ରାଜନୀତି ରାଜ୍ୟ

ଆରମ୍ଭ ହେଲା ପଦ୍ମପୁର ଭୋଟ ଗଣତି: ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବରଗଡ଼: ପଦ୍ମପୁରରେ ଗୁରୁବାର ସକାଳ ୮ଟାରୁ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ୨୯୬ଟି ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହୋଇଛି। ଏଥିରେ ୨୪ଟି ସର୍ଭିସ ଭୋଟରଙ୍କ ଭୋଟ୍ ଏବଂ ୨୭୨ଟି ଅନୁପସ୍ଥିତ ଭୋଟରଙ୍କ (ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ […]

ଅପରାଧ ଦେଶ ବିଦେଶ

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ! ସେମାନଙ୍କ ଦୋଷ ଥିଲା ଏତିକି ଯେ…

ବ୍ୟୁରୋ: ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ହେଲେ ଭାଗ୍ୟ ସେମାନଙ୍କ ସାଥ୍ ଦେଇଥିଲା । ମୃତ୍ୟୁରୁ ବଞ୍ଚିଯାଇଥିଲେ ହେଲେ ସେମାନଙ୍କ ସ୍ୱାସ୍ଥ୍ର‌୍ୟ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ୱବ୍ୟାଙ୍କର ସତର୍କବାଣୀକୁ ନେଇ ଚିନ୍ତାରେ ଭାରତ, ‘ମଣିଷର ସହିବା ସୀମା ଟପିବ ତାପମାତ୍ରା’

ବ୍ୟୁରୋ : ପ୍ରତିବର୍ଷ ଦେଶରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର କାରଣ ଭାବେ ଜଳବାୟୁ ପରିବର୍ତ୍ତନ ବୋଲି କୁହାଯାଉଛି । ଏଭଳି ଜଳବାୟୁ ପରିବର୍ତ୍ତନ ଫଳରେ ସଠିକ ସମୟରେ ଶୀତ ଅନୁଭବ ହେଉନଥିବା ବେଳେ ବର୍ଷା ହେବାର କିଛି ତାଳମେଳ ରହୁନାହିଁ । ସବୁଠାରୁ ବଡକଥା କି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସମୟରେ ବନ୍ୟା ଓ ବାତ୍ୟା ଭଳି ସ୍ଥିତି ଦେଖାଦେଉଛି । କିନ୍ତୁ ଏସବୁ ଭିତରେ ବିଶ୍ୱବ୍ୟାଙ୍କ ଯେଉଁ ସତର୍କବାଣୀ ଜାରି କରିଛି […]

ରାଜନୀତି ରାଜ୍ୟ

ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ […]

ଦେଶ ବିଦେଶ ରାଜନୀତି

ଦିଲ୍ଲୀ ଏମସିଡି ନିର୍ବାଚନରେ ଆପର ଐତିହାସିକ ବିଜୟ । ୧୫ବର୍ଷ ପରେ ବହୁମତ ସହ ଦିଲ୍ଲୀ ନଗର ନିଗମକୁ ଦଖଲ କଲା ଦଳ

ବ୍ୟୁରୋ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟିର ଜବରଦସ୍ତ ବିଜୟ । ଏମସିଡି ଲଢେଇରେ ବାଜି ମାରିଛି ଆମ ଆଦମୀ ପାର୍ଟି ଓ ପଛରେ ପଡିଛି ବିଜେପି । ୧୫ବର୍ଷ ଧରି ଏମସିଡିରେ ଦବଦବା ବଜାୟ ରଖିଥିବା ବିଜେପି ହାତରୁ ଏଥର ଖସିଛି କ୍ଷମତା । ନିର୍ବାଚନ ପୂର୍ବରୁ ଯେଉଁ ସବୁ ଚର୍ଚ୍ଚା, ଆଲୋଚନା, ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା ସେସବୁକୁ ପଛରେ ପକାଇ ଦିଲ୍ଲୀ ନଗର ନିଗମକୁ ହାତେଇଛି ଆପ୍ । ବିପୁଳ […]

