ରାଜ୍ୟ ସ୍ପେଶାଲ ରିପୋର୍ଟ

୫ କଲରାପତରିଆ ଚମଡ଼ା ଜବତ: ୭ ମାଫିଆ ଗିରଫ

ଭୁବନେଶ୍ବର: ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରାକାରବାର କରୁଥିବା ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ। ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ବନ କର୍ମଚାରୀ ୭ ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରିଛି। ସେମାନଙ୍କଠାରୁ ୫ଟି କଲରାପତରିଆ ବାଘ ଚମଡା ସହ ଗୋଟିଏ ଫିସିଂ କ୍ୟାଟ୍‌ ଚମଡ଼ା ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡ଼ା ଜବତ ହୋଇଛି। ଏହାସହ ମାଫିଆଙ୍କ ନିକଟରୁ ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣି ପାଇଁ ହାହାକାର: ସରୁନି ୬୦୦ କୋଟିର ପ୍ରକଳ୍ପ

ରାୟଗଡ଼ା: ୨୦୨୩ରୁ ସରିଲାଣି ନିର୍ମାଣ ଅବଧି। ଅଥଚ ସରିପାରୁନି ବୃହତ୍ ପାନୀୟ ଜଳପ୍ରକଳ୍ପ। ୬୦୦ କୋଟିର ୪ ପ୍ରକଳ୍ପ ଅଧୁରା ଅବସ୍ଥାରେ ରହିଛି। ତେଣୁ ଗ୍ରୀଷ୍ମରେ ପାଣି ଟୋପାଏ ପାଇଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି। ଗ୍ରୀଷ୍ମ ପ୍ରକୋପରେ ଜଳଉତ୍ସ ଶୁଖିବା ପରେ ଜିଲ୍ଲାରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତ। ୨୦୧୯ରୁ କାଶୀପୁର, ବିଷମକଟକ, ଗୁଣପୁର ଓ କୋଲନରାରେ ଚାଲିଛି ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ। ରାୟଗଡ଼ା ବ୍ଲକ୍ ୪ଟି ପଂଚାୟତର ୪୯ଟି ଗାଁ ଏବଂ କାଶୀପୁର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ବିନା ସୂଚନାରେ କୋଟିଏ ଟଙ୍କାର ପ୍ରକଳ୍ପ: ରଗଦା ଡ୍ୟାମ୍‌ ପାଇଁ ତାଡ଼ୁଛନ୍ତି ପାହାଡ଼

