ସାଉଥର ବଡ ପ୍ରଡକ୍ସନରେ କାମ କରିବେ ଶାହାରୁଖ, ‘କାନ୍ତାରା’ର ରିଷଭ କରିବେ କ୍ୟାମିଓ ରୋଲ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ମୁମ୍ଵାଇ ୦୬।୧୨: ଆସନ୍ତା ମାସରେ ଶାହାରୁଖଙ୍କ ଆଗାମୀ ଫିଲ୍ମ ‘ଫଠାନ’ରେ କମ୍ବ୍ୟାକ୍ କରୁଛନ୍ତି। ହେଲେ ତାଙ୍କର ଅପକମିଂ ଫିଲ୍ମ ‘ଜୱାନ’ ପାଇଁ ସଏ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଶାହାରୁଖଙ୍କୁ ନେ ବଡ ଖବର ସାମ୍ନାକୁ ଆସୁଛି। ତାମିଲ୍ର ହିଟ୍ ଡାଇରେକ୍ଟର ଏଟଲୀଙ୍କ […]