ଅପରାଧ ରାଜ୍ୟ

ଦୁଷ୍କର୍ମ ଶିକାର ଛାତ୍ରୀଙ୍କ ବଳପୂର୍ବକ ଗର୍ଭପାତ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବେତନଟୀ : ବାରମ୍ବାର ଦୁଷ୍କର୍ମର ଶିକାର ହୋଇ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ ହେବା ପରେ ବଳପୂର୍ବକ ଔଷଧ ଖୁଆଇ ତାଙ୍କର ଗର୍ଭପାତ କରାଇ ଦେଇଛି ଅଭିଯୁକ୍ତ ଯୁବକ। ଏହି ଜଘନ୍ୟ କାଣ୍ଡରେ ସହଯୋଗ କରିଛନ୍ତି ଅଭିଯୁକ୍ତର […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଚ୍‌ଏସ୍‌ଆର୍‌ପିରେ ନୂଆ ସମସ୍ୟା: ‌ବୁକିଂ ହେଉନି ବନ୍ଦ କମ୍ପାନିର ଗାଡ଼ି ନମ୍ବର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି)କୁ ନେଇ ଏବେ ଏକ ନୂଆ ସମସ୍ୟା ପଦାକୁ ଆସିଛି। ଦେଶରୁ ବ୍ୟବସାୟ ବନ୍ଦ କରିଦେଇଥିବା କିଛି ବାହାର କମ୍ପାନି ଗାଡ଼ି ପାଇଁ ଏହି ନମ୍ବର ପ୍ଲେଟ୍‌ ବୁକିଂ ହୋଇପାରୁନାହିଁ। ଗାଡ଼ି ମାଲିକ ଆର୍‌ଟିଓଠାରୁ […]

ରାଜ୍ୟ ସ୍ୱାସ୍ଥ୍ୟ

ସୁତାଖିଅରେ ୫୨୧ ଥାଲାସେମିଆ, ସିକିଲ୍‌ସେଲ୍‌ ରୋଗୀଙ୍କ ଭାଗ୍ୟ: ସଂଖ୍ୟା ବଢୁଛି, ରକ୍ତ ବଞ୍ଚାଇ ରଖିଛି ଜୀବନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବ୍ରହ୍ମପୁର : ଅନିଶ୍ଚିତ ଭବିଷ୍ୟତକୁ ନେଇ ପିଲାଟି ଦିନରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କେତେବେଳେ କ’ଣ ହେବ କିଛି କହି ହେବ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କରି ପ୍ରତିମାସରେ ରକ୍ତ ନେବାକୁ ପଡ଼ୁଛି। ରକ୍ତ ନନେଲେ […]

ରାଜ୍ୟ ସ୍ପେଶାଲ ରିପୋର୍ଟ

ମଦ ଯୋଗାଣରେ ତ୍ରୁଟି ଧରିଲେ ସିଏଜି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ଭୁବନେଶ୍ବର : ରାଜ୍ୟରେ ମଦ ବ୍ୟବସାୟ ଓ ଯୋଗାଣ ପରିଚାଳନାରେ ରହିଥିବା ବ୍ୟାପକ ଅନିୟମିତତାକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)। କୌଣସି ନିୟମକୁ ଠିକ୍ ଭାବେ ପାଳନ କରାଯାଉନାହିଁ। ସବୁ କିଛି ଖାମଖିଆଲି ଢଙ୍ଗରେ ଚାଲିଛି। ମଦ ବୋତଲ […]

ଦେଶ ବିଦେଶ ରାଜନୀତି

ଆରମ୍ଭ ହେଲା ସଂସଦର ଶୀତକାଳୀନ ଅଧିବେଶନ । ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ସବୁ ଦଳଙ୍କଠୁ ସହଯୋଗ ଲୋଡିଲେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ: ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଏଥରକ ଗୃହକାର୍ଯ୍ୟକୁ ସୁରୁଖୁରରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳମାନଙ୍କଠୁ ସହଯୋଗ ଲୋଡିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି , ଦେଶର ବିକାଶ ପାଇଁ ଯୁବ ସାଂସଦଙ୍କ ଅଧିକ ସୁଯୋଗ ଦିଆଯାଉ । ରାଜ୍ୟସଭାରେ ପ୍ରଥମ ବକ୍ତବ୍ୟ ଦେଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଶୀତକାଳୀନ ଅଧିବେଶନରେ ୧୬ଟି ବିଲ […]