କାଳିଆପାଣି: ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାବର୍ତ୍ତୀ ରଗଦା ଡ୍ୟାମ୍‌ (ନଦୀବନ୍ଧ)ରୁ ପଙ୍କ ଉଦ୍ଧାର ଓ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଁ କାମ ଚାଲିଥିବା କୁହାଯାଉଛି। ତେବେ, ଏଥିପାଇଁ ଡ୍ୟାମ୍‌ ପାର୍ଶ୍ବସ୍ଥ ହାତୀସିଙ୍ଗଡ଼ା ପାହାଡ଼କୁ ତାଡ଼ୁଥିବା ଦେଖିବାକୁ ମିଳୁଛି। ସପ୍ତାହକ ମଧ୍ୟରେ ପାହାଡ଼ ପାଦଦେଶରୁ ଶହେ ଫୁଟରୁ ଅଧିକ ଦୈର୍ଘ୍ୟ, ଶହେଫୁଟ ପାଖାପାଖି ପ୍ରସ୍ଥ ଓ ୩ ରୁ ୪ ଫୁଟ ଗଭୀରରେ ମାଟି ତାଡ଼ି ନିଆଯାଇଛି। ନଜର ଆଢ଼ୁଆଳରେ ଥିବା ବଣପାହାଡ଼ ଘେରା ପ୍ରାକୃତିକ ପରିବେଶକୁ ନଷ୍ଟ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଇକିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦଣ୍ଡନାଚ ଦେଖି ଘରକୁ ଫେରୁଥିବା ବେଳେ ଚାଲିଗଲା ୩ ଯୁବକଙ୍କ ଜୀବନ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତିନିଜଣଙ୍କର ପ୍ରାଣହାନି ଘଟିଛି। ତିନି ମୃତକ ହେଲେ ବସନ୍ତ ପଣ୍ଡା(୩୦), କୁଶଳ ଦିଗାଳ(୨୫) ଓ ବ୍ରହ୍ମାନନ୍ଦ ଭୋଇ(୨୫)। ଏମାନେ ସମସ୍ତେ ରାଇକିଆ ଅଞ୍ଚଳର ହୋଇଥିବା ସୂଚନା ରହିଛି। ଏହି ତିନି ମୃତକ ଗତକାଲି ଦଣ୍ଡନାଚ ଦେଖି ନିଜ ଘରକୁ ଏକ ସ୍କୁଟି(ଓଡି୧୨ ସି ୧୪୩୯) ଯୋଗେ ଫେରୁଥିଲେ। ତେବେ ବୁଡ଼ାମାହା ନିକଟରେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମାଲକାନଗିରି ଜିଲ୍ଲା ସୀମାନ୍ତରେ ୬ ନକ୍ସଲଙ୍କୁ ଗିରଫ କଲା ସୁକମା ପୁଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନିର୍ବାଚନ ପୂର୍ବରୁ ମାଓ ସଂଗଠନର ୨ ଜଣ ସହଯୋଗୀ ସହ ୪ ଜଣ ନକ୍ସଲକୁ ଗିରଫ କରିଛି ସୁକମା ପୁଲିସ। ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ପୁଲିସ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରିବା ସହ ଯାଞ୍ଚ କରୁଛି। ଡିଆରଜି ଯବାନ ପାଟ୍ରୋଲିଂ କରୁଥିବା ବେଳେ କିଛି ଲୋକଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଧରି ପଚରା ଚରା କରିବା […]

ଦେଶ ବିଦେଶ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ମୃତ, ବର୍ଷକ ଭିତରେ ଘଟିଲାଣି ଏପରି ୧୦ ଘଟଣା

ନୂଆଦିଲ୍ଲୀ: ଆମେରିକାର ଓହିଓ ରାଜ୍ୟରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି ବୋଲି ନ୍ୟୁୟର୍କରେ ଥିବା ସୂଚନା ରହିଛି। ଛାତ୍ରଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।ଉମା ସତ୍ୟ ସାଇ ଗାଡେ ନାମକ ଏହି ଛାତ୍ର ଓହିଓର କ୍ଲିଭଲ୍ୟାଣ୍ଡରେ ଶିକ୍ଷା ଲାଭ କରୁଥିଲେ। ଏହି କ୍ଷତି ହେତୁ ଭାରତୀୟ କନସୁଲେଟ୍ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛି। ନିଶ୍ଚିତ କରାଯାଇଛି ଯେ ଏହି ଦୁଃଖଦ ସମୟରେ ପରିବାରକୁ ତାଙ୍କ ଶରୀରକୁ ଭାରତ […]

ରାଜ୍ୟ

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଧୋଇଗଲା ବେଳାଭୂମି, ଗଣ-ଅଣ୍ଡାଦାନରେ ବିଳମ୍ବ

ବ୍ରହ୍ମପୁର: ସମୁଦ୍ର କୂଳରୁ ଅନତିଦୂରରେ ରହିଛନ୍ତି ଲକ୍ଷାଧିକ ଅଲିଭ୍‌ରିଡ୍‌ଲେ କଇଁଛ। ହେଲେ ବେଳାଭୂମିକୁ ଅଣ୍ଡାଦାନ କରିବାକୁ ଆସୁନାହାନ୍ତି। ଅଣ୍ଡାଦାନ ପାଇଁ ଆବଶ୍ୟକ ତାପମାତ୍ରା ଉପଲବ୍ଧ ହେଉ ନଥିବାରୁ ଏଭଳି ସମସ୍ୟା ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଏଭଳି ସ୍ଥିତିରେ ଜଳବାୟୁ ପରିବର୍ତ୍ତନ କଇଁଛଙ୍କ ପାଇଁ କାଳ ସାଜିଛି। ସମୁଦ୍ର ଲଂଘିବାରୁ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମି ଅବକ୍ଷୟ ହୋଇଗଲାଣି। କଇଁଛଙ୍କ ଅଣ୍ଡାଦାନ ପାଇଁ ସୃଷ୍ଟି ହୋଇଥିବା ‘ଡାଇନାମିକ୍‌ ବିଚ୍‌’ ଧୋଇ ହୋଇଯାଇଛି। ଏପରିକି ସମୁଦ୍ର ପତନରୁ ବେଳାଭୂମି ପ୍ରାୟ […]

