ସାପ ଆତଙ୍କ; ଘଣ୍ଟାଏ ନାକେଦମ୍ ହେଲେ ଏସ୍ସିବି କର୍ତ୍ତୃପକ୍ଷ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. କଟକ : ସାପ ପାଇଁ ନାକେଦମ୍ ହେଲେ ଏସ୍ସିବି କର୍ତ୍ତୃପକ୍ଷ। ତଥାପି ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଆସିଲେ। ବିଦ୍ୟୁତ୍ ବିଭାଗ ଓ ଏସି ମେକାନିକ୍ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପ ପାଇଁ ଚାଲିଲା […]









