ୟୁକ୍ରେନର ଏମିତି ଏକ ସହର, ଯେଉଁଠି ପରାଜୟ ହୋଇ ପଛକୁ ହଟିଲା ଋଷ । ଅନେକ କ୍ଷୟକ୍ଷତି ହୋଇଥିବା ଆକଳନ
ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧା ଆଜକୁ ପ୍ରାୟ ୯ମାସ ବିତିଗଲାଣି । ତଥାବି ଯୁଦ୍ଧ ସମାପ୍ତିର କୌଣସି ଆଶଂକା ଦେଖାଯାଉନାହିଁ । ଦୁନିଆର ଶକ୍ତିଶାଳି ରାଷ୍ଟ୍ର ମଧୟରେ ଆସୁଥିବା ଋଷ ଫେବ୍ରୁଆରୀ ୨୪ତାରିଖ ୨୦୨୨ରେ ୟୁକ୍ରେନ୍ ଉପରେ ପ୍ରଥମ ଆକ୍ରମଣ କରିଥିଲା । ଆକ୍ରମଣ କରିବାର ଏକ ସପ୍ତାହ ମଧ୍ୟରେ ୟୁକ୍ରେନକୁ କବ୍ଚା କରିନେବ ବୋଲି ଦାବି ମଧ୍ୟ କରିଥିଲା କିନ୍ତୁ ଯୁଦ୍ଧକୁ ୯ମାସ ବିତିଜାଇଥିବାବେଳେ ୟୁକ୍ରେକୁ ପରାଜୟ କରିପାରିନାହିଁ ଋଷ । ବୀଜୟ ହାସଲ କରିବାତ […]









