଖୋଲିଦେବି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ୱର ୦୬/୧୨: ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ରିମାଣ୍ଡରେ ନେବା ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଅର୍ଚ୍ଚନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆଉ କ୍ୟାପିଟାଲ ହସ୍ପିଟାଲ ନେଲାବେଳେ ଅର୍ଚ୍ଚନା ନାଗ ପ୍ରତିକ୍ରିୟା ରଖିଥିଲେ । ମୁହଁ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିଲା ପର୍ଯ୍ୟଟନ ଋତୁ, ପର୍ଯ୍ୟଟନସ୍ଥଳୀରେ ଭୋଜିଭାତର ଆସର

ଜୟପୁର: ବର୍ଷର ଶେଷ ମାସ ହୋଇଥିବାରୁ ଆରମ୍ଭ ହୋଇଛି ପିକନିକ୍। ଗୋଟିଏ ପଟେ ଶୀତ ଏବଂ ପ୍ରାକୃତିକ ବିଭବକୁ ଅନୁଭବ କରିବାକୁ ଆରମ୍ଭ ହୋଇଛି ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକଙ୍କ ଆଗମନ। ସହରର ଚତୁଃପାର୍ଶ୍ବରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା। ମାଳିଗୁଡା ‌ରେଳ ବ୍ରିଜ୍ , ଟନେଲ ଓ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପ: ସହର ଠାରୁ ୧୦ରୁ ୧୨କିଲୋମିଟର ଦୁରତା ମଧ୍ୟରେ ରହିଛି ମାଳିଗୁଡା ଝୁଲା ରେଳ ବ୍ରିଜ୍ ଓ ତେଲଙ୍ଗିରୀ ମଧ୍ୟମ ଜଳସେଚନ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ମୋ ପ୍ରେମିକା ଗର୍ଭବତୀ’; ମହିଳାଙ୍କ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଲା ଯୁବକ, କାନପୁର ପୋଲିସର ତଦନ୍ତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଲକ୍ଷ୍ନୌ: ଏକ ତରଫା ପ୍ରେମରେ ଅନ୍ଧ ହୋଇ ଯୁବକଙ୍କ ପାଗଳାମୀ । ପ୍ରେମିକା ଘରକୁ ପଠାଇଲା ଆମ୍ବୁଲାନ୍ସ । ଭେଟ କରିବାକୁ ମନା କରିବାରୁ ଶାଶୁଘରକୁ ଆମ୍ବୁଲାନ୍ସ ପଠାଇଥିଲା ଯୁବକ । ମହିଳାଜଣଙ୍କ ଗର୍ଭବତୀ ଥିବା ମିଛ ଷଡ଼ଯନ୍ତ୍ର ରଚିଥିଲା । […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ନିଶାସାମଗ୍ରୀ ପରୀକ୍ଷା ବ୍ୟବସ୍ଥାରେ ଅଚଳାବସ୍ଥା: ୩ ବିଶେଷଜ୍ଞଙ୍କୁ ନେଇ ଚାଲିଛି ପରୀକ୍ଷା

କଟକ : ଗୋଟିଏ ସମୟରେ ରାଜ୍ୟରେ ଅବକାରୀ ବିଭାଗ ଜବତ କରୁଥିବା ନିଶା ସାମଗ୍ରୀର ରିପୋର୍ଟ ସର୍ବାଧିକ ୧୫ ଦିନ ଭିତରେ ଲାବରେଟୋରିରୁ ମିଳିଯାଉଥିଲା। କିନ୍ତୁ, ଏବେ ତିନୋଟି ଡିଭିଜନାଲ୍ ଏକ୍ସାଇଜ୍‌ ଟେଷ୍ଟିଂ ଲାବରେଟୋରିରେ ସ୍ଥାୟୀ କେମିକାଲ୍ ଏକଜାମିନର୍ ଓ ଲାବରେଟୋରି ଆସିଷ୍ଟାଣ୍ଟ ନାହାନ୍ତି। ତିନିଜଣ ଅବସରପ୍ରାପ୍ତ କେମିକାଲ୍ ପରୀକ୍ଷକ ସାରାରାଜ୍ୟର ସମସ୍ତ ନିଶା ସାମଗ୍ରୀର ପରୀକ୍ଷା ଦାୟିତ୍ବ ନେଇଛନ୍ତି। ଯାହାଫଳରେ, ରିପୋର୍ଟ ମିଳିବାକୁ ଏବେ ତିନିମାସରୁ ଉର୍ଦ୍ଧ୍ବ ସମୟ ଲାଗି ଯାଉଛି। ରିପୋର୍ଟ ବିଳମ୍ବରେ ଆସୁଥିବାରୁ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତର ଭାରତରେ ପ୍ରବଳ ଶୀତ, ହିମାଳୟର ଥଣ୍ଡା ପବନରେ ଥରୁଛି ଦିଲ୍ଲୀ-ଏନସିଆର୍, ବଢୁଛି ପ୍ରଦୁଷଣ ମାତ୍ରା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ନୂଆଦିଲ୍ଲୀ: ପ୍ରବଳ ଜାଡ଼ରେ ଥରୁଛି ଉତ୍ତର ଭାରତ । ଦିଲ୍ଲୀ-ଏନସିଆର୍ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଦିଲ୍ଲାର ତାପମାତ୍ରା କମିବା ସହିତ ପ୍ରଦୁଷଣ ମାତ୍ରା ବଢିବାରେ ଲାଗିଛି । ପଶ୍ଚିମା ପବନ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଇଡିରେ ହାଜର ହୋଇପାରନ୍ତି ଆର୍କିଟେକ୍ଟ ରଂଜିତ ବେହେରା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ଇଡି ରିମାଣ୍ଡରେ ଆଣି ପଚରାଉଚରା କରିବ। ତେଣେ ଅର୍ଚ୍ଚନା ନାଗଙ୍କ ରାଜଧାନୀର ସତ୍ୟବିହାରରେ ଥିବା ସୁସଜ୍ଜିତ ଗୃହ ନିର୍ମାଣର ଆର୍କିଟେକ୍ଟ ରଂଜିତ ବେହେରା ଇଡିରେ ହାଜର ହୋଇପାରନ୍ତି ବୋଲି ଖବର ମିଳିଛି। ତାଙ୍କୁ ଇଡି ସମନ କରିଥିବା କୁହାଯାଉଛି। ସତ୍ୟବିହାରରେ ଥିବା ଅର୍ଚ୍ଚନା ନାଗଙ୍କ ଆଲିସାନ୍ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ବି ଇଡି ପାଖାପାଖି ୧୩ ଘଣ୍ଟାକାଳ ଜେରା କରିଛି। ଏତେ ପରିମାଣର ଟଙ୍କା […]