ରାଜ୍ୟ

ଇଷ୍ଟ୍‌ଆଇ ଖାଦ୍ୟ କନ୍‌କ୍ଲେଭ୍‌ ୨୦୨୪: ରଣବୀର ବ୍ରାର୍‌ ରାନ୍ଧିଲେ ମୁଢ଼ି ମାଂସ, ଛେନାପୋଡ଼

ଭୁବନେଶ୍ବର: ସେଲିବ୍ରିଟି ସେଫ୍‌ ରଣବୀର ବ୍ରାର୍‌ ରାନ୍ଧିଲେ ଓଡ଼ିଆ ଖାଦ୍ୟ। ନିଜ ହାତରେ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରସ୍ତୁତ କଲେ ମୁଢ଼ି ମାଂସ ଓ ଛେନାପୋଡ଼। ଅବସର ଥିଲା ଇଷ୍ଟଆଇ ଖାଦ୍ୟ କନ୍‌କ୍ଲେଭ୍‌ ୨୦୨୪। ଅତି କମ୍ ସମୟ ଭିତରେ ସେ ଏହି ଦୁଇ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଉପସ୍ଥିତ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି) ସହଯୋଗିତାରେ ଆୟୋଜିତ ଏହି କନ୍‌କ୍ଲେଭ୍‌ରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା […]

ରାଜ୍ୟ

ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ନବୀନ, କାମ କେମିତି ଚାଲିଛି ପଚାରି ବୁଝିଲେ

ଭୁବନେଶ୍ବର: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଏଥିରେ ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କିପରି ଚାଲିଛି, ତାହାକୁ ‌ସେ ତଦାରଖ କରୁଛନ୍ତି। ଫୋନ୍ କରି ବିଭିନ୍ନ ଲୋକଙ୍କୁ କାମ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ୩୫ ସେକେଣ୍ଡ୍‌ର ଭିଡିଓଟି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ନବୀନ ଅସୀମିତ ପ୍ରେରଣାର ଉତ୍ସ ବୋଲି ସେ ଏଥିରେ ଦର୍ଶାଇଛନ୍ତି। […]

ରାଜ୍ୟ

ନିର୍ବାଚନ ୨୦୨୪: ବିଜେପି ଛାଡ଼ି‌ଲେ ରବି ପାଣି, ଭାଗୀରଥି

ଅନୁଗୁଳ: ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ରବି ନାରାୟଣ ପାଣି ଓ ଭ‌ାଗୀରଥି ପ୍ରଧାନ। ଗୋଟିଏଦିନରେ ଅନୁଗୁଳର ଏହି ଦୁଇନେତା ଦଳ ଛାଡ଼ିଥିଲାବେଳେ କୁଆଡ଼େ ଯିବେ ତା’ ସ୍ପଷ୍ଟ କରିନାହାନ୍ତି। ରବି ନାରାୟଣ ପାଳଲହଡ଼ାରୁ ଓ ଭାଗୀରଥି ପ୍ରଧାନ ଆଠମଲ୍ଲିକରୁ ଟିକେଟ ପାଇଁ ଆଶାୟୀ ଥିଲେ। ସେମାନଙ୍କୁ ଟିକେଟ ମିଳି ନଥିବାରୁ ସେମା‌ନେ ଦଳ ଛାଡ଼ିଥିବା ଅନୁମାନ କରାଯାଉଛି। ୨୦୦୯ ମସିହାରେ ପୂର୍ବତନ ଦେବଗଡ଼ ସାଂସଦ ରବି ନାରାୟଣ ପାଣି ପାଳଲହଡ଼ା ବିଧାନସଭା ଆସନରୁ ବିଜେଡି […]